ଲକଡାଉନ୍ ୪.୦ ସମ୍ପୂର୍ଣ୍ଣ ଭିନ୍ନ ହେବ

କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଚତୁର୍ଥ ଥର ପାଇଁ ଦେଶକୁ ମେ ୧୨ରେ ଉଦ୍‌ବୋଧନ ଦେଇଥିଲେ । ବର୍ତ୍ତମାନ ସମସ୍ତଙ୍କୁ ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ ପ୍ରଗତିର ମଧ୍ୟ ଯତ୍ନ ନେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ … Read More

#Corona Update: ୮୫ ବର୍ଷୀୟ ମହିଳାଙ୍କ ସହ ଓଡ଼ିଶାରେ ସୁସ୍ଥ ହେଲେ ୨୭

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଜଣେ ୮୫ ବର୍ଷୀୟ ମହିଳା ଆଜି କରୋନା ଭୁତାଣୁକୁ ମାତ୍‌ ଦେଇଛନ୍ତି। ସମ୍‌  କୋଭିଡ୍‌ ହସ୍‌ପିଟାଲ୍‌ରେ ଏହି ମହିଳାଜଣକ ଚିକିତ୍ସିତ ହେଉଥିଲେ। ୧୨ ଦିନ ଡାକ୍ତରମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରହିବା ପରେ ସେ ଭୁତାଣୁମୁକ୍ତ ହୋଇଛନ୍ତି। ତାଙ୍କୁ … Read More

ରାଜ୍ୟରେ କରୋନା ବୃଦ୍ଧି ରେକର୍ଡ଼: ଦିନକରେ ୧୦୧ ରୋଗୀ, ସୁସ୍ଥ ହେଲେ ୩୧

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‍): ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ସର୍ବାଧିକ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏହି ସଂଖ୍ୟା ୧୦୧ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୯ ହୋଇଛି । … Read More

ସକାଳ ୧୦ଟାରେ ନୂଆଦିଲ୍ଲୀକୁ ଏସି ଟ୍ରେନ୍‌, ‘ଆରୋଗ୍ୟ ସେତୁ’ ବାଧ୍ୟତାମୂଳକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମାର୍ଚ ୨୨ ତାରିଖରୁ ବନ୍ଦ ଥିବା ଭାରତୀୟ ରେଳ ମଙ୍ଗଳବାରଠାରୁ ସୀମିତ ଯାତ୍ରୀବାହୀ ସେବା ଆରମ୍ଭ କରିଛି।  ବୁଧବାର ସକାଳ ୧୦ଟାରେ  ଭୁବନେଶ୍ଵରରୁ ଏହାର ପ୍ରଥମ ଟ୍ରେନ୍‌ ଯାତ୍ରା କରିବ। ଏହା ନୂଆଦିଲ୍ଲୀ ଅଭିମୁଖେ ଯିବ ଏବଂ … Read More

ସମ୍‌ ଓ ଆମ୍ରିରେ ହେବ କରୋନା ଟେଷ୍ଟିଂ, ଆଇସିଏମ୍‌ଆର୍‌ ଅନୁମୋଦନ ଲାଭ

ଭୁବନେଶ୍ୱର,  (ଓଡ଼ିଶା ଟାଇମ୍‌) : ଏଣିକି ସମ୍‌ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌  ହୋଇପାରିବ କରୋନା ଭୁତାଣୁ  ସଂକ୍ରମଣ ପରୀକ୍ଷା।   ରାଜ୍ୟର ପ୍ରଥମ ଘରୋଇ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ ଭାବେ ଏହି ମେଡିକାଲ୍‌ କଲେଜ ଲ୍ୟାବୋରେଟୋରୀକୁ ଭାରତର ଭେଷଜ ଗବେଷଣା … Read More

ସରିବ ନାହିଁ ଲକ୍‌ଡାଉନ୍‌ କଟକଣା, ଖୁବ୍‌ ଶୀଘ୍ର #Lockdown4

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଲକ୍‌ଡାଉନ୍‌ କଟକଣା ହଟିବ ନାହିଁ। ତେବେ ଏହି କଟକଣା କେମିତି ହେବ ଏବଂ କେଉଁ ପ୍ରକାରେ ତାହା ପାଳନ କରାଯିବ ତାହା ୧୭ ତାରିଖ ପୂର୍ବରୁ ସୂଚନା ଦିଆଯିବ ବୋଲି … Read More

ଲୋକାଲ୍‌ ପାଇଁ ଭୋକାଲ୍‌ ହେବାକୁ ହେବ: ମୋଦି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ସ୍ଥାନୀୟ ପ୍ରସ୍ତୁତି, ବଜାର ଏବଂ ଯୋଗାଣ ଶୃଙ୍ଖଳ ବାବଦରେ ଏହି କରୋନା ଆମକୁ ଶିଖାଇଛି। ସଙ୍କଟ ସମୟରେ ସ୍ଥାନୀୟ ବଜାର ଓ ପ୍ରସ୍ତୁତି ହିଁ ଆମ ଚାହିଦା ପୂରଣ କରିଛି ଆମକୁ ବଞ୍ଚାଇଛି ବୋଲି ଶ୍ରୀ ମୋଦି … Read More

‘ଆତ୍ମ ନିର୍ଭରଶୀଳ ଭାରତ’ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପ୍ରଧାନମନ୍ତ୍ରୀ ମୋଦି ଆଜି  ସ୍ଵତନ୍ତ୍ର ଅର୍ଥନୀତିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହା ଆତ୍ମ ନିର୍ଭରଶୀଳ ଭାରତ ଅଭିଯାନ ପାଇଁ ଅତ୍ୟନ୍ତ ଗୁରୁତ୍ଵପୁଣ୍ଣ ରହିବ। ନିକଟରେ କରୋନା ସଙ୍କଟକୁ ମୁକାବିଲା କରିବା ପାଇଁ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା। … Read More

ଚୀନ୍‌ର ଏଫଡିଆଇକୁ ଅବରୋଧ ପରେ ଭାରତୀୟ ବଜାରରେ ଚୀନ୍‌ ପୁଞ୍ଜି ନିବେଶକୁ ଭାରତ ରୋକିବ

 ଗତ ମାସରେ, ଯେତେବେଳେ ଚୀନ୍‌ର ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ପିପୁଲ୍ସ ବ୍ୟାଙ୍କ ଅଫ୍ ଚୀନ୍‌ କିମ୍ବା ପିବିସି ଏଚଡିଏଫସି ବ୍ୟାଙ୍କ ଅଫ୍ ଇଣ୍ଡିଆର ପ୍ରାୟ ୧ ପ୍ରତିଶତ ଅଂଶଧନ କିଣିଥିଲେ, ସେତେବେଳେ ଭାରତ ସରକାର ଦେଶର ଏଫଡିଆଇ ନିୟମକୁ ବଦଳାଇ ଦେଇଥିଲେ ଏବଂ … Read More

କରୋନା ପରେ ଏହି ରାଜ୍ୟଗୁଡ଼ିକର ଚିତ୍ର ପରିବର୍ତ୍ତନ ହେବ

ୟୁପିରୁ କର୍ଣ୍ଣାଟକ ପର୍ଯ୍ୟନ୍ତ – ଶ୍ରମ ଏବଂ ଜମି ସଂସ୍କାର ସହିତ ଚୀନ୍‌ରୁ ଆସୁଥିବା କମ୍ପାନୀଗୁଡ଼ିକୁ ଧରିବା ପାଇଁ ପ୍ରସ୍ତୁତି । ସାରା ବିଶ୍ୱରେ କମ୍ପାନୀଗୁଡିକ ଚୀନରୁ ବାହାରକୁ ଯାଉଥିବାବେଳେ ଭାରତରେ ବିଜେପି ଶାସିତ ରାଜ୍ୟ ସରକାରମାନେ ସେମାନଙ୍କୁ ସ୍ୱାଗତ କରୁଛନ୍ତି … Read More