କଂଗ୍ରେସର ଜିଲ୍ଲା ସଭାପତି ନିଯୁକ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : କଂଗ୍ରେସ ରବିବାର ୩୩ ଜଣ ସାଂଗଠନିକ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦେଇଛି। ଗଞ୍ଜାମରୁ ରମେଶ ଜେନା, ଖୋର୍ଦ୍ଧାରୁ ସୁରେଶ କୁମାର ରାଉତରାୟ, ରାଉରକେଲାରୁ ଜର୍ଜ ତିର୍କୀ। ଢେଙ୍କାନାଳରୁ ସରୋଜ ପଟ୍ଟନାୟକ, ଭୁବନେଶ୍ୱରରୁ ବିଶ୍ୱଜିତ ଦାସଙ୍କୁ ଦେଇଛି।

ଗଞ୍ଜାମ ଜିଲାରୁ ରମେଶ ଚନ୍ଦ୍ର ଜେନା, ଗଜପତିରୁ ଦାସରଥି ଗମାଙ୍ଗ, ଜଗତସିଂହପୁରରୁ ନଟବର ବାରିକ, ଯାଜପୁରରୁ ମନୋଜ କୁମାର ରାଉତ, ଝାରସୁଗୁଡାରୁ ଭରତ ଆଭାସ୍ତି, ଅନୁଗୁଳରୁ ବିପ୍ଲବ ଜେନା, ବଲାଙ୍ଗୀରିରୁ ଦିଲ୍ଲୀପ କୁମାର ବେହେରା, ବାଲେଶ୍ବର ସଞ୍ଜୀବ ଗିରି, ଭଦ୍ରକରୁ ସୁବ୍ରତ ଦାସ, ବୌଦ୍ଧରୁ ନବକିଶୋର ମିଶ୍ର, କଟକରୁ ମାନସ ଚୌଧୁରୀ, କଟକ ସହରରୁ ଗିରିବାଳା ବେହେରା, ଦେବଗଡ ଜିଲାରୁ ଉମା ଶଙ୍କର ସାହୁ,କନ୍ଧମାଳରୁ ଅନାମ ନାୟକ, କେନ୍ଦୁଝରରୁ ବିପ୍ଲବ ମିଶ୍ର, କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତି, କୋରାପୁଟରୁ ମିନାକ୍ଷୀ ବାହିନୀପତି, ମୟୁରଭଞ୍ଜରୁ ହେମନ୍ତ ଦାସ, ମାଲକାନଗିରିରୁ ଗୋବିନ୍ଦ ପାତ୍ର, ନୟାଗଡରୁ  ରଞ୍ଜିତ ଦାସ, ନୂଆପଡ଼ାରୁ ଘାସିରାମ ମାଝି, ପୁରୀରୁ ଅଜିତ ମଙ୍ଗରାଜ, ରାୟଗଡାରୁ ଦୁର୍ଗା ପ୍ରସାଦ ପଣ୍ଡା, ସମ୍ବଲପୁରରୁ ଗୌରୀଶ୍ୟାମ ପାଣ୍ଡା, ସୁନ୍ଦରଗଡରୁ ବେଣୁ ମାଧବ ତ୍ରିପାଠୀ ଓ କଳାହାଣ୍ଡିରୁ ଭରତ ଭୂଷଣ ବେମାଲଙ୍କୁ ମିଳିଲା ସାଂଗଠନିକ ଦାୟିତ୍ୱ ମିଳିଛି।

Leave a Reply

Your email address will not be published.