ଏଇଠି ବହୁପତ୍ନିକ ହେବା ସମ୍ମାନ ଆଣେ

ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲ୍ଲା ଅନ୍ତର୍ଗତ ଫତେପୁର ଗାଁ। ଏଠାରେ ପ୍ରାୟ ସବୁ ହିନ୍ଦୁ ପରିବାର। କିନ୍ତୁ ବିହାିତ ପୁରୁଷଙ୍କ କ୍ଷେତ୍ରରେ ବହୁପତ୍ନୀ ଗ୍ରହଣ କରିବାର ପରମ୍ପରା ଯଥେଷ୍ଟ ପୁରୁଣା। ଯଦିଓ ନୂଆ ପିଢ଼ି ଏହାକୁ କେବେ କେବେ ମନା କରୁଛି … Read More

ଲୋକସଭା ନିର୍ବାଚନକୁ ନେଇ ଦକ୍ଷିଣ ଭାରତର ୭ମୁଖ୍ୟମନ୍ତ୍ରୀ ଚିନ୍ତାରେ

ଦକ୍ଷିଣ ଭାରତର ରାଜ୍ୟ ଗୁଡିକର ରାଜନୀତି ସେମାନେ ପ୍ରସ୍ତୁତ କରିଥିବା ରାସ୍ତାରେ ଚାଲିଥାଏ। ଦିଲ୍ଲୀର ରାଜନୀତି ଦକ୍ଷିଣ ଭାରତର ରାଜ୍ୟମାନଙ୍କ ଉପରେ କୌଣସି ପ୍ରଭାବ ପକାଏ ନାହିଁ। କିନ୍ତୁ ଦକ୍ଷିଣ ଭାରତର ରାଜନୀତି ଦିଲ୍ଳୀ ରାଜନୀତିକୁ ପ୍ରଭାବିତ କରିଥାଏ। ବିଗତ ଦଶନ୍ଧି … Read More

ପୋଡ଼ା ତେଲରେ ଉଡ଼ିବ ଜାହାଜ

ଏଣିକି ରୋଷେଇଘରର ପୋଡ଼ା ତେଲ ଆଉ ଅଲୋଡ଼ା ହେବ ନାହିଁ କି ଆପଣଙ୍କୁ ଲୋଭରେ ଆଉଥରେ ବ୍ୟବହାର କରିବାକୁ ବାଧ୍ୟ କରାଇବ ନାହିଁ। କାରଣ ହେଉଛି ଏହି ତେଲରେ ଯାହାଜ ଉଡ଼ିପାରିବ!, ଅର୍ଥାତ୍‌ ଆପଣଙ୍କ ଉଡ଼ାଯାହାଜ ଯାତ୍ରା ଏଣିକି ରୋଷେଇଘରର ପୋଡ଼ା … Read More

ମରଣ ମୁହଁରେ ଆମ ସାହିତ୍ୟ ଓ ପରମ୍ପରାର ପ୍ରଚାରକ ସଖୀ କଣ୍ଢେଇ

ଢୋଲକର ତାଳେ ତାଳେ ରାଧାକୃଷ୍ଣଙ୍କ ଲୀଳା ସମ୍ପର୍କରେ ପ୍ରଚୀନ କବିଙ୍କ ଦ୍ୱାରା ରଚିତ ପଦ୍ୟାବଳୀ ଗାଇବା ସହ ରାଧାକୃଷ୍ଣଙ୍କ କଣ୍ଢେଇ ଦୁଇଟିକୁ ନିଜ ହାତ ପାପୁଲିରେ ଧରି ସୁନ୍ଦର ଭାବେ ନଚାନ୍ତି । ସଖୀକଣ୍ଢେଇ ଦୁଇଟିର ନିମ୍ନ ଭାଗରେ ଲାଗିଥିବା କପଡ଼ା ଭିତରେ କଳାକାର ନିଜ ପାପୁଲି ରଖି ଅଙ୍ଗୁଷ୍ଠି ମାଧ୍ୟମରେ କଣ୍ଢେଇଙ୍କର ହାତ, ମୁଣ୍ଡ ଓ ଅନ୍ୟନ୍ୟ ଅଙ୍ଗକୁ ଏତେ ସୁନ୍ଦର ଭାବେ ଚାଳିତ କରନ୍ତି ଯେ କଳାକାରଙ୍କ ଆଙ୍ଗୁଠିି ଦ୍ୱାରା କଣ୍ଢେଇ ଦୁଇଟି ନାଚୁଥିବା ଦର୍ଶକମାନେ ସହଜରେ ଜାଣିପାରନ୍ତି ନାହିଁ । ନୁହେଁକି ଆକର୍ଷଣୀୟ? ଏହା ଦୀର୍ଘଜୀବୀ ହେବା ଅନୁଚିତ କି?