୨୦ରେ ହିଁ ‘ନିର୍ଭୟା’ ଦୋଷୀଙ୍କୁ ଫାଶୀ

ନୂଆଦିଲ୍ଲୀ (ଓଟି): ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ୪ର୍ଥ ଥର ଘୋଷଣା ହୋଇଛି। ଦିଲ୍ଲୀର ପଟିଆଲା କୋର୍ଟ ସାନି ୱାରେଣ୍ଟ୍‌ ଜାରି କରିଥିବାବେଳେ ଆସନ୍ତା ୨୦ରେ ଫାଶୀ ଦେବାକୁ ତାରିଖ ଧାର୍ଯ୍ୟ ହୋଇଛି। କିନ୍ତୁ ଆଇନର … Read More

ମହିଳାଙ୍କୁ ସମ୍ମାନ: ମୋ ବସ୍‌ରେ ନୋ ଟିକେଟ୍

ଭୁବନେଶ୍ୱର (ଓଟି): ମହିଳାଙ୍କୁ ସମ୍ମାନ ଦେବାକୁ ବିଭିନ୍ନ ମହଲରେ ବର୍ଷ ତମାମ୍‌ କୁହାଯାଉଛି। ତେବେ ନିର୍ଦ୍ଦିଷ୍ଟ ଭାବେ ବର୍ଷକୁ ଗୋଟିଏ ଦିନ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ତାହା ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାଙ୍କୁ ଭିନ୍ନ … Read More

ନୂଆ ସିଆଇସି ବିମଳ ଜୁଲ୍କା

ନୂଆଦିଲ୍ଲୀ(ଓଟି): ମୁଖ୍ୟ ସୂଚନା କମିଶନର(ସିଆଇସି) ଭାବେ ବିମଳ ଜୁଲ୍କା ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶ୍ରୀ ଜୁଲ୍କା ହେଉଛନ୍ତି ମଧ୍ୟପ୍ରଦେଶ କ୍ୟାଡରର ୧୯୭୯ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ। ରାଷ୍ଟ୍ରପତି … Read More

ରାଜ୍ୟସଭା ପାଇଁ ୪ ଜଣଙ୍କ ନାଁ

ଭୁବନେଶ୍ୱର (ଓଟି): ରାଜ୍ୟସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଓଡ଼ିଶା ଭାଗରେ ଥିବା ଆସନରୁ ୪ଟି ପାଇଁ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘୋଷଣା … Read More