Advertisements

‘ୟେସ୍’ରେ ରହିଛି ଓଏମ୍‌ସି ଟଙ୍କା

ଭୁବନେଶ୍ୱର (ଓଟି): ଅଧିକ ସୁଧ ଆଶାରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ରଖାଯାଇଥିବା ରାଜ୍ୟ ଅର୍ଥମନ୍ତ୍ରୀ କହୁଥିବାବେଳେ ଟଙ୍କା ଫେରିପାଇବା ନେଇ ଅନିଶ୍ଚିତତା ଲାଗିରହିଛି। ଫଳରେ ଏହାକୁ ନେଇ ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ସମାଲୋଚନା କରାଯାଉଛି। ଏପରିକି ବିବାଦରେ ଫସିଛନ୍ତି … Read More

Advertisements

ନୂଆ ରୂପ ନେବ ଓୟୁଏଟି

ଭୁବନେଶ୍ଵର(ଓଟି): ନୂଆ ରୂପ ନେବ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ(ଓୟୁଏଟି)। କ୍ୟାମ୍ପସ୍‌ର ହେବ ନବକଳେବର। ଗତ ୧୭ରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଓୟୁଏଟି ଗସ୍ତ କରି ସମସ୍ୟା ଅନୁଧ୍ୟାନ କରିଥିଲେ ଏବଂ ସମାଧାନ ପାଇଁ ଆଲୋଚନା କରିଥିଲେ। ଓୟୁଏଟି … Read More

ପଲିଥିନ ପାଇଁ ଲକ୍ଷେ ଫାଇନ୍

ବ୍ରହ୍ମପୁର (ଓଟି): ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ପ୍ରତି ଏକାଧିକ ସଂସ୍କାରମୂଳକ ପଦକ୍ଷେପ ନେଉଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଅଧିକାରୀ ସମ୍ପୂର୍ଣ୍ଣ ସକ୍ରିୟ ରହିଛନ୍ତି। ଆଜି ଜିଲ୍ଲାପାଳ ନେଇଥିବା ଏକ ପଦକ୍ଷେପ ସବୁଠି ଚର୍ଚ୍ଚାର କାରଣ ପାଲଟିଛି। ସୂଚନା ଅନୁସାରେ ଏକ … Read More

‘ଏମ୍‌ପି ପାଇଁ ସଂକଳ୍ପ ଆହୁରି ସୁଦୃଢ଼ ହେବ’

ନୂଆଦିଲ୍ଲୀ (ଓଟି): ମଧ୍ୟପ୍ରଦେଶବାସୀଙ୍କ ସେବା କରିବା ପାଇଁ ବିଜେପି ସଂକଳ୍ପବଦ୍ଧ। ଏହି ପରିପ୍ରେକ୍ଷୀରେ ସିନ୍ଧିଆଙ୍କ ଯୋଗଦାନ ବିଜେପିର ସଂକଳ୍ପକୁ ଆହୁରି ସୁଦୃଢ଼ କରିବ। ଏନେଇ ମୁଁ ନିଶ୍ଚିତ ବୋଲି ଉଲ୍ଲେଖ କରିଛନ୍ତି ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ସିନ୍ଧିଆ ବିଜେପିରେ ସାମିଲ୍‌ ହେବାପରେ … Read More

କୋହଳ ହେଲା ଏସ୍‌ବିଆଇ

ନୂଆଦିଲ୍ଲୀ(ଓଟି): ବହୁଦିନ ପରେ କୋହଳ ହୋଇଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍‌ବିଆଇ)। ଏହି ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ବଡ଼ ଘୋଷଣା କରିଛି। ଗ୍ରାହକଙ୍କ ସେଭିଂ ଆକାଉଣ୍ଟରରେ ସର୍ବନିମ୍ନ ଜମା ରାଶି ରଖିବା ଉପରେ ଏଣିକି ଆଉ ଲାଗିବନି ପ୍ରତିବନ୍ଧକ। ଜିରୋ … Read More

ରାଜ୍ୟସଭା: ବିଜେଡିରୁ ୪ କେ ୪

ଭୁବନେଶ୍ୱର (ଓଟି): ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଚାଲିଥିବାବେଳେ ବିଜେଡିରୁ ସମସ୍ତ ୪ଜଣ ପ୍ରାର୍ଥୀ ବିଜୟୀ ବୋଲି ଧରିନିଆଯାଇଛି। ଆଉ ଏହି କଥା ଖୁବ୍‌ ସହଜ ଭାବେ ବୁଝା ପଡୁଛି ବୋଲି ରାଜନୀତିକ ବିଶେଷଜ୍ଞମାନେ କହୁଛନ୍ତି। କାରଣ କଂଗ୍ରେସ ପ୍ରାର୍ଥୀ ଦେବାକୁ … Read More

କରୋନା ଆତଙ୍କ: ପୁଣି ସତର୍କ କରାଇଲେ ସଚିବ

ଭୁବନେଶ୍ୱର (ଓଟି): କରୋନା ମୁକାବିଲା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୂତ। ସେହିପରି ରାଜ୍ୟ ସରକାର ମଧ୍ୟ ପୂରା ସଜାଗ। ଏନେଇ ସ୍ଵାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପୁଣି ସତର୍କ କରାଇଛନ୍ତି। ୧୧୦ ଦେଶକୁ ବ୍ୟାପୀଥିବା କରୋନା ଭାଇରସ୍‌ ୧ ଲକ୍ଷ … Read More

କରୋନା: ଭାରତରେ ପ୍ରଥମ ମୃତ୍ୟୁ!

ବେଙ୍ଗାଲୁରୁ, ନୂଆଦିଲ୍ଲୀ (ଓଟି): ସୂଚନା ଯଦି ସତ, ତେବେ କରୋନା ଭାରତରେ ପ୍ରଥମ ପ୍ରାଣ ନେଇଛି। ମୃତକ ହେଉଛନ୍ତି କର୍ଣ୍ଣାଟକରେ   ୭୬ ବର୍ଷ ବୟସ୍କ ବ୍ୟକ୍ତି। କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ନମୁନା ପରୀକ୍ଷା ପାଇଁ … Read More

କରୋନା ଆତଙ୍କ: ଭାରତରେ ୬୨ କେସ୍

ନୂଆଦିଲ୍ଲୀ (ଓଟି): ଆଉ ସମ୍ଭାଳ ନାହିଁ ସ୍ଥିତି। ଦେଶରେ ନାହିଁ ନାହିଁ କହୁକହୁ ବଢ଼ିଗଲେ କରୋନା ଆକ୍ରାନ୍ତ ସଂଖ୍ୟା। ଏଇ ସଂଖ୍ୟା ପହଞ୍ଚିଲାଣି ୬୨ରେ। ବୁଧବାର ସୁଦ୍ଧା ମୋଟ ୬୨ଜଣଙ୍କୁ କରୋନା ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା … Read More