ସଂସଦୀୟ ନିର୍ବାଚନର ଇତିବୃତ୍ତି

୧୭ଦଶ ଲୋକସଭା ଗଠନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି। ନେତାଙ୍କ ଭାଷଣ, ରାଲି ଓ ନିର୍ବାଚନୀ ଗସ୍ତ ଆରମ୍ଭ ହୋଇଗଲାଣି। ଏହାଛଡ଼ା ସାଧାରଣ ଜନତା ମଧ୍ୟ ନିର୍ବାଚନୀ ମୁଡ଼କୁ ଆସିଗଲେଣି। ପୂର୍ବରୁ ସାଧାରଣ ନିର୍ବାଚନ କିପରି ହେଉଥିଲା, ଏଥିପାଇଁ କେତେ ଦିନ ଲାଗୁଥିଲା, କେତୋଟି ପାର୍ଟି ଅଂଶ ଗ୍ରହଣ କରୁଥିଲେ ଏ ସମ୍ପର୍କରେ ବହୁତ ଲୋକଙ୍କୁ ଜଣାନାହିଁ। ଭାରତୀୟ ଗଣତନ୍ତ୍ରକୁ ମଜଭୂତ କରୁଥିିବା ଏହି ନିର୍ବାଚନର ୧୬ଟି ଅତୀତ ସମ୍ପର୍କରେ ଆସନ୍ତୁ ଜାଣିବା…. ୧୯୫୧-୫୨ ପ୍ରଥମ … Continue reading ସଂସଦୀୟ ନିର୍ବାଚନର ଇତିବୃତ୍ତି