Advertisements

ସୁଲଗ୍ନା ମହାନ୍ତି: ସି ଇନ୍‌ସ୍ପାୟର୍ସ ଅଜ୍

ଭୁବନେଶ୍ୱର(ଓଟି): ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ରହିଥିବା ତଥା ପ୍ରେରଣାଦାୟୀ ମହିଳାଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା କ୍ୟାମ୍ପେନ୍ ‘ସି ଇନ୍‌ସ୍ପାୟର୍ସ ଅଜ୍’ ( #SheInspiresUs)ରେ ସ୍ଥାନ ପାଇଛନ୍ତି ସୁଲେଖିକା ସୁଲଗ୍ନା ମହାନ୍ତି। ସୋସିଆଲ୍‌ ମିଡିଆରେ ମଧ୍ୟ ଖୁବ୍‌ … Read More

Advertisements

୩୦ ଫୁଟର ତିମି ମୃତ

ପୁରୀ(ଓଟି): ଆଜି ପୁଣି ଏକ ମୃତ ତିମି ଦେଖିବାକୁ ମିଳିଛି। ପୁରୀ ଜିଲ୍ଲାରୁ ଉକ୍ତ ମୃତ ତିମି ଉଦ୍ଧାର ହୋଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ଗୁଣ୍ଡୁଳୁବା ଗ୍ରାମର ସମୁଦ୍ର ଉପକୂଳରେ ଆଜି ସକାଳୁ ମୃତ ତିମି ଦେଖିବାକୁ ଭିଡ଼ ଜମିଥିଲା। … Read More

ଏନ୍‌ଡିଏ ଅମଳରେ ବଢ଼ିଛି ଋଣବୋଝ

ନୂଆଦିଲ୍ଲୀ(ଓଟି): ଏନଡିଏ ଶାସନ କାଳରେ ବେଡ୍ ଲୋନରେ ୪ ଗୁଣ ବୃଦ୍ଧି ଘଟିଛି। ସେହିପରି ବିମୁଦ୍ରାକରଣ ଦେଶର ଆର୍ଥିକ ବ୍ୟବସ୍ଥାକୁ ବିଗାଡ଼ିଛି। ଅର୍ଥମନ୍ତ୍ରୀ ୟୁପିଏ ଉପରେ ଆରୋପ ଲଗାଇ ଏକ ବୟାନ ଦେଇଛନ୍ତି। ତେବେ ଅର୍ଥମନ୍ତ୍ରୀଙ୍କୁ ବାସ୍ତବ ତଥ୍ୟ ଜଣାଅଛି କି? … Read More

ରାଜ୍ୟସଭା: ଆଜିଠୁ ନାମାଙ୍କନ, ୨୬ରେ ନିର୍ବାଚନ

ଭୁବନେଶ୍ୱର (ଓଟି): ରାଜ୍ୟସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଓଡ଼ିଶା ଭାଗରେ ଥିବା ଆସନରୁ ୪ଟି ଖାଲି ପଡୁଥିବାବେଳେ ସେଗୁଡ଼ିକ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଆଜିଠୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ। ମାର୍ଚ୍ଚ ୧୩ ନାମାଙ୍କନ … Read More

ଭାରତୀୟ ‘ସୁପର୍ ରିଚ୍’ ୭୩% ବଢ଼ିବ

ମୁମ୍ବାଇ(ଓଟି): ଆଗାମୀ ୫ ବର୍ଷ ମଧ୍ୟରେ ଭାରତୀୟ ବିତ୍ତଶାଳୀଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିବ । ବିଗତ ଦିନଗୁଡିକରେ ବିତ୍ତଶାଳୀଙ୍କ ସଂଖ୍ୟା ବୃଦ୍ଧି ପାଇ ଆସିଥିବା ବେଳେ ୫ ବର୍ଷ ମଧ୍ୟରେ ଏହି ସଂଖ୍ୟାରେ ୭୩ ପ୍ରତିଶତ ବୃଦ୍ଧି ଘଟିବ ବୋଲି … Read More

୧୬ ଟେଲି କମ୍ପାନୀ ଦେଇଛନ୍ତି ୧୫,୮୯୭ କୋଟି

ନୂଆଦିଲ୍ଲୀ(ଓଟି): ବିଭିନ୍ନ ଟେଲିକମ୍ କମ୍ପାନୀଙ୍କ ଉପରେ ଲକ୍ଷାଧିକ କୋଟି ଟଙ୍କାର ବକେୟା ପଡ଼ି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୬ଟି କମ୍ପାନୀଙ୍କ ପକ୍ଷରୁ  ମାତ୍ର୧୫,୮୯୬.୫୧ କୋଟି ଟଙ୍କା ଟେଲିକମ୍ ବିଭାଗ ନିକଟରେ ଦାଖଲ କରାଯାଇଛି। ସମ୍ପ୍ରତି ଏହି କମ୍ପାନୀଗୁଡିକ ଉପରେ ଆହୁରି ୧,୩୦,୪୪୦.୪୭ … Read More