ବିଜେପିକୁୁ ବିଶ୍ୱାସ ସଂକଟ

୨୦୧୯ ନିର୍ବାଚନ ତାରିଖ ଘୋଷଣା ହେବା କେବଳ ବାକି ରହିଛି। କିନ୍ତୁ ରାଜ୍ୟର ତିନିଟି ଯାକ ପ୍ରମୁଖ ରାଜନୈତିକ ଦଳ ଆଗୁଆ ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଦେଲେଣି। ନିର୍ବାଚନ ପାଇଁ ବିଜୁ ଜନତା ଦଳ, ଭାରତୀୟ ଜନତାପାର୍ଟି ଏବଂ କଂଗ୍ରେସ ପ୍ରସ୍ତୁତ। ଭୋଟ ପାଇବା ପାଇଁ ତିନିଟି ଯାକ ଦଳ ନିଜ ନିଜ ଢଙ୍ଗରେ ପ୍ରତିପକ୍ଷ ଦଳକୁ ଦୋଷାରୋପ କରି ମତଦାତାଙ୍କୁ ବୁଝାଇବା ଆରମ୍ଭ କରିେଲେଣି। ଆଗାମୀ ନିର୍ବାଚନରେ କ୍ଷମତା ହାସଲ ପାଇଁ ହୁଂକାର ଦେଉଥିବା … Continue reading ବିଜେପିକୁୁ ବିଶ୍ୱାସ ସଂକଟ