କଂଗ୍ରେସର ପ୍ରାର୍ଥୀ ଚୟନ: ଆଶାୟୀ ଅଧିକ ଆଶା କମ୍‌

ଭୁବନେଶ୍ଵର, (ଓଟି): ବିଧାନସଭା ଓ ଲୋକସଭା ନିର୍ବାଚନରେ କିଏ ପ୍ରାର୍ଥୀ ହେବେ ସେ ନେଇ ଶକ୍ତି ପରୀକ୍ଷଣରେ ଲାଗି ପଡ଼ିଛନ୍ତି ରାଜ୍ୟ କଂଗ୍ରେସର ସ୍କ୍ରିନିଂ କମିଟି। ଏହିକ୍ରମରେ ଗୁରୁବାରଦିନ ପୁରୀ ଓ ଜଗତସିଂହପୁର ଲୋକସଭା ମଣ୍ଡଳୀ ଏବଂ ଏଥି ଅନ୍ତର୍ଗତ ୧୪ଟି ନିର୍ବାଚନ ମଣ୍ଡଳୀ ପାଇଁ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଛି। ନିଷ୍କର୍ଷ ଯାହା ବାହାରିଛି ତାହା ହେଲା ପୁଳା ପୁଳା ନାଁ। ଏଥିରେ ବିଜୟ ଆଶା କିନ୍ତୁ ଅନେକ କ୍ଷୀଣ ରହିଛି। ଏଣୁ ଏ ଦାବିଦାରଙ୍କ … Continue reading କଂଗ୍ରେସର ପ୍ରାର୍ଥୀ ଚୟନ: ଆଶାୟୀ ଅଧିକ ଆଶା କମ୍‌