ଏଫ୍‌ପିଆଇ ନିବେଶ ୫୧୭୭ କୋଟି

ମୁମ୍ବାଇ(ଓଟି): ଫେବୃଆରୀ ମାସର ବର୍ତ୍ତମାନ ସୁଦ୍ଧା ବିଦେଶୀ ପୋର୍ଟଫୋଲିଓ ନିବେଶକାରୀ(ଏଫପିଆଇ)ଙ୍କ ଦ୍ୱାରା ବିଭିନ୍ନ ଷ୍ଟକ୍‌ରେ ବିପୁଳ ପରିମାଣର ନିବେଶ ଯୋଗୁଁ ଭାରତୀୟ ଷ୍ଟକ୍ ବଜାର ଉତ୍ସାହିତ ରହିବା ସହିତ ବିଭିନ୍ନ କମ୍ପାନୀଙ୍କ ବଜାର ପୁଞ୍ଜି ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି । … Read More

ସେଲ୍ ବିକିବ ୫% ଅଂଶଧନ!

ନୂଆଦିଲ୍ଲୀ(ଓଟି): ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ସରକାରୀ ଅଂଶଧନ ପ୍ରତ୍ୟାର ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତୀୟ ଇସ୍ପାତ ପ୍ରାଧିକରଣ ଲିଃ (ସେଲ୍‌)ରୁ ୫ ପ୍ରତିଶତ ଅଂଶଧନ ବିକ୍ରି ପାଇଁ ଲକ୍ଷ୍ୟ … Read More

୧୧ କେଭିର ଟ୍ରାଜେଡି, ୪ ନିଲମ୍ବିତ

ଭୁବନେଶ୍ୱର(ଓଟି): ବ୍ରହ୍ମପୁର ନିକଟରେ ୧୧ କେଭିର ଟ୍ରାଜେଡିରେ ୧୦ଜଣଙ୍କ ଜୀବନ ଚାଲିଯାଇଛି। ବସ୍‌ରେ ଥିବା ଅନ୍ୟ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଏହି ଦୁର୍ଘଟଣାକୁ ଜିଲ୍ଲା ପ୍ରଶାସନ ସମେତ ରାଜ୍ୟ ସରକାର ଗୁରତ୍ଵର ସହ ନେଇଛନ୍ତି। ଉଚ୍ଚ କ୍ଷମତା ସମ୍ପନ୍ନ … Read More

ଅସଲ ଲୋକଙ୍କୁ ମିଳିନି ‘ଖାଦ୍ୟ ସୁରକ୍ଷା’

ନୂଆଦିଲ୍ଲୀ(ଓଟି): କେନ୍ଦ୍ର ସରକାର ୨୦୧୩ରେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଲାଗୁ କରିଛନ୍ତି। ଏହି ନିୟମ ଆଧାରରେ ଉପଭୋକ୍ତା କମ୍ ମୂଲ୍ୟରେ ପିଡିଏସ ସାମଗ୍ରୀ ପାଇପାରିବେ। ତେବେ ଅସଲ ଲୋକଙ୍କୁ ମିଳିପାରିନି ଖାଦ୍ୟ ସୁରକ୍ଷା। ଏଥିପାଇଁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା … Read More

କରୋନା କ୍ରିଟିକାଲ୍‌: ବିମାନ ବନ୍ଦର ଦେଇ ବ୍ୟାପିଛି!

ନୂଆଦିଲ୍ଲୀ(ଓଟି): ଚୀନରୁ ବିଶ୍ଵର ଚଉଦିଗକୁ ବ୍ୟାପିବାରେ ଲାଗିଛି କରୋନା ଭାଇରସ୍। ଚୀନ୍‌ର ଉହାନରୁ ସୃଷ୍ଟି ହୋଇଥିବା ଏହି ମାରାତ୍ମକ କରୋନା ଭାଇରସ ପୃଥିବୀର ପ୍ରାୟ ୨୫ଟି ଦେଶକୁ ବ୍ୟାପୀ ଯାଇଥିବାବେଳେ ସବୁଠି ଭାଳେଣି ପଡ଼ିଯାଇଛି। ତେବେ ଏହାରି ମଧ୍ୟରେ ଜଣାପଡ଼ିଛି ନୂଆ … Read More

କାଳ ସାଜୁଛି ବିଦ୍ୟୁତ ତାର, ୨୪ ଘଣ୍ଟାରେ ୩ ଦୁର୍ଘଟଣା

ଭୁବନେଶ୍ଵର(ଓଟି): ଶୁଭଲଗ୍ନ ପାଇଁ ସରିଥିଲା ସଜବାଜ। ଖୁବ୍‌ ଶୀଘ୍ର ବାଜିଥାନ୍ତା ଶାହାନାଇ। ହେଲେ ଅଧାରାସ୍ତାରୁ ଉଠିଲା କୋକେଇ। ବରପକ୍ଷ ଘରେ-ଗାଁରେ ବିକଳ କାନ୍ଦଣା। ଚାହୁଁ ଚାହୁଁ ଚାଲିଗଲା ୧୦ଟି ଜୀବନ। କାଳ ସାଜିଲା ରାସ୍ତାରେ ଓହଳି ଥିବା ୧୧ କେଭିର ବିଦ୍ୟୁତ୍ … Read More