ମୋଦୀଙ୍କୁ ରାବଣ କହିଲେ ସୁବ୍ରମଣିୟନ୍ ସ୍ୱାମୀ
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): କଂଗ୍ରେସ ନେତା ଦିଗ୍ବିଜୟ ସିଂହ, ମଲ୍ଲିକାର୍ଜ୍ଜୁନ ଖଡ଼୍ଗେଙ୍କ ପରେ ଖୋଦ୍ ହନ୍ଦୁତ୍ୱ ବିଚାରଧାରାର ଦୃଢ଼ ସମର୍ଥକ ସୁବ୍ରମଣିୟନ୍ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ରାବଣ’ ବୋଲି ସମ୍ବୋଧନ କରିଛନ୍ତି। ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏହିପରି ସମ୍ବୋଧନ … Read More