କୃଷକଙ୍କୁ କେନ୍ଦ୍ର ବଜେଟରୁ ଅଧିକ ସହାୟତା ଦେଉଛନ୍ତି ତେଲେଙ୍ଗାନା- ଓଡ଼ିଶା

ନାମମାତ୍ର ଓ କ୍ଷୁଦ୍ର ଚାଷୀମାନଙ୍କୁ ବାର୍ଷିକ ୩କିସ୍ତିରେ ୬ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା ହେଉଛି ଆଜିର କେନ୍ଦ୍ର ବଜେଟରେ ସବୁଠାରୁ ବଡ଼ ଘୋଷଣା। ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପିୟୁଷ ଗୋୟଲଙ୍କ ଘୋଷଣା ଅନୁସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୨କୋଟି କୃଷକମାନଙ୍କ ପାଇଁ ୭୫,୦୦୦କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନାରେ ୨୦୧୮-୧୯ ବଜେଟରେ ବ୍ୟୟ ବରାଦ ହୋଇଥିବା ୫୫,୦୦୦କୋଟି ଟଙ୍କାଠାରୁ ଅଧିକ। ସଂସଦରେ ଗୋୟଲଙ୍କ ଘୋଷଣା ଅନୁସାରେ … Continue reading କୃଷକଙ୍କୁ କେନ୍ଦ୍ର ବଜେଟରୁ ଅଧିକ ସହାୟତା ଦେଉଛନ୍ତି ତେଲେଙ୍ଗାନା- ଓଡ଼ିଶା