ଚାଷୀଙ୍କୁ ଡେବିଟ୍‍ କାର୍ଡ

ଚାଷୀଙ୍କୁ ଏଟିଏମ୍‍ ସୁବିଧା ଯୋଗାଇବା ଲାଗି ଆସନ୍ତା ମାସକ ମଧ୍ୟରେ ୨୧ଲକ୍ଷ ୪୦ହଜାର ରୂପେ ଡେବିଟ୍‍ କାର୍ଡ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ନିକଟରେ କିଷାନ କ୍ରେଡିଟ୍‍ କାର୍ଡ (କେସିସି) ନେଇ ରାଜ୍ୟ କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ ସମୀକ୍ଷା କରଛନ୍ତି । ଯେଉଁସବୁ ବ୍ୟାଙ୍କ୍‍ଶାଖାରେ ଚାଷୀମାନଙ୍କର ଆକାଉଣ୍ଟ ରହିଛି ସେଠାରେ ତୁରନ୍ତ ସେମାନଙ୍କୁ କେସିସି କାର୍ଡ ଦେବାପାଇଁ ଶ୍ରୀ ଧଳ କହିଛନ୍ତି । ଯେଉଁଠାରେ କୃଷକ ମାନଙ୍କର ବ୍ୟାଙ୍କ୍‍ ଆକାଉଣ୍ଟ … Continue reading ଚାଷୀଙ୍କୁ ଡେବିଟ୍‍ କାର୍ଡ