Advertisements

ସବୁ କାର୍ଯ୍ୟକ୍ରମ ବାତିଲ୍ କଲା ବିଜେଡି

ଭୁବନେଶ୍ୱର (ଓଟି): ମହାମାରୀ କରୋନାକୁ ନେଇ ରାଜ୍ୟ ସରକାର ‘ବିପର୍ଯ୍ୟୟ’ ଘୋଷଣା କରିସାରିଛନ୍ତି। ଏଥିସହ ଆନୁଷଙ୍ଗିକ ଆଶୁ ପଦକ୍ଷେପ ନେବା ସହ ସଚେତନତା ଜାରି ରଖିଛନ୍ତି। ଏହିକ୍ରମରେ ରାଜ୍ୟରେ କ୍ଷମତାସୀନ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏହାର ସମସ୍ତ କର୍ଯ୍ୟକ୍ରମ … Read More

Advertisements

ମୋଦୀଙ୍କ ପ୍ରସ୍ତାବକୁ ପାକ୍‌ର ସ୍ଵୀକୃତି

ନୂଆଦିଲ୍ଲୀ (ଓଟି): ବିଶ୍ଵ ମହାମାରୀ କୋବିଡ୍‌-୧୯ ତଥା କରୋନା ଭାଇରସ୍‌ ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ ଦେଶୀୟ ସାର୍କ ଭିଡିଓ କନଫେରନ୍ସିଂ ପାଇଁ ଆହ୍ୱାନ ଦେଇଥିବାବେଳେ ପାକିସ୍ତାନ ଏହାକୁ ସ୍ଵୀକାର କରିଛି। ଅର୍ଥାତ୍‌ ମୋଦୀଙ୍କ ଏହି କାର୍ଯ୍ୟକ୍ରମରେ ପାକ୍ … Read More

ଟ୍ରେନ୍‌ ଟିକେଟ୍‌ ପାଇଁ ଏଣିକି ରହିବେନି ଏଜେଣ୍ଟ୍

ନୂଆଦିଲ୍ଲୀ(ଓଟି): ଏଣିକି ଆଉ ଏଜେଣ୍ଟ୍‌ କି କୌଣସି ସଂସ୍ଥା ଉପରେ ନିର୍ଭର କରିବାକୁ ପଡ଼ିବନି। ସେଭଳି ବ୍ୟବସ୍ଥାର ଅନ୍ତ ହେବାକୁ ଯାଉଛି। ତେଣୁ ନିଜ ପାଇଁ ନିଜେ ଟିକେଟ୍‌ ବୁକିଂ କରିବାକୁ ହେବ। ଏହା ଦ୍ଵାରା ଠକେଇ ବନ୍ଦ ହେବା ସହ … Read More

ରବିବାରରୁ ନନ୍ଦନକାନନ ବନ୍ଦ

ଭୁବନେଶ୍ଵର (ଓଟି): କରୋନା ଆତଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ସତର୍କତା ଅବଲମ୍ବନ କରୁଛନ୍ତି। ଏହି କ୍ରମରେ ଗତ ଶୁକ୍ରବାର ରାଜ୍ୟର ପାଇଁ ବିପର୍ଯ୍ୟୟ ଘୋଷଣା କରାଯାଇଛି। ଏହିକ୍ରମରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ମାର୍ଚ୍ଚ ୧୫ରୁ ବନ୍ଦ କରିବା … Read More

କରୋନା ସତର୍କ: ତିହାରରେ ସ୍ଵତନ୍ତ୍ର ୱାର୍ଡ

ନୂଆଦିଲ୍ଲୀ (ଓଟି): ବିଶ୍ଵ ମହାମାରୀ ଘୋଷିତ ମାରାତ୍ମକ କରୋନା (କୋବିଡ୍‌-୧୯) ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ଭାରତରେ ମଧ୍ୟ ଏହି ଭାଇରସ୍‌ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୨କୁ ବଢ଼ିଥିବାବଳେ ସଂକ୍ରମିତ ସଂଖ୍ୟା ମଧ୍ୟ ୮୨ରେ ପହଞ୍ଚିଛି। ଫଳରେ … Read More

ବିଭୀଷଣ ଭଳି ସିନ୍ଧିଆ ଦଳର ଶକ୍ତି: ଶିବରାଜ

ନୂଆଦିଲ୍ଲୀ (ଓଟି): ଇତିମଧ୍ୟରେ ଦଳୀୟ କର୍ମୀଙ୍କୁ ରାମାୟଣ ଶୁଣାଇଛନ୍ତି ବିଜେପିର ଶିବରାଜ ସିଂ ଚୌହ୍ବାନ। ଲଙ୍କାରେ ନିଆଁ ଲଗାଇବାକୁ ହେଲେ ବିଭୀଷଣଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ନିଆଁ ଲଗାଇବା ପାଇଁ ବିଭୀଷଣ ନିହାତି ଦରକାର। ସେହିପରି ଜ୍ୟୋତିରାଦିତ୍ୟ … Read More

ଏମ୍‌ପି ପରେ ରାଜସ୍ଥାନରେ ତେଜୁଛି କଂଗ୍ରେସ ବିବାଦ!

ନୂଆଦିଲ୍ଲୀ (ଓଟି): ମଧ୍ୟପ୍ରଦେଶ (ଏମ୍‌ପି)ରେ କଂଗ୍ରେସ ବିବାଦରୁ ବିଜେପି ଫାଇଦା ଉଠାଇବାକୁ ଉଦ୍ୟମ କରୁଛି। ଏଭଳି ସ୍ଥିତିରେ   ରାଜସ୍ଥାନ କଂଗ୍ରେସ ପାଇଁ ଗୋଷ୍ଠୀକନ୍ଦଳ ଭାରୀ ପଡ଼ିବ ବୋଲି କୁହାଯାଉଛି। ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ନିଜର ଦ୍ଵିତୀୟ ପ୍ରାର୍ଥୀ ଭାବେ ଓମକର … Read More