୧୯ରୁ ସବୁ କର୍ମଚାରୀ ଅଫିସ ଆସିବେ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ମେ’୧୯ ତାରିଖରୁ ସବୁ ସରକାରୀ କର୍ମଚାରୀଙ୍କୁ ଅଫିସ ଆସିବା ଲାଗି ଅଦେଶ ଦେଇଛନ୍ତି ସରକାର। ସମସ୍ତ ବିଭାଗୀୟ ଏବଂ ସବଅର୍ଡିନେଟ୍ ଷ୍ଟାଫ୍ଙ୍କୁ ଏଥିରେ ସାମିଲ୍ କରାଯାଇଛି। କିନ୍ତୁ ଅଫିସରେ ସୋଶାଲ୍ ଡିଷ୍ଟାନ୍ସିଂ ବଜାୟ ରଖି କାର୍ଯ୍ୟ କରିବା … Read More