୭୯ ସଂକ୍ରମିତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୭୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୧୭ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସମସ୍ତ ୭୯ ସଂକ୍ରମିତଙ୍କ ତଥ୍ୟ ଦେଇଛନ୍ତି … Read More

ପ୍ରବାସୀ ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ, ୧୦ ରୁ ଅଧିକ ଆହତ

ଭୁବନେଶ୍ଵର, (ଓଡିଶା ଟାଇମ୍) :  ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ପ୍ରବାସୀଙ୍କ ବସ୍ । ଭବାନୀପାଟଣାରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଂଜାମ ଯାଉଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । କନ୍ଧମାଳ ତୁମୁଡିବନ୍ଧ ୫୯ ନମ୍ବର ଜାତୀୟ ରାଜପଥ ମୁଣ୍ଡିଗଡ ନିକଟରେ ଘଟିଛି … Read More

କଣ୍ଟେନମେଣ୍ଟ ଜୋନ ଉଠାଇବା ଦାବିରେ ପୋଲିସ ସହ ଧସ୍ତାଧସ୍ତି

ରାଉରକେଲା, (ଓଡିଶା ଟାଇମ୍) : କଣ୍ଟେନମେଣ୍ଟ ଜୋନ୍ ଉଠାଇବା ଦାବିରେ ତାତିଲେ ଲୋକେ । କିଛି ଅଂଚଳରୁ ବଫର ଜୋନ୍ ଉଠିବା ପରେ ତାତିଲେ ଅନ୍ୟ ଅଚଂଳର ଲୋକେ । ମାସେ ପରେ ମଧୁସୂଦନ ଛକରୁ ଏବି ଲେନ୍‌ରୁ ବଫର ଜୋନ୍ … Read More

ଆଜି ପୁଣି ୭୯ ପଜିଟିଭ ଚିହ୍ନଟ, ୨୯ ଜିଲ୍ଲାକୁ ବ୍ୟାପିଲା କରୋନା

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୭୯ କରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ଛୁଇଁଛି । ଚିହ୍ନଟ ହୋଇଥିବା ୭୯ ଜଣଙ୍କ ମଧ୍ୟରୁ ୭୧ ଜଣ କ୍ବାରେଣ୍ଟାଇନ ସେଣ୍ଟର ଓ ୮ ଜଣ … Read More

ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ପିତାଙ୍କ ଦେହାନ୍ତ

ଭୁବନେଶ୍ଵର, (ଓଡିଶା ଟାଇମ୍) : ମିଶନ ଶକ୍ତି ନିର୍ଦ୍ଦେଶିକା ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ପିତା ଡାକ୍ତର ଅକ୍ଷୟ କୁମାର ରାଉତଙ୍କ ପରଲୋକ ହୋଇଛି । ଡାକ୍ତର ରାଉତ ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଥିଲେ । ଆଜି ସଂଧ୍ୟାରେ ଶେଷ … Read More

ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀକୁ ଅନୁମତି

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଶୀତଳ ଷଷ୍ଠୀ ଶିବ ପାର୍ବତୀ ବିବାହ ପାଇଁ ମିଳିଛି ପ୍ରଶାସନିକ ଅନୁମତି । ବିଏମସି କମିଶନଙ୍କ ପକ୍ଷରୁ ମିଳିଛି ଅନୁମତି । ତେବେ ଏଥିପାଇଁ କେତେକ କଟକଣା ମଧ୍ୟ ରଖିଛି ବିଏମସି । ବିନା ଶୋଭାଯାତ୍ରା ଓ … Read More

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବଢ଼ିପାରେ ଗ୍ରୀଷ୍ମ ପ୍ରବାହ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି ହୋଇଛି । ଆସନ୍ତା ୭ ଦିନ ପର୍ୟ୍ୟନ୍ତ ଅସହ୍ୟ ତାତି ଓ ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ … Read More

କଳାହାଣ୍ଡିରେ କୋରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) : କଳହାଣ୍ଡି ଜିଲ୍ଲାରେ ଜଣେ କୋରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଜୁନାଗଡ଼ ବ୍ଲକ ଅଞ୍ଚଳର ୩୫ ବର୍ଷୀୟ ଯୁବକ ବୋଲି ସୂଚନା ରହିଛି । କୋରୋନା ଲକ୍ଷଣ ନେଇ ସେ ହାବସପୁର କ୍ୱାରେଣ୍ଟାଇନରେ … Read More

ଆପଣଙ୍କର ୭ଟି ସମସ୍ୟା ଦୂର କରେ ଗ୍ରୀନ ଟି

(ଓଡିଶା ଟାଇମ୍) :  ସ୍ଵାସ୍ଥ୍ୟ ପାଇଁ ଗ୍ରୀନ ଟି ବେଶ୍ ଲାଭଦାୟକ। ପ୍ରତିଦିନ ଗ୍ରୀନ ଟି ସେବନ ଦ୍ଵାରା ଆପଣର ସ୍ଵାସ୍ଥ୍ୟ ଜନିତ ୭ଟି ସମସ୍ୟା ଦୂର ହୋଇଥାଏ। ତେବେ ଏହାର ଅର୍ଥ ଏହା ନୁହେଁ କି ଯେ ଆପଣ ଅତ୍ୟାଧିକ … Read More

ରାଜ୍ୟ ପାଇଁ ଖୁସି ଖବର, ସୁସ୍ଥ ହେଲେ ୯୯ କୋରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୯୯ କୋରୋନା ଆକ୍ରାନ୍ତ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୬୪୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ … Read More