ନିର୍ବାଚନ ବ୍ୟୟ ରେକର୍ଡ଼ ଭାଙ୍ଗିବ

ବିଶ୍ୱର ଅନ୍ୟତମ ବ୍ୟୟବହୁଳ ନିର୍ବାଚନ ବିଶ୍ୱର ବୃହତ୍ତ ଗଣତନ୍ତ୍ରରେ ହେଉଥିବା ସାଧାରଣ ନିର୍ବାଚନ ହେଉଛି ବିଶ୍ୱର ସବୁଠାରୁ ବ୍ୟୟବହୁଳ ନିର୍ବାଚନ। ଏପ୍ରିଲ ୧୧ ତାରିଖଠାରୁ ଲୋକସଭା ନିର୍ବାଚନ ୬ ସପ୍ତାହ ଅର୍ଥାତ ମେ ୧୯ରେ ଶେଷ ହେବ। ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଥିଲାବେଳେ ମେ ୨୩ ରେ ଘୋଷଣ ହେବ ଫଳାଫଳ। ନୂଆଦିଲ୍ଲୀ ସ୍ଥିତ ସେଣ୍ଟର ଫର ମିଡିଆ ଷ୍ଟଡିଜ ରିପୋର୍ଟ ଅନୁସାରେ ଏଥର ନିର୍ବାଚନୀ ପ୍ରକ୍ରିୟାରେ ପାଖାପାଖି ୬୦ ହଜାର କୋଟି ଖର୍ଚ୍ଚ ହେବ। … Continue reading ନିର୍ବାଚନ ବ୍ୟୟ ରେକର୍ଡ଼ ଭାଙ୍ଗିବ