ଆକାଶ ଅମ୍ବାନୀ- ଶ୍ଲୋକା ମେହେଟ୍ଟା ବାହାଘର ଫଟୋ: ଟୋନି ବ୍ଲେୟାରଙ୍କଠୁ ରତନ ଟାଟା ଓ ଆଲିଆ ଭଟ୍ଟ ଥିଲେ ବିଶେଷ ଅତିଥି

ଅମୀର ଖାନ୍‌ଙ୍କଠୁ ଆରମ୍ଭ କରି ରଣବୀର କପୁର, ଅମିତାଭ ବଚ୍ଚନ, ଜୟାବଚ୍ଚନ, ସିଦ୍ଧାର୍ଥ ମଲହୋତ୍ରା, କରନ୍‌, କରିସ୍ମା କରିନା, ଶାହାରୁଖ୍‌ ଖାନ୍‌, ଗୌରୀ ଖାନ୍‌, ରଜନୀକାନ୍ତ, ଅଭିଶେକ ବଚ୍ଚନ .. ତଥା ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଚେହେରା ଆଜି ଏକାଠି ହୋଇଥିଲେ ଅମ୍ବାନୀ ପରିବାରର ଏକ ବିଶେଷ ମୁହୂର୍ତ୍ତରେ।

ମୁମ୍ବାଇର ଜିଓ ଗାର୍ଡେନ୍‌ଠାରେ ଆୟୋଜିତ ସ୍ଵତନ୍ତ୍ର ପରିବେଶ ଭିତରେ ଏମାନେ ଆକାଶ ଅମ୍ବାନୀ ଓ ଶ୍ଲୋକା ମେହେଟ୍ଟାଙ୍କା ବାହାଘରରେ ନାଚିଥିଲେ, ଗାଇଥିଲେ ଆଉ ମର୍ଯ୍ୟାଦା ବଢ଼ାଇଥିଲେ।

ସୁପରଷ୍ଟାର ରଜନୀ କାନ୍ତ ଓ ପରିବାର
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ବେ‌ ଡି ଦେବେଗୌଡ଼ା
ଶାହାରୁଖଙ୍କ ସହ ନୀତି ଅମ୍ବାନୀ ବାରାତରେ
ବାରାତ୍‌ ବେଳର ଆନନ୍ଦ
ଆକାଶଙ୍କ ମା’ ନୀତା ଅମ୍ବାନୀଙ୍କ ନୃତ୍ୟ
ସୁପର ଷ୍ଟାର ଶଶହାରୁଖ୍‌ ଖାନ୍‌ ଓ ନିର୍ଦେଶକ କରନ୍‌ ଜୋହର

ଖାଲି ସେତିକି ନୁହେଁ ଦେଶ ବିଦେଶର ବିଭିନ୍ନ ଅତିଥି ଏଥିରେ ଯୋଗ ଦେଇଥିଲେ। ନଜର ପକାଇ ଦିଅନ୍ତୁ କିଛି ବିଶେଷ ଫଟୋଗ୍ରାଫ୍‌ ଉପରେ

ପୂର୍ବତନ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ଟୋନୀ ବ୍ଲେୟାର ଏବହ ତାଙ୍କ ପତ୍ନୀ ଚେରୀ
ଜାତିସଂଘଙ୍କ ପୂର୍ବତନ ମହାସଚିବ ବାନ୍‌ କି ମୁନ୍‌ ଓ ପତ୍ନୀ
ରତନ ଟାଟା
ଶିଳ୍ପପତି ନାରାୟଣମୂର୍ତ୍ତି
ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ ଓ ପତ୍ନୀ

Leave a Reply

Your email address will not be published.