ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧୬୯
ଭୁବନେଶ୍ୱର(ଓଡ଼ିଶା ଟାଇମ୍): କମୁନି ସଂକ୍ରମଣ। ବଢୁଛି ଚିନ୍ତା। ମହାମାରୀ କରୋନା ସମସ୍ୟା ବଢ଼ାଇବାରେ ଲାଗିଛି। ଏଥିପାଇଁ ଆମ ଦେଶ ସମେତ ରାଜ୍ୟ ମଧ୍ୟ ଅହରହ ଯୁଦ୍ଧ କରୁଛି। କିନ୍ତୁ ଏହାରି ମଧ୍ୟରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୯ରେ ପହଞ୍ଚି … Read More