ନେପାଳରେ ଓଡ଼ିଆ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୨ ମୃତ ୩ ଗୁରୁତର

ନେପାଳର କାଠମାଣ୍ଡୁ ଗସ୍ତରେ ଥିବା ୨୩ ଜଣିଆ ଓଡ଼ିଆ ପର୍ଯ୍ୟଟକ ଗୋଷ୍ଠୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦିନ ଗୋଟାଏ ବେଳେ କାଠମାଣ୍ଡୁ ନିକଟସ୍ଥ ମଙ୍ଗଳପୁରଠାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି। ମୃତ ବ୍ୟକ୍ତିମାନେ ହେଲେ ୫୨ ବର୍ଷୀୟ ବିଜୟକୁମାର ଜେନା ଓ ୫୪ ବର୍ଷୀୟ ଚରଣ ବିଶ୍ଵାଳ। ଗୁରୁତର ଭାବେ ଆହତ ହୋଇଥିବା ବ୍ୟକ୍ତିମାନେ ହେଲେ ୫୫ ବର୍ଷୀୟ … Continue reading ନେପାଳରେ ଓଡ଼ିଆ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୨ ମୃତ ୩ ଗୁରୁତର