ମହାମେଣ୍ଟ: ବିଗାଡ଼ିବ ଭୋଟ ଗଣିତ

ରାଜ୍ୟ ରାଜନୈତିକ ପାଣିପାଗରେ ପରିବର୍ତ୍ତନ ହେବାର ସଂକେତ ଧିରେ ଧବରେ ସ୍ପଷ୍ଟ ହେବାରେ ଲାଗିଲାଣି। ପୂର୍ବରୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମେଣ୍ଟ ସମ୍ପର୍କରେ ସୂଚନା ଦେଉଥିଲେ। ଏହାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବା ସିପିଆଇର ମହାସଚିବ ଡି. ରାଜା ଅଧିକ ସ୍ପଷ୍ଟ କରିଦେଇଛନ୍ତି। ଓଡ଼ିଶାରେ ମହାମେଣ୍ଟ ହେବ ସହିତ ଏହି ମେଣ୍ଟରେ କଂଗ୍ରେସ ସବୁଠାରୁ ବଡ଼ ଅଂଶୀଦାର ହେବ ବୋଲି ରାଜା ଗତକାଲି କହିଛନ୍ତି। ଏଥିରେ ସିପିଆଇ, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ବା ଜେଏମଏମା ସାମିଲ … Continue reading ମହାମେଣ୍ଟ: ବିଗାଡ଼ିବ ଭୋଟ ଗଣିତ