ଧାମନଗର ଉପନିର୍ବାଚନ: ରବିବାର ଫଳ ହେଲେ ଛାତିଏ ଛନକା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‍): ନିର୍ବାଚନ ସରିଛି ହେଲେ ଛନକା ଯାଇନି । ଖୋଦ୍‍ ବିଜେଡିର ଗଡ଼ପତି ତଥା ଅନୁଶୀଳନକାରୀମାନେ ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ସେମାନଙ୍କ ମନରେ ଆଶଙ୍କା ଯେ, ରବିବାର ଫଳାଫଳ ପାର୍ଟିକୁ ନିରାଶ କରିପାରେ! କାରଣ ବୁଥ ଫେରନ୍ତା … Read More

ସୁନୀଲ ବଂଶଲ ଓଡ଼ିଶା ବିଜେପିର ନୂଆ ପ୍ରଭାରୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଉତ୍ତରପ୍ରଦେଶର ବିଜେପି ସଂଗଠନ ମହାମନ୍ତ୍ରୀ ସୁନୀଲ ବଂଶଲଙ୍କ ରାଷ୍ଟ୍ରୀୟ ମହାମନ୍ତ୍ରୀ ନିଯୁକ୍ତ କରାଯିବା ସହ ଓଡ଼ିଶା ଦାୟିତ୍ୱ ପ୍ରଦାନ କରାଯାଇଛି।  ଖାଲି ସେତିକି ନୁହେଁ, ସେ ପଶ୍ଚିମବଙ୍ଗ ଏବଂ ତେଲଙ୍ଗାନା ଭଳି ରାଜ୍ୟର ସାଂଗଠନିକ ପ୍ରଭାରୀ ହେବା … Read More

ନିତି ଆୟୋଗ ବୈଠକ: ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ‘ଆୟୋଗ ହୁଅନ୍ତୁ ଓମ୍ବୁଡ୍ସମ୍ୟାନ’

ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ନିତି ଆୟୋଗଙ୍କ ସପ୍ତମ ଗଭର୍ଣ୍ଣିଂ କାଉନ୍ସିଲ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍ ମହାମାରୀର ସଫଳ ପରିଚାଳନା, କମନ୍ୱେଲଥ ଗେମ୍ସରେ ଖେଳାଳିଙ୍କ ସଫଳତା, ମୁଖ୍ୟମନ୍ତ୍ରୀ ଥିବା ସମୟରେ ଐତିହ୍ୟ ସୁରକ୍ଷା ଲାଗି … Read More

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନୂତନ କଲେଜ ସ୍ୱାମୀ ବିବେକାନନ୍ଦ, ସର୍ଦ୍ଦାର ପଟେଲ, ସୁଷମା ସ୍ୱରାଜ ଏବଂ ସାବରକରଙ୍କ ନାମରେ ନାମିତ ହେବ

ଅଗଷ୍ଟରେ ଅନୁଷ୍ଠିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କାର୍ଯ୍ୟନିର୍ବାହୀ ପରିଷଦର ବୈଠକରେ ସୁଷମା ସ୍ୱରାଜ, ସ୍ୱାମୀ ବିବେକାନନ୍ଦ, ଭିଡି ସାବରକର ଏବଂ ସର୍ଦ୍ଦାର ପଟେଲଙ୍କ ନାମରେ ନୂତନ କଲେଜର ନାମକରଣ କରାଯାଇଥିଲା । ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନାମ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ … Read More

‘୪୦ବର୍ଷ ପର୍ଯ୍ୟନ୍ତ ବିଜେପି ଶକ୍ତିଶାଳୀ ହେବ, ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଶକ୍ତି ଅନୁମାନ କରିବାରେ ଅସମର୍ଥ’: ପ୍ରଶାନ୍ତ କିଶୋର

“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଲୋକମାନେ ରାଗିଛନ୍ତି ଏବଂ ତାଙ୍କୁ କ୍ଷମତାରୁ ବାହାର କରିଦେବେ ବୋଲି ଭ୍ରମରେ ପଡ଼ନ୍ତୁ ନାହିଁ । ଲୋକମାନେ ହୁଏତ ମୋଦୀଙ୍କୁ କ୍ଷମତାରୁ ହଟାଇ ପାରନ୍ତି, କିନ୍ତୁ ବିଜେପି ବର୍ତ୍ତମାନ କୌଣସ କ୍ଷମତା ରାଜନୀତିରୁ ହଟୁନାହିଁ ।”    … Read More

ଶାହବାନୋ ମାମଲା: ୧୯୮୬ରେ ରାଜୀବ ଗାନ୍ଧୀ କଂଗ୍ରେସର ପତନ ଏବଂ ବିଜେପିର ଉତ୍ଥାନପାଇଁ ପଟ୍ଟକଥା ଲେଖିଥିଲେ !

ଭୁବନେଶ୍ୱର : ଅତୀତର ଭୁଲ ଏବେ କଂଗ୍ରେସକୁ ମହଙ୍ଗା ପଡ଼ୁଛି । ଭୁଲ ଯେତେ ବଡ଼ ହେବ, କ୍ଷତି ମଧ୍ୟ ସେତିକି ବଡ଼ ହେବ । ଯଦି ଦୁର୍ବଳମାନେ ଭୁଲ କରନ୍ତି, ଏହା ହୁଏତ ମହଙ୍ଗା ହୋଇନପାରେ, କିନ୍ତୁ ଯେତେବେଳେ ଶକ୍ତିଶାଳୀମାନେ … Read More

ଯଦି ଯିବାରେ ଅଛି ଯାଅ, ନହେଲେ ରୁହ; ଦି’ ପ୍ରକାର କଥା କହି ଦଳକୁ ବଦ୍‌ନାମ କରନି: ପ୍ରଦୀପ ମାଝିଙ୍କୁ କଟାକ୍ଷ କଲେ ସୁର ରାଉତରାୟ

ଭୁବୋନଶ୍ଵର, (ଓଡ଼ିଶା ଟାଇମ୍‌): ପୂର୍ବତନ ସାଂସଦ  ପ୍ରଦୀପ ମାଝିଙ୍କ ଉପରେ ଖପ୍ପା ହୋଇଛନ୍ତି ବରିଷ୍ଠ କଂଗେ୍ରସ ନେତା ସୁର ରାଉତରାୟ। କହିଛନ୍ତି ପ୍ରଦୀପ ଦଳକୁ ବଦ୍‌ନାମ କରୁଛନ୍ତି।  ସେ ଦଳରେ ରହିବେ କି ନା ତାହା ସ୍ଥିର କରିପାରୁ ନାହାନ୍ତି। ଓଡ଼ିଶାରେ … Read More

ପିପିଲି ଉପ ନିର୍ବାଚନ: କଡ଼ା ସୁରକ୍ଷା ଓ କଟକଣା ଭିତରେ ଭୋଟ୍‌ ଦେଉଛି ପିପିଲି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  କଡ଼ା ସୁରକ୍ଷା  ଓ କରୋନା କଟକଣା ଭିତରେ ସକାଳ ୭ଟାରୁ ପିପିଲି ବିଧାନସଭା ଆସନ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ନିର୍ଦ୍ଧାରିତ ବୁଥରେ ଶୃଙ୍‌ଖଳିତ ମତଦାନ ଚାଲିଥିବା ଦେଖିବାକୁ ମିଳିଛି। ଭୋଟ୍‌ଦାତାମାନେ ସେମାନଙ୍କ ପରିଚୟପତ୍ର ଦେଇ … Read More

୬ ମାସରେ ବଦଳିଲେ ୬ ମୁଖ୍ୟମନ୍ତ୍ରୀ: କାହିଁକି, କେମିତି ଓ କେଉଁଠି ଜାଣନ୍ତୁ ସମ୍ପୂଣ୍ଣ ରିପୋର୍ଟ

ବିଗତ ୬ ମାସ ମଧ୍ୟରେ ୫ ରାଜ୍ୟରେ ବଦଳିଲେଣି ୬ ଜଣ ମୁଖ୍ୟମନ୍ତ୍ରୀ । ଖାଲି ବିଜେପି ଶାସିତ ରାଜ୍ୟରେ ନୁହେଁ, କଂଗ୍ରେସ ବି ସମ୍ଭାବୃ୍ୟ ନିର୍ବାଚନରେ ନିଜର ସ୍ଥିତିକୁ ସୁଧାରିବା ଲାଗି ଏହି ରଣନୀତିକୁ ଆପଣାଇଛି। ତେବେ କିଏ କେଉଁଠି … Read More

ସୋନିଆଙ୍କୁ ଭେଟିବାକୁ ଯାଇଥିଲେ, ପ୍ରିୟଙ୍କାଙ୍କୁ ଭେଟିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ରବିବାର ନୂଆଦିଲ୍ଲୀରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରାଙ୍କୁ ଭେଟିଛନ୍ତି। ତେବେ ସେ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବା ଲାଗି ତାଙ୍କ ଆବାସ ଯାଇଥିଲେ। ହେଲେ ସୋନିଆଙ୍କ ଅନୁପସ୍ଥିତିରେ … Read More