କଳାହାଣ୍ଡିରେ ୧୧ କୋରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ସମୁଦାୟ ୧୦୬୩   

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌) : ରାଜ୍ୟରେ ଆଉ ୧୧କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧୦୬୩ ରେ ପହଁଞ୍ଚିଛି  l  ଏହି ୧୧ଜଣ ନୂଆ ଆକ୍ରାନ୍ତ କଳାହାଣ୍ଡି ଜିଲ୍ଲାରୁ ଚିହ୍ନଟ ହୋଇଥିବା … Read More

ମାଲକାନଗିରିକୁ ବ୍ୟାପିଲା କରୋନା, ରାଜ୍ୟର ୨୪ ଜିଲ୍ଲା ଆକ୍ରାନ୍ତ, ନଜର ପକାନ୍ତୁ ଜିଲ୍ଲାୱାରୀ ତାଲିକା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛ। ଗତକାଲି ଜଲେ ୭୦ ବର୍ଷୀୟ ବୃଦ୍ଧ ଶ୍ଵାସକ୍ରିୟାରେ ଅସୁବିଧା ଅନୁଭବ କରିବାରୁ ଭୁବନେଶ୍ଵର ଏମ୍ସରେ ଭର୍ତ୍ତି ହୋଇଥିଲେ। ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ। ପରେ ତାଙ୍କ ମୃତ୍ୟୁ … Read More

ରାଜ୍ୟରେ ମାହାବାତ୍ୟା ‘ଅମ୍ପନ’ର ପ୍ରଭାବ: ୧ଲକ୍ଷ ୧୬ ହଜାର ସ୍ଥାନାନ୍ତର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବଙ୍ଗୋପସାଗରରେ ସୃଷ୍ଟ ଘୂଣ୍ଣିଝଡ଼ ଅମ୍ପନ ଉତ୍ତର-ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ  ମହାବାତ୍ୟା ରୂପ ଧାରଣ କରିଛି।   ଏହାର କେନ୍ଦ୍ରସ୍ଥଳ ରାତି ସାଢ଼େ ୨ଟାରେ ପାରାଦୀପଠାରୁ ୧୮୦ କିଲୋମିଟର ଦୂରରେ ରହିଥିଲା। ଘଣ୍ଟାପ୍ରତି ୧୧ କିଲୋମିଟର ବେଗରେ ଏହା ଓଡ଼ିଶା … Read More

ବିଜେଡିକୁ ଭୁତ ଦେଇଛି ଅଢ଼େଇ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜନୀତିକ ଦଳମାନେ ଟଙ୍କା କେଉଁଠୁ ଆଣନ୍ତି? କିଏ ଦିଏ? ଏଭଳି ପ୍ରଶ୍ନ ପଚାରୁଥିବା ଲୋକଙ୍କୁ ବୋକା ବୋଲି କୁହାଯାଇପାରେ କିନ୍ତୁ ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଉଠେ। ଆଉ ତାହାର ଉତ୍ତର ପାଇବା ପାଇଁ ନିର୍ବାଚନ … Read More

ବାତ୍ୟାର ଟେର ପାଉନାହାନ୍ତି ପାଣିପାଗ ବିଜ୍ଞାନୀ, କେନ୍ଦ୍ରାପଡ଼ାରେ ହୋଇପାରେ ଲ୍ୟାଣ୍ଡଫଲ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପାରାଦୀପଠାରୁ ୯୦୦ କିଲୋମିଟର ଦୂରରେ ଥିବା ସାମୁଦ୍ରିକ ବାତ୍ୟା ଆମ୍ଫାନ୍‌ (ଉମ୍‌-ପୁନ୍) ଅଧିକ ଉଗ୍ର ହେବାରେ ଲାଗିଛି। ଏହା ବାତ୍ୟା ରୂପ ନେଇ ସାରିଲାଣି। ଅତି ସାଂଘାତିକ ବାତ୍ୟା ହେବାକୁ ଯାଉଛି।  ଆଜି ରାତିଠୁ ଏହି ବାତ୍ୟା … Read More

#Amphan ଅମ୍ପନ୍‌‌ କାହିଁକି, କେଉଁ ଏ ନାଁ ଉତ୍ପତି, ଏହାର ମାନେ କ’ଣ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମେ’ ମାସରେ ପୁଣିଏକ ବାତ୍ୟାକୁ ଓଡ଼ିଶା ସମ୍ମୁଖୀନ ହେବାକୁ ଯାଉଛି। ଏହା ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଯଥେଷ୍ଟ କ୍ଷତି କରିପାରେ। ୨୦ ତାରିଖ ଦିନ ଏହା ଭୂ-ପୃଷ୍ଠ ଛୁଇଁବ। ପବନର ଗତି ୧୭୦ରୁ ୧୮୦ କିଲୋମିଟର … Read More

ପାରାଦୀପଠୁ ୧୦୦୦ କିଲୋମିଟର ଦୂରରେ ଅମ୍ପନ‌, କାଲି ସକାଳେ ସାଂଘାତିକ ବାତ୍ୟା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବଙ୍ଗୋପ ସାଗରର ଦକ୍ଷିଣ ପୂର୍ବରେ ସୃଷ୍ଟି ହୋଇଥିବା ଘୂଣ୍ଣିଝଡ଼ କ୍ରମଶଃ ଅଧିକ ସଂଘଟିତ ହେବାରେ ଲାଗିଛି। ଉତ୍ତର ଏବଂ ଉତ୍ତର ପୂର୍ବ ଦିଗରେ ଏହା ଘଣ୍ଟା ପ୍ରତି ୬ କିଲୋମିଟର ଦୂରରେ ଗତି କରୁଛି। ସକାଳ ସାଢ଼େ  … Read More

#Corona Update: ଯାଜପୁରରେ ୧୦୦ ଟପିଲା କରୋନା ପଜିଟିଭ୍‌, ନଜର ପକାନ୍ତୁ ଜିଲ୍ଲାୱାରି ତାଲିକା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ରାଜ୍ୟର ଯାଜପୁର ଜିଲ୍ଲା ପୁଣି ଚର୍ଚାକୁ ଆସିଛି। ନିକଟରେ ପଶ୍ଚିମବଙ୍ଗ ଏବଂ ନିଜାମୁଦ୍ଦିନ ଫେରନ୍ତାଙ୍କ ସଦ୍ଵାରା କରୋନା ସଂକ୍ରମିତ ହୋଇଥିବା ଯାଜପୁର ଜିଲ୍ଲା ଏବେ ସୁରାଟ୍‌ ଫେରନ୍ତାଙ୍କ ଦ୍ଵାରା ସଂକ୍ରମଣ ହେବାରେ ଲାଗିଛି। ଏବେ ସମୁଦାୟ କରୋନା … Read More

#Corona Update: ରାଜ୍ୟରେ ୬୫ ନୂଆ ପଜିଟିଭ୍‌, ସମୁଦାୟ ସଂଖ୍ୟା ୭୩୭

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ଆଉ ୬୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ ପଜିଟିଭ୍‌ ସଂଖ୍ୟା ୭୩୭ ହୋଇଛି। ଏମାନଙ୍କ ଭିତରୁ ୧୬୬ଜଣ ସୁସ୍ଥ ହୋଇଛନ୍ତି। ୩ଜଣଙ୍କ ମୃତ୍ୟୁ ଘଟିଛି। ଏବେ ରାଜ୍ୟର ବିଭିନ୍ନ ହସ୍‌ପିଟାଲ୍‌ରେ ୫୬୭ଜଣ … Read More

ଠିକଣା ପଥରେ ରଥକାମ: ପ୍ରଥମ ପର୍ଯ୍ୟାୟ ଚକଡେରା ସମ୍ପନ୍ନ, ଶ୍ରୀମନ୍ଦିରରୁ ଆସିଲା ଆଜ୍ଞାମାଳ

ପୁରୀ, (ଓଡ଼ିଶା ଟାଇମ୍‌):  ଦ୍ରୁତ ଗତିରେ ଆଗେଇ ଚାଲିଛି ପୁରୀରେ ରଥନିର୍ମାଣ କାର୍ଯ୍ୟ। ପରମ୍ପରା ଅନୁସାରେ ଧାର୍ଯ୍ୟ ତିଥିକୁ ଆଖିରେ ରଖି ତିନିରଥର ଚକଡେରା କାର୍ଯ୍ୟ ଭଉଁରୀରେ ସମ୍ପନ୍ନ ହୋଇଛି। ଠିକଣା ସମୟରେ ରଥକାମ ଚାଲିଥିବାରୁ ପୂଜାପଣ୍ଡା ସେବାୟତମାନେ ଶ୍ରୀଜଗନ୍ନାଥ, ବଳଭଦ୍ର … Read More