ବିଜେପିରେ ଯୋଗ ଦେଲେ ଡା. ଦାମୋଦର ରାଉତ

ନୂଆଦିଲ୍ଲୀ,(ଓଟି): ବିଧିବଦ୍ଧଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିରୁ ବିତାଡ଼ିତ ନେତା ଡା. ଦାମୋଦର ରାଉତ ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ଏହାସହ ଓଡ଼ିଶା ଓ ବିଜେପି ପାଇଁ ଭଲ ଦିନ ଆସିଲା ବୋଲି କହିଛନ୍ତି। ଡା. ରାଉତଙ୍କୁ ଜଣେ ସମ୍ବେଦନଶୀଳ ନେତା ବୋଲି କହିଛନ୍ତି ଶ୍ରୀ ପ୍ରଧାନ। ତାଙ୍କର ବିଜେପିରେ ଯୋଗ ଦେବା ନଦେବା ନେଇ ଅନେକ କଳ୍ପନା ଜଳ୍ପନା ଲାଗିଥିଲା। ଏପରିକି ତାଙ୍କୁ … Continue reading ବିଜେପିରେ ଯୋଗ ଦେଲେ ଡା. ଦାମୋଦର ରାଉତ