କୃଷିଋଣ ଛାଡ଼ ବେନାହିଁ : ଅର୍ଥମନ୍ତ୍ରୀ

ଭୁବନେଶ୍ୱର,(ଓଟି): ଓଡ଼ିଶାର ଚାଷୀମାନଙ୍କର କୃଷି ଋଣ ଛାଡ଼ କରାଯିବନାହିଁ। ଏଭଳି ରୋକଠୋକ ନିଷ୍ପତ୍ତି ଶୁଣାଇଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା। କାଳିଆ ଯୋଜନା ପରେ ଏହି ପ୍ରସ୍ତାବ ସମ୍ପୂର୍ଣ୍ଣ ମଉଳି ଯାଇଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି। କାଳିଆ … Read More

କଂଗ୍ରେସ ମୁହାଁ ବିଜୟ !

ଭୁବନେଶ୍ୱର,(ଓଟି): ନୂଆବର୍ଷରେ ନୂଆ ନିଷ୍ପତ୍ତି ନେବେ ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜେପିରୁ ଇସ୍ତଫା ଦେବା ପରେ ତାଙ୍କର ରାଜନୈତିକ ଭବିଷ୍ୟତକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଥିବା ବେଳେ ଆଜି ତାଙ୍କ ବାସଭବନରେ ଏକ ବିଚିତ୍ର ଦୃଶ୍ୟ … Read More

ସହଯୋଗୀଙ୍କ ଦାବିକୁ ନେଇ ଚିନ୍ତାରେ ରାହୁଲ

ଭୁବନେଶ୍ୱର,(ଓଟି): କର୍ଣ୍ଣାଟକରେ ଜେଡ଼ିଏସ ସହିତ ମେଣ୍ଟ ସରକାର ହେବା ପରଠାରୁ ଅସ୍ଥିରତା ଲାଗିରହିଛି। ସରକାର କେତେବେଳ ଭାଙ୍ଗିବ କହିହେଉନଥିଲାବେଳେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ଲୋକସଭା ସିଟ ଭାଗବଣ୍ଟା କଂଗ୍ରେସ ଓ ଜେଡିଏସ ମଧ୍ୟରେ ବିବାଦ ଦେଖାଦେଲାଣି। ଲୋକସଭା ନିର୍ବାଚନରେ … Read More

ଅଜ୍ଞତା ନା ଅବମାନନା : ଗୋପବନ୍ଧୁଙ୍କ ସ୍ଥାନରେ ରାଧାନାଥ

ଭୁବନେଶ୍ୱର,(ଓଟି): ଓଡିଆ ସାହିତ୍ୟ ଓ ବରପୂତ୍ରମାନଙ୍କୁ ଅବମାନନା। ଏହି ଅବମାନନା କରିଛି ବାଣିଜ୍ୟ ଓ ପରିବହନ ବିଭାଗ।  … ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଜୀଏଁ ନର, କର୍ମ ଏକା ତାର ଜୀବନର ମାନଦଣ୍ଡ … Read More

ଶସ୍ତା ହେବ ୨୩ ସାମଗ୍ରୀ

ଭୁବନେଶ୍ୱର,(ଓଟି): ନୂଆବର୍ଷର ନୂଆ ସକାଳ ଦେଖିଛି ସାରା ବିଶ୍ୱ। ୨୦୧୮କୁ ବିଦାୟ ଦେଇ ନୂଆବର୍ଷ ୨୦୧୯କୁ ସ୍ୱାଗତ ଜଣାଇଛନ୍ତି ସମସ୍ତେ। ଏହି ନୂଆବର୍ଷରେ ଜନସାଧାରଣଙ୍କୁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ୨୩ଟି ସାମଗ୍ରୀରୁ ସରକାର ଜିଏସ୍‌ଟି କମାଇ ଦେଇଛନ୍ତି। କିଛି ସାମଗ୍ରୀର … Read More

ଅଭିନେତା କାଦର ଖାନଙ୍କ ୮୧ ବର୍ଷ ବୟସରେ ପରଲୋକ

ଆଜି ସକାଳେ ବଲିଉଡର ଲୋକପ୍ରିୟ ଅଭିନେତା ତଥା ପ୍ରଖ୍ୟାତ ସଂଳାପ ଲେଖକ କାଦର ଖାନଙ୍କ ପରଲୋକ ଘଟିଛି ବୋଲି କହିଛନ୍ତି କାଦରଙ୍କ ପୁତ୍ର ସରଫରାଜ୍ ଖାନ୍। ସେ କହିଛନ୍ତି ଯେ ବାପାଙ୍କର ଚିକିତ୍ସା କାନାଡାରେ ଚାଲିଥିଲା। ତାଙ୍କ କଥା ଡାକ୍ତରମାନେ ଭଲଭାବେ … Read More

ଅନିଦ୍ରା ଦୂର କରିବା ପାଇଁ କିଛି ଟିପ୍ସ

ଆଜିକାଲି ଅନିଦ୍ରା ସମସ୍ୟା ସମସ୍ତଙ୍କଠାରେ ଏକ ସାଧାରଣ ରୋଗ ଭାବେ ଦେଖାଦେଇଛି । ବିଭିନ୍ନ ମାନସିକ ଚାପରୁ ସୃଷ୍ଟି ହୋଇଥାଏ ନିଦ ନହେବା ଭଳି ଗମ୍ଭୀର ସମସ୍ୟା । ଏହି ଅନିଦ୍ରା ଆଉ କିଛି ରୋଗକୁ ଡାକିଆଣେ । ତେବେ ଆସନ୍ତୁ … Read More

ଦିବ୍ୟାଙ୍ଗ ଶିଶୁ ବୈଜ୍ଞାନିକଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଓଟି) : ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଆୟୋଜକ ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଶିଶୁ ବିଜ୍ଞାନ କଂଗ୍ରେସରେ ଯୋଗ ଦେଇଥିବା ତିନି ଜଣ ଦିବ୍ୟାଙ୍ଗ ଶିଶୁ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧିତକରାଯାଇଛି । ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ … Read More

ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଉଦ୍‌ଯାପିତ

ଭୁବନେଶ୍ଵର, (ଓଟି): ସମୟର ଆହ୍ୱାନ ଓ ଆବଶ୍ୟକତା ଅନୁସାରେ ନିଜକୁ ପ୍ରସ୍ତୁ କରିବାକୁ ପଡ଼ିବ । ଗତ ଶତାବ୍ଦୀରେ ଯେତିକି ପରିବର୍ତନ ହୋଇଥିଲା, ଚଳିତ ଶତାବ୍ଦୀରେ ବୈଜ୍ଞାନିକ ପ୍ରଗତି ସହସ୍ର ଗୁଣ ହେବ । ଏହି ପରିବର୍ତନକୁ ଅଙ୍ଗୀଭୂତ କରିବାକୁ ରାଜ୍ୟପାଳ … Read More