Advertisements

ସଶକ୍ତ ଓଏନ୍‌ଜିସି, ଦୁର୍ବଳ ବିଏସ୍ଏନ୍ଏଲ୍

ନୂଆଦିଲ୍ଲୀ(ଓଟି):  ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କ ବ୍ୟବସାୟିକ ସଫଳତା ସମ୍ପର୍କରେ ସମୀକ୍ଷା କରାଯାଇଛି। ଉକ୍ତ ୨୦୧୮-୧୯ ଆର୍ଥିକ ବର୍ଷରେ ଓଏନ୍‌ଜିସି, ଭାରତୀୟ ତୈଳ ନିଗମ(ଆଇଓସି) ଏବଂ ଏନ୍‌ଟିପିସି ଭଳି ଉଦ୍ୟୋଗ ସର୍ବାଧିକ ଲାଭକରୀ ସଂସ୍ଥା ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି। ହେଲେ ଏହି … Read More

Advertisements

କରୋନା କଲବଲ: ଶେୟାର କାରବାର ଘାଟା

ନୂଆଦିଲ୍ଲୀ(ଓଟି):  କରୋନା ଭାଇରସ୍ ବ୍ୟାପିବାକୁ ନେଇ ବିଶ୍ୱସ୍ତରରେ ଦେଖାଯାଇଛି ସଙ୍କଟ। ଏହା ଆନ୍ତର୍ଜାତୀୟସ୍ତରର ଅର୍ଥନୀତିକୁ ପ୍ରଭାବିତ କରିବାରେ ଲାଗିଛି। ସମ୍ପ୍ରତି ପ୍ରମୁଖ ଷ୍ଟକ୍ ଏକ୍ସଚେଞ୍ଜଗୁଡିକରେ ବ୍ୟବସାୟ ହ୍ରାସ ପାଇଥିବା ବେଳେ ବିଗତ ଦୁଇଦିନ ଧରି ଭାରତୀୟ ଷ୍ଟକ୍ ବଜାର ମଧ୍ୟ ପ୍ରଭାବିତ … Read More

ଲଣ୍ଡନରେ ଗଡ଼ିଲା ଓଲା

ନୂଆଦିଲ୍ଲୀ(ଓଟି): ଟାକ୍ସି ସେବା କ୍ଷେତ୍ରରେ ପ୍ରତିଷ୍ଠାଲାଭ କରିଥିବା ଭାରତୀୟ କମ୍ପାନୀ ଓଏଲଏ(ଓଲା) ସମ୍ପ୍ରତି ଲଣ୍ଡନରେ ବ୍ୟବସାୟ ଆରମ୍ଭ କରିଛି। ତେବେ ସେବା ଆରମ୍ଭର ପ୍ରଥମ ପର୍ଯ୍ୟାୟରେ ହିଁ ୧୦ ହଜାରରୁ ଅଧିକ ଡ୍ରାଇଭର୍‌ ଓଲା ପ୍ରତି ଆଗ୍ରହ ଦେଖାଇ ରେଜିଷ୍ଟ୍ରସନ୍‌ କରିଥିବା … Read More

ଭାଙ୍ଗିଲା ଦିଲ୍ଲୀ ବିଧାନସଭା

ନୂଆଦିଲ୍ଲୀ(ଓଟି): ଦିଲ୍ଲୀରେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଆଜି ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ବିଧାନସଭାକୁ ଭଙ୍ଗ କରିଥିବାବେଳେ ଏ ସମ୍ପର୍କରେ ରାଜଭବନ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ବିଜ୍ଞପ୍ତିରେ କୁହାଯାଇଛି ଯେ … Read More

ଆହୁରି ଚିତ୍ତାକର୍ଷକ ହେବ କୋଣାର୍କ

ଭୁବନେଶ୍ଵର(ଓଟି): ସରିଛି ବ୍ଲୁପ୍ରିଣ୍ଟ୍। ସରକାର ହୋଇସାରିଲେଣି ସଜବାଜ। ଏଥର ଆହୁରି ଆକର୍ଷଣୀୟ ଲାଗିବ ବିଶ୍ଵ ପ୍ରସିଦ୍ଧ କୋଣାର୍କ। ଚକ୍‌ମକ୍‌ ହେବ ଚଉପାସ। ଅଞ୍ଚଳର ସାମଗ୍ରିକ ବିକାଶ ଲାଗି କରାଯାଉଛି ଉଦ୍ୟମ। ଏନେଇ ମାସକ ତଳେ ହଠାତ୍‌ କୋଣାର୍କ ଗସ୍ତ କରିଥିଲେ ୫-ଟି … Read More

ଦିଲ୍ଲୀ ଦୌଡ଼: କଂଗ୍ରେସର ପୁନଶ୍ଚ ପରାଜୟ

ନୂଆଦିଲ୍ଲୀ(ଓଟି): ଗଣତି ଚାଲିଛି; ତେବେ ଦିଲ୍ଲୀରେ କଂଗ୍ରେସର ପୁନଶ୍ଚ ପରାଜୟ ସ୍ପଷ୍ଟ ହେବାରେ ଲାଗିଛି। ଏପରିକି ପୂର୍ବଥର ଭଳି ଖାତା ଖୋଲିବ କି ନାହିଁ- ସେନେଇ ଆଶଙ୍କା ସୃଷ୍ଟି ହୋଇଛି। କାରଣ ଦୌଡ଼ରେ ଆପ୍‌ ୫୮ ଓ ବିଜେପି ୧୨ ଆସନରେ … Read More

ଦିଲ୍ଲୀ ଦୌଡ଼: ଆଗରେ ଆପ୍, ପଛଇେଚି ବିଜେପି

ନୂଆଦିଲ୍ଲୀ(ଓଟି): ଆଜି ଚାଲିଛି ଦିଲ୍ଲୀ ଭୋଟ ଗଣତି। ପୂର୍ବାହ୍ଣ ୮ଟାରୁ ଆରମ୍ଭ ହୋଇଥିବା ଗଣତିରେ ବର୍ତ୍ତମାନ (ଦିନ ସାଢ଼େ ୧୨) ପର୍ଯ୍ୟନ୍ତ ଆପ୍ ଖୁବ୍‌ ଆଗରେ ରହିଛି। ମୋଟ ୭୦ଟି ଆସନରୁ ୫୭ଟିରେ ଆପ୍ ଆଗରେ ଚାଲିଥିବା ବେଳେ ବିଜେପି ୧୩ଟିରେ … Read More

ଦିଲ୍ଲୀ ନିର୍ବାଚନ: ୨୭ ଆସନରେ ଏକ ହଜାର ଭୋଟ୍‌ର ଫରକ

ଭୁବନେଶ୍ଵର, (ଓଟି) ଦିଲ୍ଲୀ ନିର୍ବାଚନ ଫଳାଫଳ ଟ୍ରେଣ୍ଡ ବଦଳିବାରେ ଲାଗିଛି। ଯଦିଓ ପ୍ରାୟ ୫୦ ସିଟ୍‌ରେ ଆପ୍‌ ଆଗରେ ଚାଲୁଛି। କିନ୍ତୁ ବିଜେପି ଏହାକୁ କଡ଼ା ମୁକାବିଲା ଦେଇ ଚାଲିଛି। ୨୭ ଏପରି ଆସନ ରହିଛି ଯେଉଁଠାରେ ୧୦୦୦ରୁ କମ୍‌ ଭୋଟ୍‌ର … Read More

ଦିଲ୍ଲୀ ନିର୍ବାଚନ ଫଳାଫଳ: ଆପ୍‌ ଚାଲୁଛି ଆଗରେ

ଭୁବନେଶ୍ଵର, (ଓଟି): ଦିଲ୍ଲୀ ବିଧାନସଭା ପାଇଁ ଆଜି ଭୋଟ୍‌ ଗଣତି ଜାରି ରହିଛି। ଗଣତି ଆରମ୍ଭରୁ ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ଆଗୁଆ ଚାଲୁଥିବା ଆରମ୍ଭ କରାଯାଇଛି। କିନ୍ତୁୁ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗଣତି ପରେ ବିଜେପି ଧିରେ ଧିରେ ନିଜର … Read More

୨୩ରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ଭୁବନେଶ୍ଵର, (ଓଟି): ଆସନ୍ତା ୨୩ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଦିନିଆର ଭାରତ ଗସ୍ତରେ ଆସିବେ। ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ତାଙ୍କ ସହ ପତ୍ନୀ ମାଲେନା ଟ୍ରମ୍ପ ମଧ୍ୟ … Read More