ପୁଣି ବିଜେପିରୁ ଡ଼କରା ଆସୁଛି : ବିଜୟ

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକ ରୋଚକ ହେବାରେ ଲାଗିଛି। କିଛିଦିନ ତଳେ ଯେଉଁ ନେତାମାନଙ୍କୁ ବିଜେପି ଅଣଦେଖା କରୁଥିଲା ଏବେ ସେମାନଙ୍କ ଦୁଆରେ ଅଧିଆ ପଡ଼ିଥିବା ଆଲୋଚନ ହେଉଛି। ବିଜେପିରେ କୋଣଠେସା ହେବା ପରେ ଇସ୍ତଫା ଦେଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପୁଣି ଥରେ ଦଳକୁ ଫେରାଇ ନେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏ କଥାକୁ ନିଜେ ଶ୍ରୀ ମହାପାତ୍ର ସ୍ୱୀକାର କରିବା ସହିତ ବିଜେପି ନେତାମାନେ ତାଙ୍କୁ ଯୋଗାଯୋଗ … Continue reading ପୁଣି ବିଜେପିରୁ ଡ଼କରା ଆସୁଛି : ବିଜୟ