ନିଜସ୍ୱ ସର୍ଭେରେ ବହୁମତରୁ ଦୂରରେ ବିଜେପି
ଆଗାମୀ ଲୋକସଭା ନିର୍ବାଚନରେ ଦେଶର ମତଦାତାମାନେ କାହାକୁ ଭୋଟ ଦେବେ ସେ ନେଇ ବିଜେପି ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ରିପୋର୍ଟ ବିଜେପି ନେତାଙ୍କ ଆଖିରୁ ନିଦ ହଜାଇ ଦେଇଛି। ବିଜେପିର ଭୋଟ ଦୁର୍ଗ କୁହାଯାଉଥିବା କେତେକ ରାଜ୍ୟରେ ମଧ୍ୟ ଆସନ ସଂଖ୍ୟା କମିବାର ଆଶଙ୍କା ଦେଖାଦେଇଛି। ସବୁଠାରୁ ଅଧିକ କ୍ଷତି ଉତ୍ତରପ୍ରଦେଶରେ ହେବ ବୋଲି ଏହି ସର୍ଭେରୁ ଆକଳନ କରାଯାଇଛି। ଏହି କ୍ଷତିରୁ ରକ୍ଷା ପାଇବା ସହିତ ପୁଣି ଥରେ କେନ୍ଦ୍ରରେ ସରକାର … Continue reading ନିଜସ୍ୱ ସର୍ଭେରେ ବହୁମତରୁ ଦୂରରେ ବିଜେପି
Copy and paste this URL into your WordPress site to embed
Copy and paste this code into your site to embed