Advertisements

#covid19 update: ୧୯୬ ଦେଶ, ୪ଲକ୍ଷ୧୬ ହଜାର୬୮୬ ଆକ୍ରାନ୍ତ, ଭାରତରେ ୬୩୩ ପଜିଟିଭ୍‌, ୧୬ ମୃତ

ଭୁବନେଶ୍ଵର, (ଓଟି): ବିଶ୍ଵର ୧୯୬ ଦେଶ ଏବେ କରୋନା କବଳିତ। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ୧୬ ହଜାର୬୮୬ରୁ ଅଧିକ। ଏମାନେ ବିଭିନ୍ନ କୋଣରେ ଚିକିତ୍ସିତ। ବିଗତ ଡିସେମ୍ବରରେ ଚୀନରେ ସୃଷ୍ଟି ହୋଇଥିବା ଏହି ଭୁତାଣୁ ଦ୍ଵାରା ବିଶ୍ଵର ୧୮୫୮୯ ଜଣ ପ୍ରାଣ … Read More

Advertisements

ଭୁବନେଶ୍ଵରରେ ତୃତୀୟ #covid19 corona ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ଵର, (ଓଟି): ଓଡ଼ିଶାରେ ଆଉଜଣେ କୋଭିଡ୍‌-୧୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଏହି ଆକ୍ରାନ୍ତ ଜଣକ ଭୁବନେଶ୍ଵରର ବୋଲି ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ଟ୍ବିଟ୍‌ ଯୋଗେ ଜଣାଇଛନ୍ତି। ରୋଗୀଙ୍କ ବୟସ ୬୦ ବର୍ଷ ହେବ। ଏବେ ତାଙ୍କ ସହ କେଉଁମାନେ … Read More

ଜିଓ ଆଣିଲା କରୋନା ଚେକର୍‌: ଜାଣନ୍ତୁ କେତେ ସଂକ୍ରମିତ ହୋଇପାରନ୍ତି ଆପଣ

ଭୁବନେଶ୍ୱର, (ଓଟି): ଆପଣ କରୋନା ପ୍ରଭାବିତ କି? ଏ ପ୍ରଶ୍ନ ପଚାରିଲେ ମନ ଭିତରେ ଏକ ଛନକା ପଶିଯାଏ, ପରିସ୍ଥିତି ଏମିତି ଯେ, ଏହି ଆଶଙ୍କା ଓ ଭୟରେ ରାତିର ନିଦ ହଜିବା ବି ସ୍ଵଭାବିକ। କିନ୍ତୁ ଆପଣ ଚାହିଁଲେ ବି … Read More

ଓଡ଼ିଶାରେ କୋଭିଡ୍‌-୧୯ ନିୟନ୍ତ୍ରଣ: ଲୋକଙ୍କୁ ତାଲା, ସୀମା ମୁକୁଳା

ଭୁବନେଶ୍ଵର, (ଓଟି): ବଡ଼ ଆରାମରେ ଓଡ଼ିଶା ସୀମାରେ ପଶୁଛି ବାହାର ରାଜ୍ୟର ଗାଡ଼ି, ଡ୍ରାଇଭର ଏବଂ ସବୁକିଛି। ଯେଉଁମାନେ କୋଭିଡ୍‌ ୧୯ ସଂକ୍ରମଣ ବାହକ ହେବାର ଆଶଙ୍କା ରହିଛି ସେମାନଙ୍କ ପାଇଁ ଆମ ରାଜ୍ୟର ସବୁ ସୀମା ମୁକୁଳା ପଡ଼ିଛି। କିନ୍ତୁ … Read More

ଖବରକାଗଜ ବିତରଣ ଅତ୍ୟାବଶ୍ୟକ

ଭୁବନେଶ୍ଵର, (ଓଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖବରକାଗଜ ଶିଳ୍ପ ପ୍ରତି ହୋଇଥିବା କରୋନା ମାଡ଼ରେ ଦୁଃଖ ପ୍ରକାଶ କରି ଏହାର ବିତରଣ ସ୍ଵଭାବିକ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ଏହି ବିଷୟକୁ ଆଖିରେ ରଖି ଓଡ଼ିଶା ସରକାର ଖବରକାଗଜ ବିତରଣକୁ ଅତ୍ୟାବଶ୍ୟକ … Read More

ଓଡ଼ିଶାରେ ହେବ ୧୦୦୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର କୋଭିଡ୍‌୧୯ ହସ୍‌ପିଟାଲ୍‌

ଭୁବନେଶ୍ଵର, (ଓଟି):କୋଭିଡ୍‌-୧୯ କରୋନା ଭୁତାଣୁ ସଂକ୍ରମଣ କ୍ଷେତ୍ରରେ ପୁଣି ଏକ ଆଗୁଆ ପଦକ୍ଷେପ ଓଡ଼ିଶା ଘୋଷଣା କରିଛି। ଯଦିଓ ଦେଶ କିମ୍ବା ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ ହୋଇ ନାହିଁ କିନ୍ତୁ ରାଜ୍ୟ ସରକାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଚିକିତ୍ସା ପାଇଁ … Read More

#କୋବିଡ୍-୧୯: ଖୋଲାହେବ ଏନ୍‌ଏଚ୍‌ ପାର୍ଶ୍ଵ ଢାବା

ଭୁବନେଶ୍ୱର(ଓଟି): କରୋନା ଭୟବହତା ଦୃଷ୍ଟିରେ ସାରା ଦେଶ ଲକ୍‌ଡାଉନ୍‌। ସବୁଆଡ଼େ ସମସ୍ୟା। ସାଧାରଣ ଜନଜୀବନ  ଆଉ ଚଳଣିରେ ଘୋର ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଏଭଳି ସମୟରେ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ବଡ଼ ଚ୍ୟାଲେଞ୍ଜର କଥା। କାରଣ ଲୋକଙ୍କୁ ନିହାତି … Read More

ପନିପରିବା ଦର ଆକାଶ ଛୁଆଁ

କେନ୍ଦ୍ରାପଡା଼, (ଓଟି):କରୋନାକୁ ସମଗ୍ର ଦେଶରେ ଲକ ଡାଉନ କରାଯାଇଥିବାରୁ କେନ୍ଦ୍ରାପଡ଼ା ସହର ସମେତ ଜିଲ୍ଲାରେ ଦୋକାନ ବଜାର ବନ୍ଦ ରହିବା ସହ ସାପ୍ତାହିକ ହାଟ ଗୁଡ଼ିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଥିବାରୁ ଜିଲ୍ଲାରେ କାଁ ଭାଁ ଖୋରଲୁଥିବା ପରିବା ଦୋକାନ … Read More

ବନ୍ଦ ହେଲା ସାପ୍ତାହିକ ହାଟ, ସାମାଜିକ ଦୂରତ୍ୱ ରକ୍ଷା ଦାୟିତ୍ୱ ନେବେ ଶିକ୍ଷକ

କେନ୍ଦ୍ରାପଡା଼,(ଓଟି):ହାଟ ବଜାରରେ ଲୋକଙ୍କ ସମାଗମ ହେଉଥିବାରୁ ସେଠାରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବାର ସମ୍ଭାବନା ନଥିବାରୁ ଓ ସେହି ସ୍ଥାନରୁ କରୋନା ଭାଇରସ ଜଣକ ଠାରୁ ଅନ୍ୟ ଜଣକୁ ବ୍ୟାପିବାର ଆଶଙ୍କା ଥିବା ଜିଲ୍ଲାର ଗାଁ ଗହଳିରେ ହେଉଥିବା … Read More

#covid19 ଲକ୍‌ଡାଉନ : ଅମାନିଆଙ୍କୁ ପୁଲିସ୍‌ ଲାଠି

କେନ୍ଦ୍ରାପଡା଼,(ପ୍ରଦୀପ ଜେନା):ମାରାତ୍ମକ କରୋନା ରୋଗରୁ ଲୋକଙ୍କୁ ବଂଚାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଏହାର ଉଦ୍ଦେଶ୍ୟ ରହିଛି ଲୋମାନେ ନିଜ ଘରେ ରହି ପରସ୍ପର ଠାରୁ ସାମାଜିକ ଦୂରତ୍ୱ ରକ୍ଷା କରି … Read More