ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ, ମିଳିପାରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍‌ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନ୍‌ଫେରେନ୍ସ ଜରିଆରେ ବୈଠକରେ ସାମିଲ ହେବାର ସୂଚନା ରହିଛି । ବୁଧବାର  ଅପରାହ୍ନ ୬ଟାରେ … Read More

ଆଜି ଜୁନ ୦୯ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ଆଶାବାଦୀ, ଭାଗ୍ୟଶାଳୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ଓ ବିଦ୍ୟାପ୍ରେମୀ ହେବେ । ବିକଶିତ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି । ମିତ୍ର ସୁଖ ମିଳିପାରେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ । ଚାଷୀ- ଜଳବାୟୁ ବିଭାଗ … Read More

ଏୟାରଲିଫ୍ଚ ହୋଇ କୋଲକାତା ଗଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଏୟାରଲିପ୍ଟ ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ ।  କୋଭିଡ୍‌ରେ ଆକ୍ରାନ୍ତ ଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଡ. ଦେବାଶିଷ ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଇକ୍‌ମୋ ସପୋର୍ଟରେ ସେ ଚିକିତ୍ସିତ ହେଉଥିଲେ । ଏବେ … Read More

ନବନୀତ ରାଣାଙ୍କୁ ଝଟକା, ହାଇକୋର୍ଟ ଖାରଜ କଲେ ଜାତି ପ୍ରମାଣପତ୍ର

ଅମରାବତୀ, (ଓଡିଶା ଟାଇମ୍): ନକଲି କାଗଜପତ୍ର ଜରିଆରେ ଜାତି ପ୍ରମାଣପତ୍ର ପ୍ରସ୍ତୁତ କରିଥିବା ଅଭିଯୋଗର ସାମ୍ନା କରୁଥିବା ମହାରାଷ୍ଟ୍ରର ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣାଙ୍କୁ ବମ୍ଵେ ହାଇକୋର୍ଟରୁ ଝଟକା ଲାଗିଛି। ଅଦାଲତ ରାଣାଙ୍କ ଜାତି ପ୍ରମାଣପତ୍ର ଖାରଜ କରିଛନ୍ତି। କେବଳ ଏତିକି … Read More

କମିଛି ବିପଦ, ହ୍ରାସ ପାଇଛି ସଂକ୍ରମଣ, ସଫଳ ହୋଇଛି ଲକ୍‌ଡାଉନ୍‌- ଡିଏମ୍‌ଇଟି

ଭୁବନେଶ୍ବର, (ଓଡିଶା ଟାଇମ୍): ଭ୍ୟାକ୍‌ସିନ୍‌ ନୋ ପରେ ସିଭିୟର୍ଟିକ କମିଛି । ସଂକ୍ରମଣ କମାଇବା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଉଦ୍ଦେଶ୍ୟ ସଫଳ ହୋଇଛି । ଡେଲ୍‌ଟା ଭାଇରସକୁ ମୁକାବିଲା କରିବାରେ କୋଭିସିଲ୍ଡ଼ ଓ କୋଭାକ୍ସିନ୍‌ ସପଳ ହୋଇଛି ବୋଲି କହିଛନ୍ତି … Read More

ଉଠା ଦୋକାନୀଙ୍କ ପାଇଁ ସରକାର ଘୋଷଣା କଲେ ପ୍ୟାକେଜ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) :କରୋନାର ଦ୍ୱିତୀୟ ଲହର ସାଂଘାତିକ ରୂପ ଧାରଣ କରିବାରୁ ଗତ ମେ’ ୫ ତାରିଖରୁ ରାଜ୍ୟରେ ଲକ୍‌ଡାଇନ୍‌ ଘୋଷଣା କରାଯାଇଥିଲା। ଏହାର ଅବଧି ୧୪ ଦିନ ଥିବା ବେଳେ ଏହାକୁ ପ୍ରଥମେ ଜୁନ୍ ୧ ଓ ପରେ … Read More

ଡାକ୍ତରଖାନାରେ ମହିଳାଙ୍କ ଅସ୍ତ୍ରୋପଚାର କଲେ ସିକ୍ୟୁରିଟି ଗାର୍ଡ

ଲାହୋର, (ଓଡିଶା ଟାଇମ୍) :ପାକିସ୍ତାନର ଏକ ହସ୍ପିଟାଲରେ ୮୦ ବର୍ଷୀ ଜଣେ ମହିଳାଙ୍କ ଅପରେଶନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଡାକ୍ତରଖାନାର ସିକ୍ୟୁରିଟି ଗାର୍ଡ ମହିଳାଙ୍କର ଅପରେଶନ କରିଥିଲେ। ଅପରେଶନର ୨ ସପ୍ତାହର ପରେ ତାଙ୍କର ମୃତ୍ୟୁ ହୋଇଥିଲା। … Read More

ଆସୁଛି ଆଉ ଏକ ଲଘୁଚାପ: ୧୦ରୁ ୧୪ ବର୍ଷିବ, ଜିଲ୍ଲାପାଳଙ୍କୁ ଆଲର୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ସାମୁଦ୍ରିକ ଝଡ଼ ‘ୟାସ’ କ୍ଷୟକ୍ଷତିକୁ ୧୫ଦିନ ନପୁରୁଣୁ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେବା ସହ ଏହି … Read More

ଧଳା ଜହର କାରବାର ଉପରେ ଲାଗିବ ରୋକ୍, ଏସଟିଏଫକୁ ଦିଆଗଲା ସ୍ୱତନ୍ତ୍ର ଦାୟିତ୍ୱ

କଟକ , (ଓଡିଶା ଟାଇମ୍) :ଡ୍ରଗ୍ସ କାରବାର ଉପରେ ଲାଗିବ ରୋକ୍ । ବନ୍ଦ ହେବ ବ୍ରାଉନ୍ ସୁଗାର ଚୋରା କାରବାର । ରାଜ୍ୟରେ ସରକାର ପ୍ରସ୍ତୁତ କରିଛନ୍ତି ନୂଆ ରଣନୀତି।  ଏଥିପାଇଁ ଏସଟିଏଫକୁ ସ୍ଵତନ୍ତ୍ର ଦାୟିତ୍ଵ ପ୍ରଦାନ କରାଯାଇଛି। ଏସଟିଏଫରେ … Read More

ଜାମ୍ମୁ କାଶ୍ମୀରରେ ଅଧିକ ସଂଖ୍ୟାରେ ସୁରକ୍ଷା ବାହିନୀ ଯବାନ ମୁତୟନକୁ ନେଇ ବଢୁଛି ଆଶଙ୍କା

ଜମ୍ମୁକାଶ୍ମୀର, (ଓଡିଶା ଟାଇମ୍):  ଜାମ୍ମୁ କାଶ୍ମୀରରେ କିଛିଦିନ ହେଲା ଯଥେଷ୍ଟ ଅଧିକ ସଂଖ୍ୟାରେ ଅର୍ଦ୍ଧସାମରିକ ବାହିନୀ ଯବାନ ମୁତୟନକୁ ନେଇ ରାଜ୍ୟର ବିଭିନ୍ନ ମହଲରେ ନାନା ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି। ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ କେନ୍ଦ୍ର ସରକାର ଆଉ … Read More