କାଶ୍ମୀର ଉପତ୍ୟକାରେ ବଢୁଥିବା ଆକ୍ରମଣକୁ ନେଇ ଆତଙ୍କିତ ପ୍ରବାସୀ

ଭୁବନେଶ୍ବର,(ଓଡ଼ିଶା ଟାଇମ୍): ଜମ୍ମୁ–କାଶ୍ମୀରରେ ବଢିଚାଲିଥିବା ଆତଙ୍କୀ ଆକ୍ରମଣ ଏବଂ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ଏବେ ପୁରା ଦେଶରେ ଚହଳ ସୃଷ୍ଟି ହୋଇ ଯାଇଛି । କିଛି ବର୍ଷ ହେବ ଶାନ୍ତ ପଡିଥିବା କାଶ୍ମୀର ଉପତ୍ୟକା ଏବେ ଅମାନବୀୟ ବନ୍ଧୁକଧାରୀଙ୍କ ଆତଙ୍କରେ ଥରୁଛି … Continue reading କାଶ୍ମୀର ଉପତ୍ୟକାରେ ବଢୁଥିବା ଆକ୍ରମଣକୁ ନେଇ ଆତଙ୍କିତ ପ୍ରବାସୀ