‘ଆମ ମିଡିଆରେ ଚାଲିଛି କିଣା ସମ୍ବାଦ ସରବରାହ’

ଜାତୀୟ ବା ରାଜ୍ୟସ୍ତରର ସମ୍ବାଦପତ୍ର ହେଉ ବା ଟିଭି ଚ୍ୟାନେଲ୍‌ ଏ ସବୁଥିରେ ଦିଆଯାଉଥିବା ଅଧିକାଂଶ ବିଷୟକୁ ମିଛ ବା ଉଦ୍ଦେଶ୍ୟମୂଳକ ଭାବେ ତିଆରି କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ପ୍ରବାସୀ ଓଡ଼ିଆ ଇଞ୍ଜିନିୟର ଡା. ରାଜେନ୍ଦ୍ର ନାରାୟଣ ଦାସ। ଦୀର୍ଘ ବର୍ଷ ହେଲା ଜର୍ମାନୀରେ ରହି ରାଜ୍ୟର ସମ୍ବାଦପତ୍ର ଓ ସମ୍ବାଦପତ୍ର ସଂସ୍ଥାଗୁଡ଼ିକ ସହ ଓତଃପ୍ରତ ଯୋଡ଼ି ହୋଇଥିବା ଡ. ଦାସଙ୍କ ଏହି ପ୍ରତିକ୍ରିୟା ଏବେ ସୋଶାଲ୍‌ ମିଡିଆରେ ଟ୍ରେଣ୍ଡ କରୁଛି। ୩ଘଣ୍ଟା ଭିତରେ ଏହା … Continue reading ‘ଆମ ମିଡିଆରେ ଚାଲିଛି କିଣା ସମ୍ବାଦ ସରବରାହ’