ତେଜୁଛି ମହାରଥୀ ବହିଷ୍କାର ଦାବି

ଭୁବନେଶ୍ୱର,(ଓଟି): କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବହିଷ୍କାର ଦାବି କରି ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରଉ କରିବା ପାଇଁ ଯାଉଥିବା ମହିଳା କଂଗ୍ରେସ କର୍ମୀ ପୁଲିସ ମଧ୍ୟରେ ଦୀର୍ଘସମୟ ଧରି ଧସ୍ତାଧସ୍ତି ହୋଇଥିଲା। ହଜାର ହଜାର ସଂଖ୍ୟାରେ ମହିଳା … Read More

ରହସ୍ୟଘେରରେ ସେଲ୍‌ଫି ବେବୋ ନାୟିକାଙ୍କ ମୃତ୍ୟୁ

ସମ୍ବଲପୁର, (ପ୍ରଫୁଲ୍ଲ ଦାଶ): ଚର୍ଚିିତ ଆଲ୍‌ବମ୍‌ ‘ସେଲ୍‌ଫି ବେବୋ’ର ନାୟିକା ସିମରନ୍‌ ମିରିହାଙ୍କ କ୍ଷତାକ୍ତ ମୃତଦେହ ବୁର୍ଲା ମହାନଦୀ ବ୍ରିଜ୍‌ତଳୁ ଉଦ୍ଧାର କରାଯାଇଛି। ଯେଉଁ ଅବସ୍ଥାରେ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି ତାହା ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରୁଛି … Read More

ସୁରକ୍ଷାରେ ସାଲିସ ନକରନ୍ତୁ ଜନସାଧାରଣ: ବିଷ୍ଣୁପଦ ସେଠୀ, ସ୍ଵତନ୍ତ୍ର ରିଲିଫ୍‌ କମିଶନର

ଭୁବନେଶ୍ଵର, (ଓଟି): ବିଭିନ୍ନ ସମୟରେ ଜଳ ରାଶିରେ ଦୁର୍ଘଟଣା ହେଉଛି। ହୀରାକୁଦ, ଚିଲିକା ଏବଂ ଏବେ ମହାନଦୀରେ ନୌକା ଓଲଟିବା ଘଟଣା ଏସବୁରୁ ଗୋଟିଏ ଗେଟିଏ ଜ୍ବଳନ୍ତ ଉଦାହରଣ।  ଜନସାଧାରଣ ଜାଣିବା ଦରକାର ଯେ, ଯେତେବେଳେ ସେମାନେ ଡଙ୍ଗାରେ ଯାଉଛନ୍ତି  ସେତେବେଳେ … Read More

୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ୱର,(ଓଟି): ମୁଖ୍ୟନିର୍ବାଚନ ଅଧିକାରୀ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଜାନୁଆରୀ ୨୧ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ଏହା ସହିତ ଅନେକ ଗୁଡିଏ ସୂଚନା ବି ଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ … Read More

ଭାରତୀୟ ସେନାବାହୀନିର ୫୬୦ ଜଣ ସହିଦଙ୍କ ନାଁରେ ଟାଟୁ

ନୂଆଦିଲ୍ଲୀ: ଅଭିଷେକ ଗୌତମ ନାମକ ଜଣେ ୩୦ ବର୍ଷିୟ ଇଣ୍ଟରିୟର୍‌-ଡିଜାଇନର୍‌ ତାଙ୍କ ପିଠିରେ କରାଇଥିବା ୫୯୩ଟି ଟାଟୁ ମଧ୍ୟରେ ରହିଛି ଭାରତୀୟ ସେନାବାହୀନିର ୫୬୦ ଜଣ ସହିଦଙ୍କ ନାମ। ସେ କାର୍‌ଗିଲ୍‌ ଯୁଦ୍ଧ ସହିଦ ହୁଅନ୍ତୁ କି, ନିକଟ ଅତୀତର ହୁଅନ୍ତୁ, ସମସ୍ତଙ୍କ … Read More

ଏବେ ରେଳଫାଟକ ବନ୍ଦ ହେବ ଆପେଆପେ

ଭୁବନେଶ୍ଵର, (ଓଟି): ରେଳ ଓ ସଡକ ଯାତ୍ରୀମାନଙ୍କ ସୁରକ୍ଷା ସହ ସୁବିଧାଜନକ ଭାବେ ରେଳ ଓ ସଡକ ପରିବହନ ପାଇଁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଷ୍ଟେସନ ମଧ୍ୟବର୍ତ୍ତୀ ଅଂଚଳରେ ଜଗୁଆଳିଥିବା ରେଳବାଇ ଫାଟକଗୁଡିକୁ ସାଙ୍କେତିକ ପ୍ରଣାଳୀସହ ଯୋଡିବାକୁ ପଦକ୍ଷେପ … Read More

କୃଷିଋଣ ଛାଡ଼ ବେନାହିଁ : ଅର୍ଥମନ୍ତ୍ରୀ

ଭୁବନେଶ୍ୱର,(ଓଟି): ଓଡ଼ିଶାର ଚାଷୀମାନଙ୍କର କୃଷି ଋଣ ଛାଡ଼ କରାଯିବନାହିଁ। ଏଭଳି ରୋକଠୋକ ନିଷ୍ପତ୍ତି ଶୁଣାଇଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା। କାଳିଆ ଯୋଜନା ପରେ ଏହି ପ୍ରସ୍ତାବ ସମ୍ପୂର୍ଣ୍ଣ ମଉଳି ଯାଇଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି। କାଳିଆ … Read More

କଂଗ୍ରେସ ମୁହାଁ ବିଜୟ !

ଭୁବନେଶ୍ୱର,(ଓଟି): ନୂଆବର୍ଷରେ ନୂଆ ନିଷ୍ପତ୍ତି ନେବେ ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜେପିରୁ ଇସ୍ତଫା ଦେବା ପରେ ତାଙ୍କର ରାଜନୈତିକ ଭବିଷ୍ୟତକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଥିବା ବେଳେ ଆଜି ତାଙ୍କ ବାସଭବନରେ ଏକ ବିଚିତ୍ର ଦୃଶ୍ୟ … Read More

ସହଯୋଗୀଙ୍କ ଦାବିକୁ ନେଇ ଚିନ୍ତାରେ ରାହୁଲ

ଭୁବନେଶ୍ୱର,(ଓଟି): କର୍ଣ୍ଣାଟକରେ ଜେଡ଼ିଏସ ସହିତ ମେଣ୍ଟ ସରକାର ହେବା ପରଠାରୁ ଅସ୍ଥିରତା ଲାଗିରହିଛି। ସରକାର କେତେବେଳ ଭାଙ୍ଗିବ କହିହେଉନଥିଲାବେଳେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ଲୋକସଭା ସିଟ ଭାଗବଣ୍ଟା କଂଗ୍ରେସ ଓ ଜେଡିଏସ ମଧ୍ୟରେ ବିବାଦ ଦେଖାଦେଲାଣି। ଲୋକସଭା ନିର୍ବାଚନରେ … Read More

ଅଜ୍ଞତା ନା ଅବମାନନା : ଗୋପବନ୍ଧୁଙ୍କ ସ୍ଥାନରେ ରାଧାନାଥ

ଭୁବନେଶ୍ୱର,(ଓଟି): ଓଡିଆ ସାହିତ୍ୟ ଓ ବରପୂତ୍ରମାନଙ୍କୁ ଅବମାନନା। ଏହି ଅବମାନନା କରିଛି ବାଣିଜ୍ୟ ଓ ପରିବହନ ବିଭାଗ।  … ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଜୀଏଁ ନର, କର୍ମ ଏକା ତାର ଜୀବନର ମାନଦଣ୍ଡ … Read More