Advertisements

ବସ୍‌ରେ ଲାଗିଲା ୧୧ କେଭି ତାର, ୧୦ ମୃତ

ବ୍ରହ୍ମପୁର (ଓଟି): ଶୁଭକାର୍ଯ୍ୟରେ ଯାଉଥିଲେ। ସମସ୍ତଙ୍କ ମନରେ ହସଖୁସି ଭରି ରହିଥିଲା। ତେବେ ହଠାତ୍‌ କାଳ ମାଡ଼ିବସିଲା। ନିମିଷକରେ ସବୁ ଖୁସି ଲିଭିଗଲା। ଏଥିସହ ଲିଭିଗଲା ୧୦ଟି ଜୀବନ ପ୍ରଦୀପ। ଘଟଣାସ୍ଥଳରୁ ଶୁଭିଲା କରୁଣ ଚିତ୍କାର। ଏଭଳି ଦୁର୍ଘଟଣା ସାରା ରାଜ୍ୟରେ … Read More

Advertisements

ଖୁବ୍‌ଶୀଘ୍ର ସାରାଦେଶରେ ‘ଚେକ୍ ଟ୍ରଙ୍କେସନ୍’

ନୂଆଦିଲ୍ଲୀ(ଓଟି): ଆସନ୍ତା ସେପ୍ଟେମ୍ବର ସୁଦ୍ଧା ସର୍ବଭାରତୀୟ ସ୍ତରରେ ଚେକ୍ ଟ୍ରଙ୍କେସନ୍ ବ୍ୟବସ୍ଥା ଲାଗୁ ହେବ। ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ  ଘୋଷଣା କରାଯାଇଛି। ଏହି ବ୍ୟବସ୍ଥା ୨୦୧୦ରେ ଆରମ୍ଭ କରାଯାଇଥିଲେ ମଧ୍ୟ କେବଳ କେତେକ ନିର୍ଦ୍ଦିଷ୍ଟ ସହରରେ କାର୍ଯ୍ୟ କରୁଛି। ଫିଜିକାଲ୍ … Read More

ବଢ଼ିବ ମାନୁଫାକ୍‌ଚରିଂ ଚାହିଦା

ମୁମ୍ବାଇ(ଓଟି): ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତଥା ଶେଷ ତ୍ରୈମାସିକ(ଜାନୁଆରୀ-ମାର୍ଚ୍ଚ)ରେ ମାନୁଫାକ୍‌ଚରିଂ କ୍ଷେତ୍ରରେ ସର୍ବାଧିକ ଚାହିଦା ସୃଷ୍ଟି ହେବା ସହିତ ଏକ୍ଷେତ୍ରର ଅଭିବୃଦ୍ଧି ଉଲ୍ଲେଖଜନକ ହେବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ୨୦୧୯ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏହି … Read More

କରୋନା କ୍ରିଟିକାଲ୍: ଚୀନ୍ ଯାଇଥିଲେ ଭାରତକୁ ‘ନା’

ନୂଆଦିଲ୍ଲୀ(ଓଟି): କ୍ରିଟିକାଲ୍‌ ବା ବଡ଼ ସାଂଘାତିକ ସ୍ଥିତି ସୃଷ୍ଟି କରିଛି କରୋନା ଭାଇରସ୍। ବିଶ୍ଵବ୍ୟାପି ଆତଙ୍କ ଖେଳାଇଥିବା ଏହି ମାରାତ୍ମକ ଭାଇରସରେ ୩୭ ହଜାର ୧୯୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୮୧୩ଜଣ ପ୍ରାଣ ହରାଇଲେଣି। ଫଳରେ ମୃତକଙ୍କ ସଂଖ୍ୟା ୨୦୦୨-୦୩ରେ ସେଇ … Read More

ଟ୍ରେନ୍ ଖାଦ୍ୟ ଦର: ଦୂରହେବ ଝିନ୍‌ଝଟ୍‌

ନୂଆଦିଲ୍ଲୀ(ଓଟି): ଏଣିକି ଟ୍ରେନ୍‌ରେ ଖାଇବାକୁ ନେଇ ଆଉ ସମସ୍ୟା ଦେଖାଯିବନି। ବିଶେଷକରି ଖାଦ୍ୟର ଦରକୁ ନେଇ ଯାତ୍ରୀମାନେ ବହୁବାର ଅଭିଯୋଗ ଉଠାଉଥିଲେ ଓ ଅସନ୍ତୋଷ ରହୁଥିଲେ। ଏହାକୁ ଗୁରତ୍ଵର ସହ ବିଚାର କରି ସମସ୍ୟା ହଟାଇବାକୁ ଉଦ୍ୟମ କରାଯାଉଛି। ସୂଚନା ଅନୁସାରେ … Read More

ହାଲ୍‌କା ବର୍ଷା, କୋହଲା ପାଗ ଓ କୁହୁଡ଼ି

ଭୁବନେଶ୍ୱର(ଓଟି): ଶୀତ- ଏବେ ମାଘ ମାସର ବାଘ। ଖୁବ୍‌ ଡରାଉଛି। ତାସହ ମିଶିଯାଇଛି ବର୍ଷା। ବାସ୍‌ ଅଦିନିଆ ଝିପିରି ଝିପିରି ବର୍ଷାକୁ କୋହଲା ପାଗ। ସେହିପରି କୋଉଠି କୋଉଠି କୁହୁଡ଼ି। ଏଭଳି ପାଗ ଲାଗିରହିବା ଫଳରେ ସାଧାରଣରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। … Read More

ବାହାରିଥିଲେ ଶ୍ରୀକ୍ଷେତ୍ର, ହୋଇଗଲା ଶେଷଯାତ୍ରା

ବଲାଙ୍ଗିର(ଓଟି): ରାସ୍ତାକଡ଼ରେ ଠିଆ ହୋଇଥିଲା ଟ୍ରକ୍‌। ଆଉ ପଛରୁ ଆସି ବାଡ଼େଇ ହେଲା ବୋଲେରୋ। ଫଳରେ ଅକାଳରେ ଚାଲିଗଲା ଦୁଇଜଣଙ୍କ ଜୀବନ। ଖାଲି ସେତିକି ନୁହେଁ ଗୁରୁତର ଆହତ ହୋଇଛନ୍ତି ୭ଜଣ। ବଲାଙ୍ଗିର-ସୋନପୁର ରାସ୍ତା ବଇରାସ ନିକଟରେ ଏଭଳି ଭୟଙ୍କର ଦୁର୍ଘଟଣା … Read More

ଦିଲ୍ ମେଁ ହୈ ଆପ୍

ନୂଆଦିଲ୍ଲୀ(ଓଟି): ସବୁ ହୋହଲାରେ ତାଲା ପଡ଼ିଯାଇଛି। ଗର୍ଜନ ନାଇ କି କାଦୁଅ ଫିଙ୍ଗା ନାଇ। କ୍ଷମତା ପାଇଁ ଲଢ଼େଇ କରିଥିବା ସମସ୍ତଙ୍କ ଭାଗ୍ୟ ସିଲ୍‌ ହୋଇଯାଇଛି। ଅପେକ୍ଷା କେବଳ ଫଳକୁ। ଗଣତି ହେବ ଆଉ ଜଣାପଡ଼ିବ କିଏ ଧରିଲା ଶାସନର ଡୋରି। … Read More