Advertisements

୨୧ ଦିନ ଯାଏ ସମ୍ପୂଣ୍ଣ ଲକ୍‌ଡାଉନ୍‌

ଭୁବନେଶ୍ଵର, (ଓଟି): କୋଭିଡ୍‌-୧୯ ମହାମାରୀରୁ ମୁକ୍ତି ପାଇବା ଲାଗି ପଅଧାନମନ୍ତ୍ରୀ ମୋଦି ଆଜି ସାରା ଭାରତକୁ ୨୧ ଦିନ ପାଇଁ ତାଲାବନ୍ଦୀ ( ଲକ୍‌ଡାଉନ୍‌) ଘୋଷଣା କରିଛନ୍ତି। ଆଜି ରାତି ୧୨ଟାରୁ ଏହି ଲକ୍‌ଡାଉନ୍‌ ଆଦେଶ କାର୍ଯ୍ୟ କରିବ। ଏପ୍ରିଲ୍‌ ୧୪ … Read More

Advertisements

ମରଣ ବେଳେ ବି ରାଜନୀତି: ଆୟୁଷ୍ମାନ ଯୋଜନାକୁ ନେଇ ବିଜେପି-ବିଜେଡି ଛକାପଞ୍ଝା

ଭୁବନେଶ୍ଵର, (ଓଟି): ମରଣ ଦୁଆର ମୁହଁରେ ବୋଲି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଯାଏ ସମସ୍ତେ ନାଗରିକଙ୍କୁ ସତର୍କ କରାଉଛନ୍ତି। ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇ ଚାରିଆଡ଼େ #lockdown ଘୋଷଣା କରାଯାଇଛି। କିନ୍ତୁ ରାଜ୍ୟରେ ବିଜେପି-ବିଜେଡି ଭିତରେ ଛକା ପଞ୍ଝା … Read More

ଚୀନ୍‌ରେ ଆଉ ଏକ ନୂଆ ଭାଇରସ୍‌: ହନ୍ତା ଭାଇରସରେ ୧ ମୃତ, ମୂଷାଠୁ ବ୍ୟାପୁଛି

ଭୁବନେଶ୍ଵର, (ଓଟି): ଚୀନ୍‌ ପୁଣିଏକ ନୂଆ ଭୁତାଣୁ ଆତଙ୍କ ସୃଷ୍ଟି ହୋଇଛି। ଏହି ନୂୖା ଭୁତାଣୁର ନାଁ ରହିଛି ହନ୍ତା ଭାଇରସ୍‌। ଏଥିରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ ଚୀନର ୟୁନାନ୍‌ ରାଜ୍ୟର ବୋଲି ଚୀନରୁ ପ୍ରକାଶ ପାଉଥିବା … Read More

କୋଭିଡ୍‌-୧୯: ଡିସିବି ବ୍ୟାଙ୍କର ୧ କୋଟି ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର, (ଓଟି): କୋଭିଡ୍‍୧୯ କରୋନା ଭୁତାଣୁର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ଡିସିବି ବ୍ୟାଙ୍କ୍‍ । ଏହା ତାହାର କର୍ପୋରେଟ୍‍ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ୧ କୋଟି ଟଙ୍କା ଖର୍ଚ ପାଇଁ ଷଘାଷଣା କରିଛ ।ି ଆସନ୍ତା ୩ ମାସ ଭିତରେ ଏହି … Read More

ଗୋଦରେଜ୍ ବାଣ୍ଟିବ୧୦ ଲକ୍ଷ ହାଣ୍ଡ୍‌ୱାଶ୍‍, ସାନିଟାଇଜର୍‌ରେ ୬୬% ରିହାତି

ଭୁବନେଶ୍ୱର, (ଓଟି): ଗୋଦରେଜ୍ ପ୍ରୋଟେକ୍ଟ ତରଫରୁ “ପ୍ରୋଟେକ୍ଟ ଇଣ୍ଡିଆ ଅଭିଯାନ” ଆରମ୍ଭ କରାଯାଇଛି । ଏହି ଅଭିଯାନ ମାଧ୍ୟମରେ କୋଭିଡ୍‍ ୧୯ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ରରେ ୧୦ ଲକ୍ଷ ମିଷ୍ଟର ମ୍ୟାଜିକ ପାଉଡର-ଟୁ-ଲିକ୍ୱିଡ୍ ହାଣ୍ଡ୍‌ୱାଶ ବଂଟନ … Read More

ମୁଖ୍ୟମନ୍ତ୍ରୀଙ୍କ #corona ଅପିଲ୍‌: ବାହାରକୁ ଯାଅନି; ଶପଥ ନିଅ, ଦୁଆରେ ଲଟ୍‌କାଅ, ଭିଡିଓ କରି ମୋତେ ପଠାଅ

ଭୁବନେଶ୍ଵର, (ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନସାଧାରଣଙ୍କୁ ହାତଯୋଡ଼ି ଅପିଲ୍‌ କରିଛନ୍ତି।  ଏନେଇ ଏକ ଭିଡିଓ ମଧ୍ୟ ସୋଶାଲ୍‌ ମିଡିଆରେ ରିଲିଜ୍‌ କରିଛନ୍ତି। ଏଥିରେ ସେ ଓଡ଼ିଶା ବାସୀଙ୍କୁ ବାପା, ମା, ଛୁଆ ବା ପରିବାର ନାଁରେ ଶପଥ ନେବାକୁ … Read More

ବନ୍ଦ ହେଲା ‘ଆହାର’, ମେଡିକାଲ୍‌ରେ ଖୋଲା

ଭୁବନେଶ୍ୱର (ଓଟି): ଗରିବ ଲୋକଙ୍କ ପାଇଁ ଓଡ଼ିଶା ସରକାରଙ୍କ ‘ଆହାର’ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏହାଦ୍ଵାରା ଅନେକ ଲୋକ ଉପକୃତ ହେଉଥିଲେ। ତେବେ ମହାମାରୀ କରୋନା ସଂକ୍ରମଣ ଭୟ ଯୋଗୁ ଏହି ଜନହିତକର ଯୋଜନାରେ ବାଧା ଉପୁଜିଛି। ପ୍ରଥମ ପର୍ଯ୍ୟାୟରେ ଆହାର … Read More

ଅନ୍ୟ ଏଟିଏମ୍‌ରୁ ଟଙ୍କା ଉଠାଇଲେ ‘ନୋ ଚାର୍ଜ’

ନୂଆଦିଲ୍ଲୀ (ଓଟି): ମହାମାରୀ ପରିସ୍ଥିତି ଓ ଗ୍ରାହକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ଏକ ଭଲ ସୁବିଧା ଘୋଷଣା କରିଛନ୍ତି। ଏଣିକି ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା ଉଠାଇଲେ ଆଉ ଚାର୍ଜ ଲାଗିବନି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି … Read More

‘ଆୟୁଷ୍ମାନ ଭାରତ’ରେ ‘କରୋନା’ ଚିକିତ୍ସା

ନୂଆଦିଲ୍ଲୀ (ଓଟି): କୋଭିଡ୍‌-୧୯ ତଥା କରୋନା ମହାମାରୀ ଜନିତ ଚିକିତ୍ସା ପାଇଁ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସଂକ୍ରମଣଜନିତ ଚିକତ୍ସାକୁ ଭାରତ ସରକାରଙ୍କ ‘ଆୟୁଷ୍ମାନ ଭାରତ’ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ କରାଯିବ। ଏ ସମ୍ପର୍କରେ ନ୍ୟାସନାଲ ହେଲ୍‌ଥ ଅଥରିଟି … Read More

#covid19: ଜୁନ୍‌ ୩୦କୁ ବଢ଼ିଲା ଆୟକର, ଜିଏସ୍‌ଟି ରିଟଣ୍ଣ ଦାଖଲ ସମୟ ସୀମା

ଭୁବନେଶ୍ଵର, (ଓଟଇ): କୋଭିଡ୍‌-୧୯ ଜରୁରୀକାଳୀନ ସ୍ଥିତି ଓ ଲକ୍‌ଡାଉନ୍‌କୁ ଦେଖି ଆୟକରରିଟଣ୍ଣ ଦାଖଲ ସମୟସୀମାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏଥିନେଇ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ବିଜ୍ୟପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ମାର୍ଚ ୩୧ ବଦଳରେ ଆୟକର ରିଟଣ୍ଣ … Read More