#କୋଭିଡ୍-୧୯: ସବୁ ଜିଲ୍ଲା ଓ ରାଜ୍ୟର ସୀମା ସିଲ୍ ନିର୍ଦ୍ଦେଶ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ତଥା କୋଭିଡ୍‌-୧୯ ଚିନ୍ତା ବଢ଼ିବାରେ ଲାଗିଛି। ବଢୁଛି ସଂକ୍ରମିତ ଓ ମୃତକ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଆହୁରି କଠୋର ହୋଇଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ଦେଶର ସମସ୍ତ ରାଜ୍ୟ ତଥା ଜିଲ୍ଲାର ସୀମା ସିଲ୍‌ … Read More

Advertisements

ଘରଭଡ଼ା ମାସକର ଛାଡ଼: କେନ୍ଦ୍ର ସରକାର

ନୂଆଦିଲ୍ଲୀ (ଓଟି): ମାସକର ଘରଭଡ଼ା ଛାଡ଼କର। ଦାବି କରନି। ଏଭଳି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଆଉ ଏହାକୁ ଅମାନ୍ୟ କରି ଘରଭଡ଼ା ଦାବି କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏଭଳି ଚେତାବନୀ ମଧ୍ୟ ଦିଆଯାଇଛି। ସୂଚନା ଅନୁସାରେ, ଭଡ଼ାଘରେ ରହୁଥିବା … Read More

ସେନାକୁ ସଂକ୍ରମିତ ହେଲା #କୋଭିଡ୍-୧୯

ନୂଆଦିଲ୍ଲୀ (ଓଟି): କାୟା ବିତାଇ ଚାଲିଛି କରୋନା। ସମ୍ପ୍ରତି ଏହି ମହାମାରୀ ଭୂତାଣୁ ଭାରତୀୟ ସେନାବାହିନୀକୁ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଫଳରେ ଆତଙ୍କ ବଢ଼ି ଯାଇଛି। ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କୋଲକାତା ଆର୍ମି କମାଣ୍ଡ ହସ୍ପିଟାଲରେ କାର୍ଯ୍ୟରତ ଜଣେ … Read More

#ଲକଡାଉନରେ ହୋଇଗଲେ ହିଟ୍

ମୁମ୍ବାଇ (ଓଟି): ମହାମାରୀ #କୋଭିଡ୍‌-୧୯ ତଥା କରୋନା ପାଇଁ ଦେଶ ଲକ୍‌ଡାଉନ୍‌। ତେବେ ଏହାରି ମଧ୍ୟରେ ଅନେକ ଦେଶରେ ପହଞ୍ଚି ଯାଇଛନ୍ତି ଜଣେ ସୁନ୍ଦରୀ। ତାଙ୍କ ଭାଗ୍ୟର ତାଲା ଖୋଲିଯାଇଛି। ଅନେକ ଦେଶର ଲୋକେ ତାଙ୍କୁ ଖୁବ୍‌ ପସନ୍ଦ କରୁଛନ୍ତି। ଫଳରେ … Read More

‘କରୋନା’ ଦୁଃଖ: ପ୍ରବାସୀ ଓଡ଼ିଆଙ୍କ ପାଇଁ ନୋଡାଲ୍‌ ଅଫିସର୍

ଭୁବନେଶ୍ୱର (ଓଟି): କିଏ ଛାଡ଼ିଥିଲା ଭିଟାମାଟି ରୋଜଗାର ପାଇଁ। ସେହିପରି ଆଉକିଏ ଯାଇଥିଲା ଦାଦନ। ତେବେ ମହାମାରୀ କରୋନା ଦେଇଛି ଦାରୁଣ ଦୁଃଖ। ତେବେ ଏଥିପାଇଁ ଓଡ଼ିଶା ସରକାର ବେଶ୍‌ ତତ୍ପରତା ପ୍ରକାଶ କରିବା ସହ ସେମାନଙ୍କ ସୁରକ୍ଷା ପାଇଁ ନେଇଛନ୍ତି … Read More

#Covid19: ଦେଶରେ ମୃତକଙ୍କ ସଂଖ୍ୟା ୨୭ ଛୁଇଁଲା

ନୂଆଦିଲ୍ଲୀ (ଓଟି): ତୁଳନାତ୍ମକ ଭାବେ ସାମାନ୍ୟ କମିଛି ଆତଙ୍କ। କିନ୍ତୁ ସୁଧୁରିନି ସ୍ଥିତି।  ଭାରତରେ ମହାମାରୀ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ହଜାରେ ଟପିଯାଇଛି। ଶନିବାର ଦିନକରେ ୨୦୦ ଜଣଙ୍କ ପଜିଟିଭ ରିପୋର୍ଟ ବାହାରିଥିବାବେଳେ   ଆଜି ୬୦ରୁ ଅଧିକ ଚିହ୍ନଟ ହୋଇଥିବା … Read More

କରୋନା ମୁକାବିଲା: ଗୋଦରେଜ୍ ଗ୍ରୁପ୍ ପକ୍ଷରୁ ୫୦ କୋଟି ଟଙ୍କାର ପାଣ୍ଠି

ଭୁବନେଶ୍ୱର,(ଓଟି): କରୋନା ବିଶ୍ୱ ମହାମାରୀ ମୁକାବିଲା ପାଇଁ ଗୋଦରେଜ୍ ଗ୍ରୁପ୍ ପକ୍ଷରୁ ୫୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଗଠନ କରାଯାଇଛି । ଏହି ପାଣ୍ଠିର ଅର୍ଥକୁ ବିଭିନ୍ନ ପ୍ରକାର କାର୍ଯ୍ୟରେ ବିନିଯୋଗ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ମେଡିକାଲ୍ … Read More

କୋଭିଡ୍‌-ମୁକାବିଲା: ଟାଟା ସନ୍ସ ୧୦୦୦ କୋଟି, ଟାଟା ଟ୍ରଷ୍ଟ ୫୦୦ କୋଟି

ଭୁବନେଶ୍ୱର, (ଓଟି): ବର୍ତମାନ ଭାରତ ଏବଂ ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତରେ କୋଭିଡ୍ ୧୯କୁ ନେଇ ସୃଷ୍ଟି ହୋଇଥିବା ସ୍ଥିତି ବେଶ ଚିନ୍ତାଜନକ ଏବଂ ତ୍ୱରିତ ପଦକ୍ଷେପ ଆବଶ୍ୟକ କରୁଛି । ଆଜି ଟାଟା ଟ୍ରଷ୍ଟସ୍‌ର ଅଧ୍ୟକ୍ଷ ରତନ ଏନ୍ ଟାଟା କିିଛି … Read More