କରୋନା ବିରୋଧୀ ସଂଗ୍ରାମ: ଭାରତକୁ ଆମେରିକା ମାଗିଲା ମ୍ୟାଲେରିଆ ଔଷଧ

ଭୁବନେଶ୍ୱର,(ଓଟି): କରୋନା ଭୁତାଣୁକୁ ରୋକ୍‍ ଦେବା ଲାଗି ଏଯାଏ କୌଣସି ନିର୍ଦିଷ୍ଟ ଔଷଧ ବାହାରି ନଥିଲେ ମଧ୍ୟ ଭାରତରେ ମିଳୁଥିବା ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‍କୁ ଏକ ଅସ୍ତ୍ର ଭାବେ ଗ୍ରହଣ କରିଛି ଆମେରିକାର ଚିକିତ୍ସା କ୍ଷେତ୍ର । ହେଲେ ସମ୍ପୃକ୍ତ ଦେଶରେ … Read More

ସକାଳେ ଆଶ୍ଵସ୍ତି, ସନ୍ଧ୍ୟାରେ ଆତଙ୍କ: ଗୋଟିଏ ଦିନରେ ୧୬ କରୋନା ପଜିଟିଭ୍‌ , ସଂଖ୍ୟା ପହଞ୍ଚିଲା ୩୯

ଭୁବନେଶ୍ଵର, (ଓଟି): ଶଟ୍‌ ଡାଉନ୍‌ ଆଦେଶ ଉଠାଇବା ପାଇଁ ଘୋଷଣା କରିବା ବେଳେ ମୁଖ୍ୟ ଶାସନ ସଚିବ ରାଜ୍ୟବାସୀଙ୍କୁ ଯେଉଁ ଆଶ୍ଵାସନା ଓ ଆଶ୍ଵସ୍ତି ଦେଇଥିଲେ ତାହା ସନ୍ଧ୍ୟାବେଳକୁ ଆତଙ୍କରେ ପରିଣତ ହୋଇଛି। କାରଣ ହେଉଛି ରାଜ୍ୟରେ ଗୋଟିଏ ଦିନରେ ୧୬ … Read More

ସମସ୍ତଙ୍କୁ ଭଲରେ ରଖ

ସନ୍ଧ୍ୟାଦୀପ ଦାନ କଲାବେଳେ ମା’ କ’ଣ କହେ, ତାହା ବୁଝା ପଡ଼େନା। କିନ୍ତୁ ସର୍ବଶେଷରେ ’ସମସ୍ତଙ୍କୁ ଭଲରେ ରଖ’ ହେ ପ୍ରଭୁ କହି ମୁଣ୍ଡିଆ ମାରିଲା ବେଳେ ଆମେ ସବୁ ନଇଁପଡ଼ୁ। ମୁଣ୍ଡିଆଟିଏ ମାରିଦେଇ ନିଜ ପାଠପଢ଼ାରେ ଲାଗିଯାଉ।  ପିଲାବେଳର ଅଭ୍ୟାସ … Read More

କରୋନା ରୋକିବାକୁ ସମ୍ବଲପୁରରେ ଶିଳ ଶିଳପୁଆ ପୂଜା

ଭୁବନେଶ୍ଵର, (ଓଟି): କରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ବିଶ୍ଵ ଅବିରତ ସଂଗ୍ରାମ କରି ମଧ୍ୟ ସଫଳତା ପାଇପାରୁ ନାହିଁ। ଫଳରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଏ ଭିତରେ ମୃତ୍ୟୁ ସଂଖ୍ୟା ୬୦ ହଜାର ଛୁଇଁଛି। ଆଉ ନିଜ … Read More

#ଲକ୍‌ଡାଉନ୍‌ ସରିଲେ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ପାଇଁ ଦେଶ ୨୧ ଦିନିଆ ଲକ୍‌ଡାଉନ୍‌ରେ ରହିଛି। ଏହାର ଅବଧି ସରିବ ଆସନ୍ତା ୧୪ରେ।  ଉକ୍ତ ଅବଧି ସରିବା ପରେ ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ପୁଣିଥରେ ଖୋଲାଯିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। କେନ୍ଦ୍ର ମାନବ ସମ୍ବଳ … Read More

ଭାରତୀୟ ସ୍ୱତନ୍ତ୍ର ବିମାନ ସେବାକୁ ପାକିସ୍ତାନର ପ୍ରଶଂସା: ଏଟିସି କହିଲେ ଆମେ ତୁମ ପାଇଁ ଗର୍ବିତ

ଭୁବନେଶ୍ୱର, (ଓଟି): କିଛିମାସ ତଳେ ଭାରତୀୟ ବାୟୁସେନା ୱିଙ୍ଗ୍‍ କମାଣ୍ଡରଙ୍କୁ ଅଟକ ରଖି ଆନ୍ତର୍ଜାତୀୟ ସମାଲୋଚନାର ପାତ୍ର ହୋଇଥିବା ପାକିସ୍ତାନ ପକ୍ଷରୁ ଏବେ ଭାରତୀୟ ପାଇଲଟ୍‍ଙ୍କୁ ପ୍ରଶଂସା ଶୁଣିବାକୁ ମିଳିଛି । ଖାଲି ସେତିକି ନୁହେଁ “ଉଇ ଆର୍‍ ପ୍ରାଉଡ୍‍ ଅଫ୍‍ … Read More

୧୦ ଦିନରେ ପ୍ରସ୍ତୁତ ହେଲା ଶସ୍ତା ଭେଣ୍ଟିଲେଟର୍

ଅହମଦାବାଦ (ଓଟି): ମହାମାରୀ କରୋନା ପାଇଁ ସାରା ବିଶ୍ଵରେ ବଢ଼ିଛି ଚିନ୍ତା। ଭୁଶୁଡ଼ି ଯାଇଛି ସ୍ଵାସ୍ଥ୍ୟସେବା ଆଉ ଚହଲି ଗଲାଣି ଆର୍ଥିକ ବ୍ୟବସ୍ଥା। ସେହିପରି ସାଂଘାତିକ ଭାବେ ପ୍ରଭାବିତ ହୋଇଛି ବିଭିନ୍ନ କ୍ଷେତ୍ର। ତେବେ ଏହି ଲଢ଼େଇରେ ହାରିନାହାନ୍ତି ବିଶ୍ଵର ବିଶେଷଜ୍ଞମାନେ। … Read More

#କୋଭିଡ୍-୧୯: କପିଳପ୍ରସାଦ-ଯଦୁପୁର ଅଞ୍ଚଳ ସିଲ୍

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଆଶୁ ପଦକ୍ଷେପ ନେଉଛନ୍ତି। ରାଜଧାନୀ ଭୁବନେଶ୍ଵରରେ ରବିବାର ଆଉ ୨ ଜଣ କରୋନା ସଂକ୍ରମିତ ଠାବ ହେବା ପରେ ତ୍ଵରିତ କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍‌ସି। ସୂର୍ଯ୍ୟନଗର ଓ … Read More

#କୋଭିଡ୍-୧୯: ବାହାରେ ଛେପ ପକାଇଲେ ବିପଦ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଦେଶ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ଧୀରେ ଧୀରେ ଏହା ୩୩୭୪ ଜଣଙ୍କୁ ସଂକ୍ରମିତ କରିଥିବାବେଳେ ୭୯ ଜଣଙ୍କ ପ୍ରାଣ ନେଲାଣି। ତେବେ ଏଥିରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତ୍ଵ ଆଉ ଲକ୍‌ଡାଉନ୍‌ ବଡ଼ … Read More

କୁଟା ଖିଅକୁ ଭରସା

ବୁଡ଼ିଯାଉଥିବା ଲୋକଟିଏ ପାଇଁ କୁଟା ଖିଅଟିଏ ବି ଭରସା ହୋଇପାରେ। ପିଢ଼ିପରେ ପିଢ଼ି ଆମକୁ ଏହିଭଳି ନିତିଶିକ୍ଷା ଦିଆଯାଇ ଆସୁଛି।  ଏ ବିଷୟରେ ଅନେକ ଗପ ପଢ଼ାଯାଇଛି । ଖାଲି ଯଦୁମଣି ନୁହେଁ, ଆକବର- ବୀରବଲ କାହାଣୀ ମାଧ୍ୟମରେ ମଧ୍ୟ ଆମେ … Read More