ଚାଲିଗଲେ, ଅବଦାନ ପାଇଁ ଝୁରୁଥିବ ବିଶ୍ଵ

ନୂଆଦିଲ୍ଲୀ(ଓଟି): ସେ ଆଉନାହାନ୍ତି। ହେଲେ ତାଙ୍କ ଅବଦାନ ପାଇଁ ସମଗ୍ର ବିଶ୍ଵ ସର୍ବଦା ଝୁରୁଥିବ। ପ୍ରାଦ୍ୟୋଗିକ କ୍ଷେତ୍ରକୁ ସେ ଏକ ଅନନ୍ୟ ଉପହାର ଦେଇପାରିଛନ୍ତି। ଫଳରେ କମ୍ପ୍ୟୁଟରରେ କାମ କରିବାବେଳେ ସେହି କୌଶଳ ଖୁବ୍‌ ଉପଯୋଗୀ ହେଉଛି ଓ କାମକୁ କରାଉଛି … Read More

ଆମେରିକାଠୁ ଭାରତ କିଣିବ ୨୪ ‘ରୋମିଓ’

ନୂଆଦିଲ୍ଲୀ(ଓଟି): ଆସନ୍ତା ୨୪ରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ତେବେ ଏହା ପୂର୍ବରୁ ଉଚ୍ଚକ୍ଷମତାସମ୍ପନ୍ନ ୨୪ଟି ଏମ୍‌ଏଚ୍‌ ୬୦ଆର୍‌ ‘ରୋମିଓ’ ସିହାକ ମଲ୍ଟିମିସନ ହେଲିକପ୍ଟର ଆମେରିକାଠାରୁ ଭାରତ କିଣିବ ବୋଲି ଜଣାପଡ଼ିଛି। ଖାଲି ସେତିକି ନୁହେଁ, ୬ଟି ଆପାଚି ହେଲିକପ୍ଟର … Read More

ଏଣିକି ୧୦୦+ ମେସେଜ୍‌ରେ ଲାଗିବନି ଚାର୍ଜ

ନୂଆଦିଲ୍ଲୀ(ଓଟି): ଭାରତୀୟ ଦୂରସଞ୍ଚାର ପ୍ରାଧିକରଣ ନିୟାମକ (ଟ୍ରାଇ) ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ରୁ ଅଧିକ ପଠାଯାଉଥିବା ପ୍ରତିଟି ମେସେଜ୍ ଉପରେ ଗ୍ରାହକମାନଙ୍କ ଠାରୁ ୫୦ ପଇସା ଲେଖାଏଁ ମୂଲ୍ୟ ବସୁଲ କରିବା ଲାଗି ଧାର୍ଯ୍ୟ କରିଥିଲା। ହେଲେ ବର୍ତ୍ତମାନ ଏହି ମୂଲ୍ୟକୁ ଫେରସ୍ତ … Read More

୯୦ କୋଟି ଟପିବେ ଇଣ୍ଟରନେଟ୍ ୟୁଜର୍ସ

ନୂଆଦିଲ୍ଲୀ(ଓଟି): ଆଉ ୩ବର୍ଷ ମାତ୍ର। ଆସନ୍ତା ୨୦୨୩ ସୁଦ୍ଧା ଭାରତରେ ଇଣ୍ଟର୍‌ନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇ ୯୦.୭ କୋଟିରେ ପହଞ୍ଚିଯିବ। ପ୍ରାଦ୍ୟୋଗୀକି କମ୍ପାନୀ ସିସ୍‌କୋ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ୨୦୧୮ରେ ଦେଶରେ ମୋଟ ୩୯.୮ କୋଟି ଲୋକ ଇଣ୍ଟର୍‌ନେଟ୍‌ର … Read More

ଆଧାର ସହ ଯୋଡ଼ିହେବ ଭୋଟର କାର୍ଡ!

ନୂଆଦିଲ୍ଲୀ(ଓଟି): ପାନ୍ କାର୍ଡ ପରେ ଖୁବ୍‌ଶୀଘ୍ର ଭୋଟର କାର୍ଡକୁ ମଧ୍ୟ ଆଧାର ସହ ଯୋଡ଼ିବାକୁ ପଡ଼ିପାରେ। ଏନେଇ ନିର୍ବାଚନ ଆୟୋଗ (ଇସି)ର ପ୍ରୟାସ ଉପରେ ଆଇନ ମନ୍ତ୍ରଣାଳୟ ସହମତି ଜଣାଇଛି। ଏହାଦ୍ୱାରା ନକଲି ଭୋଟର କାର୍ଡ ଚିହ୍ନଟ କରି ସେଗୁଡ଼ିକୁ ରଦ୍ଦ … Read More

ଫାଶୀ ପୂର୍ବରୁ ମରିବାକୁ ମୁଣ୍ଡ ପିଟୁଛି ଦୋଷୀ

ନୂଆଦିଲ୍ଲୀ(ଓଟି): ଏମିତି ଅପରାଧ ଘଟାଇଲେ- ସାରା ଦେଶ ହୁଲସ୍ତୁଲ ହୋଇଗଲା। ବଡ଼ ବିଭତ୍ସ ଭାବେ ଗଣଦୁଷ୍କର୍ମ କରି ରାସ୍ତାକଡ଼କୁ ବସ୍‌ ଭିତରୁ ଫିଙ୍ଗି ଦେଇଥିଲେ। ଜୀବନ ସହ ସଂଘର୍ଷ କରି ମେଡିକାଲରେ ଆଖିବୁଜିଦେଲେ ପୀଡ଼ିତା। ସେହି ‘ନିର୍ଭୟା’ ମାମଲାରେ ଦୋଷୀ ସାବ୍ୟସ୍ତ … Read More

ଟ୍ରକ୍‌କୁ ବାଡ଼େଇଲା ବସ୍, ଆଖିବୁଜିଲେ ୨୦ ଜଣ

ଚେନ୍ନାଇ(ଓଟି): ତାମିଲନାଡୁର ଅବିନାଶୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨୦ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଛି। ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଯାତ୍ରୀବାହି ବସ୍ ଧକ୍କା ଦେବା ଫଳରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। … Read More

ବନ୍ଦ ହେଲା ପଟିଆ ବିଗ୍ ବଜାର

ଭୁବନେଶ୍ୱର(ଓଟି): ଆଗରୁ ତାଗିଦ କରାଯାଇଥିଲା। ହେଲେ ଶୁଣିଲେନି ମଲ୍‌ କର୍ତ୍ତୃପକ୍ଷ। ବିଭିନ୍ନ ସମସ୍ୟା ଉପୁଜିବା ଓ ନିୟମ ନମାନିବା କାରଣରୁ ଶେଷରେ ବନ୍ଦ ହୋଇଗଲା ମଲ୍‌। ଏଭଳି ଅବସ୍ଥା ହୋଇଛି ପଟିଆସ୍ଥିତ ବିଗ୍‌ ବଜାରର। ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) … Read More