ତେଲେଙ୍ଗାନାରେ ଲକ୍‌ଡାଉନ୍‌ ସୀମା ବଢ଼ାଇଲେ ସରକାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରାଜ୍ୟରେ ଲାଗୁ ହୋିଥିବା ଲକ୍‌ଡାଉନ୍‌ କଟକଣାକୁ ମେ’ମାସ ୨୯ ତାରିଖ ଯାଏ ବଢ଼ାଇଛନ୍ତି।  ସାମ୍ବାଦିକମାନଙ୍କୁ ଏ ବାବଦରେ ସୂଚନା ଦେଇ ମୁଖ୍ୟମନ୍ତ୍ରର ରାଓ କହିଛନ୍ତି ସନ୍ଧ୍ୟା ୬ଟା ସୂୁଦ୍ଧା ଲୋକମାନଙ୍କୁ … Read More

ଆଜି ସ୍ନାନ ପୂଣ୍ଣମୀ, ଜୁନ ୫ ତାରିଖ ରାଶିଫଳ

ମେଷ କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରି ଆତ୍ମତୃପ୍ତି ଲାଭ କରିବେ । ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ । କାହାପାଇଁ କେମିତି? ୧- … Read More

ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧୬୯

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌): କମୁନି ସଂକ୍ରମଣ। ବଢୁଛି ଚିନ୍ତା। ମହାମାରୀ କରୋନା ସମସ୍ୟା ବଢ଼ାଇବାରେ ଲାଗିଛି। ଏଥିପାଇଁ ଆମ ଦେଶ ସମେତ ରାଜ୍ୟ ମଧ୍ୟ ଅହରହ ଯୁଦ୍ଧ କରୁଛି। କିନ୍ତୁ ଏହାରି ମଧ୍ୟରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୯ରେ ପହଞ୍ଚି … Read More

#IndiaFightsWithCorona: ଆଶା ସଞ୍ଚାର କଲା ୟୁଭି ବ୍ଲାଷ୍ଟର୍

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ସହ ଲଢୁଛି ସାରା ବିଶ୍ଵ। ଆମ ଦେଶ ମଧ୍ୟ କରୋନାକୁ ହରାଇବା ପାଇଁ ଯୁଦ୍ଧ ଜାରି ରଖିଛି। ଏହିକ୍ରମରେ ଭାରତର ପ୍ରତିରକ୍ଷା ଗବେଷଣା ସଂସ୍ଥା(DRDO) ଏକ ସ୍ଵତନ୍ତ୍ର ଉପକରଣ ପ୍ରସ୍ତୁତ କରିଛି। ୟୁଭି ବ୍ଲାଷ୍ଟର ନାମକ … Read More

ମଙ୍ଗଳବାରଠୁ ପୁରୀରେ ଆରମ୍ଭ ହେବ ରଥ ନିର୍ମାଣ

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ଭୟ ଭିତରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥାଯାତ୍ରା ପାଇଁ ଉଦ୍ୟମ ଚାଲିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାରଠାରୁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସୋମବାର ଅପରାହ୍ଣରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। … Read More

ସିଭିଲ୍‌ ସର୍ଭିସ୍‌ ପ୍ରିଲିମାନାରୀ ଏକ୍‌ଜାମ୍‌ ସ୍ଥଗିତ

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): କରୋନା ମହାମାରୀ ସଂକ୍ରମଣର ବ୍ୟାପକତାକୁ ଦୃଷ୍ଟିରେ ରଖି ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ୍‌ କମିସନ୍‌ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୩୧ ତାରିଖରେ ହେବାକୁ ଥିବା ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ଏକ୍‌ଜାମକୁ ସ୍ଥଗିତ ରଖାଯାଇଥିବା କମିସନ ପକ୍ଷରୁ ଘୋଷଣା କରାଯାଇଛି। … Read More

ଦେଶରେ କରୋନାରୁ ସୁସ୍ଥତା ହାର ୨୭%

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ସଂକ୍ରମଣ ଦେଶରେ ଥମିବାର ନାଁ ଧରୁନି। ୨୪ଘଣ୍ଟା ମଧ୍ୟରେ ଦେଶରେ ୨୫୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ମାରାତ୍ମକ ଭୂତାଣୁ କବଳରୁ ସୁସ୍ଥତା ହାର ୨୭%ରୁ ଅଧିକ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ … Read More

ଗ୍ରୀନ୍ ଜୋନ୍‌ରେ ୧୨ ଘଣ୍ଟିଆ କର୍ଫ୍ୟୁ

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ଜିଲ୍ଲା ରହିଛି ଗ୍ରୀନ୍‌ ଜୋନ୍‌ ଭିତରେ। କିନ୍ତୁ ଜାରି ହୋଇଛି ୧୨ ଘଣ୍ଟିଆ କର୍ଫ୍ୟୁ। ସ୍ଥିତିକୁ ଅୁନଧ୍ୟାନ କରିବା ସହ ସତର୍କତାମୂଳକ ପଦକ୍ଷେପ ଭାବେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଫଳରେ ଦୁଇ … Read More

ରେଡ୍‌ ଜୋନ୍‌ରେ ରାଜଧାନୀ, କମିଲା ରାଜ୍ୟର ଗ୍ରୀନ୍‌ ଅଞ୍ଚଳ

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ପୂର୍ବରୁ ରାଜ୍ୟରେ ୩ଟି ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଥିବାବେଳେ ସମ୍ପ୍ରତି ଏଥିରେ ରାଜଧାନୀ ଅନ୍ତର୍ଭୁକ୍ତ ହୋଇଛି। ଭୁବନେଶ୍ଵର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳ ରେଡ୍‌ ଜୋନ୍‌ ଭିତରକୁ ଆସିଯାଇଛି। କେନ୍ଦ୍ରର ତାଲିକାରେ ରାଜ୍ୟ ସରକାର ଆଜି ପରିବର୍ତ୍ତିତ ସୂଚନା … Read More

‘ବେଙ୍ଗାଲୁରୁ ପାଇଁ ଓଡ଼ିଆଙ୍କ ରହିଛି ଯଥେଷ୍ଟ ଅବଦାନ’

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ବେଙ୍ଗାଲୁରୁ ପାଇଁ ଓଡ଼ିଆମାନଙ୍କ ଅବଦାନ ଯଥେଷ୍ଟ ରହିଛି। ତେଣୁ ସେମାନଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ଏଠାରେ ଶିଳ୍ପାନୁଷ୍ଠାନଗୁଡ଼ିକ କାମ ଆରମ୍ଭ କଲେଣି। ତେଣୁ ଓଡ଼ିଆ ଶ୍ରମଜୀବୀମାନେ ଭୟଭୀତ ନ ହୋଇ ଧୈର୍ଯ୍ୟ ଧରନ୍ତୁ। ବେଙ୍ଗାଲୁରୁରେ … Read More