ନିର୍ବାଚନକୁ ପ୍ରଭାବିତ କରିବ ୫ଟି ପ୍ରସଙ୍ଗ

ନିର୍ବାଚନ କମିଶନଙ୍କ ଦ୍ୱାରା ୨୦୧୯ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇଉଠିଛନ୍ତି। ଚଳିତ ନିର୍ବାଚନରେ କିଏ ବିଜୟ ମୁକୁଟ ପିନ୍ଧିବ ତାହା ମିଡ଼ିଆ ଓ ସୋସାଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ନିର୍ବାଚନକୁ କେଉଁ ପ୍ରସଙ୍ଗ ପ୍ରଭାବିତ କରିବ ତାର ଲେଖାଯୋଖା ଆରମ୍ଭ ହୋଇଗଲାଣି। ଗତ ସାଧାରଣ ନିର୍ବାଚନରେ ବିକାଶ ଓ ଦୁର୍ନୀତି ମୁଖ୍ୟ ପ୍ରସଙ୍ଗ ହୋଇଥିଲା, ଯାହାକି ଚଳିତ ନିର୍ବାଚନରେ ଆଦୌ ଆଲୋଚନା ପରିସରରେ ନାହିଁ। କିନ୍ତୁ ଏବେ … Continue reading ନିର୍ବାଚନକୁ ପ୍ରଭାବିତ କରିବ ୫ଟି ପ୍ରସଙ୍ଗ