ସର୍ବନିମ୍ନ ସେବାୟତରେ ପାଳନ ହେବ ସ୍ନାନ ପୂର୍ଣ୍ଣିମା !
ଭୁବନେଶ୍ୱର, (ଓଡିଶା ଟାଇମ୍): ଶ୍ରୀ ଜୀଉଙ୍କ ସ୍ନାନ ଯାତ୍ରା ହେବା ନେଇ ସମ୍ଭାବନା ବଢିଛି । ଆଜି ୧୦ ନିଯୋଗ ସହ ବସିଥିବା ବୈଠକ ପରେ ଡ. କିଶାନ କୁମାର ଏ ନେଇ ସୂଚନା ଦେଇଛନ୍ତି । ଅଳ୍ପ ସେବାୟତଙ୍କୁ ନେଇ … Read More
ଭୁବନେଶ୍ୱର, (ଓଡିଶା ଟାଇମ୍): ଶ୍ରୀ ଜୀଉଙ୍କ ସ୍ନାନ ଯାତ୍ରା ହେବା ନେଇ ସମ୍ଭାବନା ବଢିଛି । ଆଜି ୧୦ ନିଯୋଗ ସହ ବସିଥିବା ବୈଠକ ପରେ ଡ. କିଶାନ କୁମାର ଏ ନେଇ ସୂଚନା ଦେଇଛନ୍ତି । ଅଳ୍ପ ସେବାୟତଙ୍କୁ ନେଇ … Read More
ଭୁବନେଶ୍ୱର,(ଓଡିଶା ଟାଇମ୍):୫୧ ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରୁ ଚିହ୍ନଟ ହୋଇଥିବା ବେଳେ ୩ଜଣ ସ୍ଥାନୀୟ ଅଞ୍ଚଳ ହୋଇଥିବା ସୂଚନା ଦିଆଯାଇଛି । ଏହା ସହ ରାଜ୍ୟରେ ଆଜି … Read More
ଘରୋଇ ବିମାନ ସେବା ମେ ୨୫ରୁ ଆରମ୍ଭ ହେବକୁ ଯାଉଛି । ବିମାନର ମଝି ସିଟ୍ ଖାଲି ରଖାଯିବ ବୋଲି ପୂର୍ବରୁ ବାରଣ କରାଯାଇଥିଲା । ଏହା ଭଡ଼ା ଉପରେ ପ୍ରଭାବ ପକାଉଥିବାରୁ ମଝି ସିଟ୍ ଖାଲି ରହିବ ନାହିଁ । … Read More
କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା) :କରୋନା ଲକଡାଉନ ଯୋଗୁ ଗୁଜୁରାଟର ସୁରତରେ କାମ ଧନ୍ଦା ହରାଇ ବ୍ୟତିବ୍ୟସ୍ତ ହୋଇ ସାଇକେଲରେ ଦୀର୍ଘ ୨୧୨୮ କିଲୋମିଟର ରାସ୍ତା ଅତିକ୍ରମ କରି ଗତ ୭ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆସି ପହଂଚିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର … Read More
ଭୁବନେଶ୍ୱର (ଓଟି): ତିନି ମାସ ରହିଥିଲା କଣ୍ଟ। ପୁଣି ଦିଆଗଲା ଆଉ ୩ ମାସ। ମୋଟ ଉପରେ ୬ମାସର କୋହଳ ପରେ ଆଜିଠୁ କଡ଼ାକଡ଼ି ହେବ ଯାଞ୍ଚ। ହଁ, ଗାଡ଼ିମୋଟର ତଥା ଯାନବାହାନ ଯାଞ୍ଚ ପ୍ରସଙ୍ଗ ହିଁ ସମ୍ପ୍ରତି ଚର୍ଚ୍ଚାର ବିଷୟ। … Read More
ପବିତ୍ର ମକର ସଂକ୍ରାନ୍ତି ଖୁବ୍ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ଭୌଗଳିକ ତଥା ସ୍ଥାନ ବିଶେଷରେ ପାରମ୍ପରିକ ଭାବେ ଏହି ସଂକ୍ରାନ୍ତିଙ୍କୁ ଏକ ଅନନ୍ୟ ପର୍ବ ବା ମହୋତ୍ସବ ଭାବେ ପାଳନ କରାଯାଏ । ଏହାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ମଧ୍ୟ ରହିଛି । … Read More
ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲ୍ଲା ଅନ୍ତର୍ଗତ ଫତେପୁର ଗାଁ। ଏଠାରେ ପ୍ରାୟ ସବୁ ହିନ୍ଦୁ ପରିବାର। କିନ୍ତୁ ବିହାିତ ପୁରୁଷଙ୍କ କ୍ଷେତ୍ରରେ ବହୁପତ୍ନୀ ଗ୍ରହଣ କରିବାର ପରମ୍ପରା ଯଥେଷ୍ଟ ପୁରୁଣା। ଯଦିଓ ନୂଆ ପିଢ଼ି ଏହାକୁ କେବେ କେବେ ମନା କରୁଛି … Read More
ଦକ୍ଷିଣ ଭାରତର ରାଜ୍ୟ ଗୁଡିକର ରାଜନୀତି ସେମାନେ ପ୍ରସ୍ତୁତ କରିଥିବା ରାସ୍ତାରେ ଚାଲିଥାଏ। ଦିଲ୍ଲୀର ରାଜନୀତି ଦକ୍ଷିଣ ଭାରତର ରାଜ୍ୟମାନଙ୍କ ଉପରେ କୌଣସି ପ୍ରଭାବ ପକାଏ ନାହିଁ। କିନ୍ତୁ ଦକ୍ଷିଣ ଭାରତର ରାଜନୀତି ଦିଲ୍ଳୀ ରାଜନୀତିକୁ ପ୍ରଭାବିତ କରିଥାଏ। ବିଗତ ଦଶନ୍ଧି … Read More
ଏଣିକି ରୋଷେଇଘରର ପୋଡ଼ା ତେଲ ଆଉ ଅଲୋଡ଼ା ହେବ ନାହିଁ କି ଆପଣଙ୍କୁ ଲୋଭରେ ଆଉଥରେ ବ୍ୟବହାର କରିବାକୁ ବାଧ୍ୟ କରାଇବ ନାହିଁ। କାରଣ ହେଉଛି ଏହି ତେଲରେ ଯାହାଜ ଉଡ଼ିପାରିବ!, ଅର୍ଥାତ୍ ଆପଣଙ୍କ ଉଡ଼ାଯାହାଜ ଯାତ୍ରା ଏଣିକି ରୋଷେଇଘରର ପୋଡ଼ା … Read More
ଢୋଲକର ତାଳେ ତାଳେ ରାଧାକୃଷ୍ଣଙ୍କ ଲୀଳା ସମ୍ପର୍କରେ ପ୍ରଚୀନ କବିଙ୍କ ଦ୍ୱାରା ରଚିତ ପଦ୍ୟାବଳୀ ଗାଇବା ସହ ରାଧାକୃଷ୍ଣଙ୍କ କଣ୍ଢେଇ ଦୁଇଟିକୁ ନିଜ ହାତ ପାପୁଲିରେ ଧରି ସୁନ୍ଦର ଭାବେ ନଚାନ୍ତି । ସଖୀକଣ୍ଢେଇ ଦୁଇଟିର ନିମ୍ନ ଭାଗରେ ଲାଗିଥିବା କପଡ଼ା ଭିତରେ କଳାକାର ନିଜ ପାପୁଲି ରଖି ଅଙ୍ଗୁଷ୍ଠି ମାଧ୍ୟମରେ କଣ୍ଢେଇଙ୍କର ହାତ, ମୁଣ୍ଡ ଓ ଅନ୍ୟନ୍ୟ ଅଙ୍ଗକୁ ଏତେ ସୁନ୍ଦର ଭାବେ ଚାଳିତ କରନ୍ତି ଯେ କଳାକାରଙ୍କ ଆଙ୍ଗୁଠିି ଦ୍ୱାରା କଣ୍ଢେଇ ଦୁଇଟି ନାଚୁଥିବା ଦର୍ଶକମାନେ ସହଜରେ ଜାଣିପାରନ୍ତି ନାହିଁ । ନୁହେଁକି ଆକର୍ଷଣୀୟ? ଏହା ଦୀର୍ଘଜୀବୀ ହେବା ଅନୁଚିତ କି?