ଅଭିନେତା-ସାଂସଦ ସନି ଦେଓଲଙ୍କୁ କରୋନା

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ୍‌ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସନ୍ନି ଦେଓଲ କରୋନା ଆକ୍ରାନ୍ତ ନେଇ ହିମାଚଳ ପ୍ରଦେଶ ସ୍ୱାସ୍ଥ୍ୟ ସଚିବ ଅମିତାଭ ଅବସ୍ତୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା … Read More

ଆଜି ଡିସେମ୍ବର ୦୨ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ଆଜି ଆର୍ଥିକ ଉନ୍ନତି ଓ ବନ୍ଧୁମିଳନରୁ ଆନନ୍ଦ ଅନୁଭବ କରିବେ । ଭାଇ, ବନ୍ଧୁ ତଥା ପଡୋଶୀମାନଙ୍କ ସହ ସମତାଳ ଦେଇ ଚଳିବା ପାଇଁ ଚେଷ୍ଟା କଲେ ସୁଫଳ ମିଳିପାରିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ … Read More

କରୋନାକୁ ପରାସ୍ତ କଲେ ୯୭ ବର୍ଷୀୟ ବୃଦ୍ଧ, ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସୁସ୍ଥ ହୋଇ ଘରକୁ ଫେରିଲେ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନାକୁ ପରାସ୍ତ କରୁଛନ୍ତି ବୟୋଜ୍ୟେ ଏବଂ ହାର ମାନୁଛି କରୋନା । ଉପଯୁକ୍ତ ଚିକିତ୍ସା ଓ ଯତ୍ନ ମିଳିଲେ ପରିଣତ ବୟସରେ ପହଂଚିଥିବା ବ୍ୟକ୍ତିମାନେ ଯେ କରୋନାରୁ ସୁସ୍ଥ ହୋଇପାରିବେ ଏକଥା ପୁଣି ଥରେ ପ୍ରମାଣିତ … Read More

ଏସବିଆଇ, ଏନପିସିଆଇ ଓ ଜେସିବି ପକ୍ଷରୁ ଡେବିଟ୍ କାର୍ଡ ଉନ୍ମୋଚିତ

ଭୁବନେଶ୍ବର, (ଓଡିଶା ଟାଇମ୍) :ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ), ନ୍ୟାସନାଲ ପେମେଂଟ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଓ ଜେସିବି ଇଟଂରନ୍ୟାସନାଲ୍ କଂପାନି ଲିମିଟେଡ୍ ପକ୍ଷରୁ ଏସବିଆଇ ରୁପେ ଜେସିବି ପ୍ଲାଟିନମ୍ କଂଟାକ୍ଟଲେସ୍ ଡେବିଟ୍ କାର୍ଡ’ ଉନ୍ମୋଚନ କରାଯାଇଛି । ଏସବିଆଇ … Read More

ଆଇଇଡି ବିସ୍ଫୋରଣରେ ଯାତ୍ରୀବାହୀ ଯାନ ଧ୍ବସ୍ତବିଧ୍ବସ୍ତ

ମାଲାକନଗିରି, (ଓଡିଶା ଟାଇମ୍) : ମାଲକାନଗିରି-ଛତିଶଗଡ ସୀମାନ୍ତରେ ମାଓବାଦୀଙ୍କ ବର୍ବରକାଣ୍ଡ । ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଗଲା ଟାଟା ସୁମୋ ଗାଡି । ବିସ୍ଫୋରଣ ଫଳରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଯବାନମାନଙ୍କୁ ଟାର୍ଗେଟ୍ କରି ଏଭଳି … Read More

ଅଭୟକାନ୍ତଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍‌, ଡ୍ରାଇଭରଙ୍କୁ ଜେରା

ଭୁବନେଶ୍ବର, (ଓଡିଶା ଟାଇମ୍) : ନିଲମ୍ବିତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି l ଆଇଏଫଏସଙ୍କ ବେନାମୀ ସମ୍ପତ୍ତି ନେଇ ଛାନ୍‌ଭିନ୍ ଜାରି ରଖିଛି । ଏହିପରିପେକ୍ଷୀ ଆଜି ଭିଜିଲାନ୍ସ ଟିମ୍‌ ଅଭୟଙ୍କ ବାସଭବନରେ ଛାନ୍‌ଭିନ୍ … Read More

ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ

ଭୁବନେଶ୍ବର, (ଓଡିଶା ଟାଇମ୍) :୨୪ ଘଣ୍ଟା ମଧ୍ୟରେ ୩୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୪୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ … Read More

ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୩୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୯୧୦୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ଆଜି ଠାରୁ ଆରମ୍ଭ କୋଣାର୍କ ମହୋତ୍ସବ

କୋଣାର୍କ, (ଓଡିଶା ଟାଇମ୍) : ଆଜିଠୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ । ଝଲସିବ ମୁକ୍ତାକାଶ ରଙ୍ଗମଞ୍ଚ। ଚଳିତ ବର୍ଷ କୋଭିଡ ଗାଇଡଲାଇନ ମଧ୍ୟରେ କୋଣାର୍କ ମହୋତ୍ସବ ଆୟୋଜନ କରାଯାଇଛି। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ୫ଦିନ … Read More

ଆଜି ବିଶ୍ୱ ଏଡ୍‌ସ ଦିବସ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ସାରା ବିଶ୍ୱରେ ପାଳନ ହେଉଛି ଏଡ୍‌ସ ଦିବସ। ଚଳିତବର୍ଷ ‘ନାକୋ’ ପକ୍ଷରୁ ଥିମ୍‌ ରହିଛି ‘ବିଶ୍ବ ଏକତା ଦାୟିତ୍ବର ସମଭାଗିତା’। ରୋଗଠୁ କିଭଳି ଦୂରେଇ ରହିବା, ସେନେଇ ସଚେତନତା ସୃଷ୍ଟି କରାଯାଉଛି। ହେଲେ ସବୁ ସଚେତନତା … Read More