ଗଞ୍ଜାମରେ ବିଜେଡ଼ିର ବଦଳିବେ ୭ ବିଧାୟକ ପ୍ରାର୍ଥୀ

ଓଡିଶା ରାଜନୀତିରେ ଗଞ୍ଜାମ ସବୁବେଳେ ଚର୍ଚ୍ଚାରେ। କାରଣ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା। ୨୦୦୦ ମସିହା ପରଠାରୁ ଏହି ଜିଲ୍ଲାରେ ବିଜେଡିର ସବୁବେଳେ ଦବଦବା ରହିଛି। ୨୦୧୯ରେ ମଧ୍ୟରେ ସେହି ଟ୍ରେଣ୍ଡ ବଳବତ୍ତର ରଖିବାକୁ ଚେଷ୍ଟା କରୁଛି ବିଜେଡି। କିନ୍ତୁ ଏଥିପାଇଁ ଦଳ ପକ୍ଷରୁ କିଛି କଠୋର ପଦକ୍ଷେପ ନିଆଯିବ। ଜନ ଅସନ୍ତୋଷର ଶିକାର ହେଉଥିବା ବିଧାୟକ ଏବଂ ଜନକଲ୍ୟାଣକାରୀ ଯୋଜନାରୁ ନିଜକୁ ଦୂରେଇ ରଖୁଥିବା ଲୋକ ପ୍ରତିନିଧିଙ୍କୁ ଆଉ ୨୦୧୯ରେ ଲଢିବାର ସୁଯୋଗ ଦେବେନି … Continue reading ଗଞ୍ଜାମରେ ବିଜେଡ଼ିର ବଦଳିବେ ୭ ବିଧାୟକ ପ୍ରାର୍ଥୀ