ନିର୍ବାଚନ ପୂର୍ବରୁ ମମତାଙ୍କ ବଡ ଘୋଷଣା-‘ରାଜ୍ୟରେ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଭ୍ୟାକସିନ୍’

କୋଲକାତା, (ଓଡିଶା ଟାଇମ୍) :ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ଭ୍ୟାକସିନ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି ଯେ ରାଜ୍ୟ ସରକାର ରାଜ୍ୟରେ ସମସ୍ତ ଅଭାବୀ ଲୋକଙ୍କୁ କରୋନା ଟିକା ଫ୍ରିରେ ଦେବ। ରାଜ୍ୟ ସରକାର … Read More

ସବୁ ମନ୍ତ୍ରୀ ଦେଲେ ସମ୍ପତ୍ତି ତାଲିକା, କିଏ କେତେ ଧନୀ ଜାଣନ୍ତୁ

ଭୁବନେଶ୍ବର, (ଓଡିଶା ଟାଇମ୍) :୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ସମସ୍ତ ମନ୍ତ୍ରୀ ଆଜି ସେମାନଙ୍କ ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି। ଏହି ତାଲିକା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୬୪ କୋଟି ୯୮ ଲକ୍ଷ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୬୦ କୋଭିଡ୍ ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୨୬୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୧୮୬୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ସମ୍ପତ୍ତି ତାଲିକା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପତ୍ତି ତାଲିକା ପ୍ରକାଶ। ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ସଂପତ୍ତି ତାଲିକା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀ ସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଜନପଥ ଶାଖାରେ ୧୬ ଲକ୍ଷ ୭୬ ହଜାର ୧୮ ଟଙ୍କା ଜମା ରହିଛି। … Read More

ରାଜ୍ୟକୁ ୧୨ରୁ ଲେଉଟିବ ଶୀତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟର ବିଭିନ୍ନ ସ୍ଥାନରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ସପ୍ତାହେ ବ୍ୟାପି ସାରା ରାଜ୍ୟରେ ଥଣ୍ଡା କମିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ଦାରିଙ୍ଗବାଡିରେ … Read More

ହାତୀ ଆକ୍ରମଣରେ ଦମ୍ପତି ଆହତ

ବାଲେଶ୍ୱର, (ଓଡିଶା ଟାଇମ୍) : ବାଲେଶ୍ୱର ଜିଲାର ନୀଳଗିରି କୁଳଡିହା ବନଖଣ୍ଡ ଜୁଣିଆ ଗାଁରେ ହାତୀଙ୍କ ଉପଦ୍ରବ ଦେଖାଦେଇଥିବା ରବିବାର ଜଣାପଡ଼ିଛି। ହାତୀ ଆକ୍ରମଣରେ ଏକ ଦମ୍ପତି ଆହତ ହୋଇଛନ୍ତି। ଆକ୍ରାମଣରେ ସ୍ୱାମୀ ଗୁରୁତର ଓ ସ୍ତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। … Read More

ପାଣି ଭିତରୁ ମିଳିଲା ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ଓ ଯାତ୍ରୀଙ୍କ ଅଙ୍ଗ

ଜାକର୍ତ୍ତା, (ଓଡିଶା ଟାଇମ୍) : ଇଣ୍ଡୋନେସିଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଯାତ୍ରୀବାହୀ ବିମାନର ଭଗ୍ନାବଶେଷ ଓ ଯାତ୍ରୀଙ୍କ ଶରୀରର ବିଭିନ୍ନ ଅଙ୍ଗ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ନିକଟରୁ ଠାବ କରାଯାଇଛି। ରବିବାର ଦିନ ପାଣିରୁ ଏସବୁକୁ ଠାବ କରାଯାଇଛି। ଉଡ଼ାଣ ଭରିବାର ମାତ୍ର … Read More

କୋଭିଡ କଟକଣା କୋହଳ ସମ୍ପର୍କରେ ଆଜି ବୈଠକ

ପୁରୀ, (ଓଡିଶା ଟାଇମ୍) : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ କୋଭିଡ କଟକଣା କୋହଳ କରାଯିବା ସମ୍ପର୍କରେ ବିଚାର କରୁଛି ମନ୍ଦିର ପ୍ରଶାସନ। କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବଳବତ୍ତର ରହିବ ନା ପ୍ରତ୍ୟାହାର କରାଯିବ ସେ ସମ୍ପର୍କରେ ଆଲୋଚନା ପାଇଁ … Read More

ଆଜି ଜାନୁଆରୀ ୧୦ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ଶନି ଓ ଗୁରୁଦୃଷ୍ଟି ତୃତୀୟଭାବ ହେତୁ ଅତି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ । ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ଅଯାଚିତ ଭାବେ ପାଇବେ । ଶୁଭ ରଙ୍ଗଚଫି । ଶୁଭ ଅଙ୍କ ୮ । … Read More

ସୋଆ ପକ୍ଷରୁ ପ୍ରଥମ ଓଡିକନ୍ – ୨୦୨୧ ଆୟୋଜନ: କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଆନ୍ତର୍ଜାତିକ ବିଶେଷଜ୍ଞ

ଭୁବନେଶ୍ବର, (ଓଡିଶା ଟାଇମ୍) :ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଦୁଇ ଦିନିଆ ପ୍ରଥମ ଓଡ଼ିଶା ଅନ୍ତର୍ଜାତୀୟ କର୍ମଶାଳା ‘ଇଲେକ୍ଟ୍ରିକାଲ୍ ପାୱାର ଇଞ୍ଜିନିୟରିଂ, କମ୍ୟୁନିକେସନ ଆଣ୍ଡ୍‌ କମ୍ପ୍ୟୁଟିଙ୍ଗ୍ ଟେକ୍ନୋଲୋଜି’ (ଓଡିକନ୍‌-୨୦୨୧)ର ଆୟୋଜନ କରାଯାଇଥିବା ବେଳେ ଏହି କର୍ମଶାଳାରେ ରିନ୍ୟୁଏବଲ୍ ଏନର୍ଜି ଏବଂ … Read More