Advertisements

କର୍ତ୍ତବ୍ୟରେ ଅବହେଳା: ୩ ଶିକ୍ଷକ ଙ୍କ ଦରମା ବନ୍ଦ

ଚମ୍ପୁଆ: କର୍ତ୍ତବ୍ୟରେ ଅବହେଳା କାରଣ ଦର୍ଶାଇ ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ନାଏକ ୩ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଛନ୍ତି ।  ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଶିପାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜିତେନ୍ଦ୍ର ମହାନ୍ତ ଓ  ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତ ବିଲମ୍ବରେ ବିଦ୍ୟାଳୟ କୁ ଆସିଥିବା ନେଇ ତାଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି … Read More

Advertisements

୨୦୨୦ ପୁଲିସ ମେଡାଲ୍‌ ପାଇଁ ୧୪ଜଣଙ୍କ ନାଁ ଘୋଷିତ; ୨୬ରେ ରାଜ୍ୟପାଳ ପ୍ରଦାନ କରିବେ

ଭୁବନେଶ୍ଵର, (ଓଟି): ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ତଥା ଭିଜିଲାନ୍ସ ଲାଗି ଓଡ଼ିଶା ସରକାର ୧୪ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୁଲିସ ସେବା ପଦକ ପ୍ରଦାନ କରିବେ। ଗଣରାଜ ଦିବସ ପାଳନ ଅବସରରେ ପୂର୍ବରୁ ପ୍ରଚଳିନତ ପରମ୍ପରା ଅନୁସାରେ ରାଜ୍ୟପାଳ … Read More

ସୁରାଟ, ବାରାଣସୀ ପରେ ପ୍ରୟାଗରାଜକୁ ଉଡ଼ିବ ବିମାନ

ଭୁବନେଶ୍ୱର(ଓଟି): ଆସନ୍ତା ୩୧ରୁ ଭୁବନେଶ୍ୱର-ବାରାଣସୀ ମଧ୍ୟରେ ଆଲାଏନ୍ସ ଏୟାର୍ ବିମାନ ଚଳାଚଳ କରିବ। ସେହିପରି ଫେବ୍ରୁଆରୀ ୨୯ରୁ ବାରାଣସୀକୁ ସେବା ଯୋଗାଇବ ଇଣ୍ଡିଗୋ। ଅନ୍ୟପକ୍ଷରେ ୨୪ରୁ ଝାରସୁଗୁଡ଼ାରୁ କୋଲକାତା ସେବା ଆରମ୍ଭ କରିବ ଆଲାଏନ୍ସ ଏୟାର୍। ଖାଲି ସେତିକି ନୁହେଁ ଜୁଲାଇ … Read More

ଆମେ ତ ଉଡୁ ଆଜି ଆକାଶେ…

ଭୁବନେଶ୍ଵର(ଓଟି): ଆମେ ତ ଭାଗ୍ୟବାନ ପିଲାରେ… ଆଉକେ ଆମପରି ଅଛିରେ… ଆମେ ତ ଉଡୁ ଆଜି ଆକାଶେ… ଏଭଳି ଆକାଶରେ ଉଡିବା ପାଇଁ ସତେ କାହାର ଅବା ଇଚ୍ଛା ନାହିଁ! ବରଂ ସମସ୍ତଙ୍କ ସ୍ଵପ୍ନ ଥାଏ- ଥରେ ହେଉ ପଛେ ଆକାଶରେ … Read More

କେନ୍ଦ୍ର ନିଜ ପକ୍ଷ ରଖନ୍ତୁ, ପରେ ‘ସିଏଏ’ ଶୁଣାଣି: ଏସ୍‌ସି

ନୂଆଦିଲ୍ଲୀ(ଓଟି): ସିଏଏ, ଏନଆରସି ଏବଂ ଏନପିଆର୍‌କୁ ନେଇ ବିବାଦ ଥମିବାର ନାଁ ଧରୁନି। ବିଭିନ୍ନ କୋର୍ଟରେ ଏ ସମ୍ପର୍କିତ ବହୁ ସଂଖ୍ୟକ ମାମଲା ହୋଇଛି। ଅନୁରୂପ ଭାବେ ସମର୍ଥନ ଓ ବିପକ୍ଷ ଆଧାରରେ ଦେଶର ସର୍ବୋଚ୍ଚ ଅଦାଲତରେ ମଧ୍ୟ ଅନେକ ଆବେଦନ … Read More

ଜୟ ଯବାନ: ଗର୍ଭବତୀଙ୍କୁ କାନ୍ଧରେ ବୋହିନେଲେ ମେଡିକାଲ୍

ରାୟପୁର(ଓଟି): ପୁଣିଥରେ ଆମଦେଶର ଯବାନମାନେ ସେମାନଙ୍କ ସାମାଜିକ ଦାୟିତ୍ଵବୋଧତାର ପ୍ରମାଣ ପ୍ରତିପାଦନ କରିଛନ୍ତି। କେନ୍ଦ୍ରୀୟ ସୁରକ୍ଷା ବଳର ଯବାନମାନେ ପାଟ୍ରୋଲିଂ କରୁଥିବାବେଳେ ଏକ ଅପହଞ୍ଚ ଅଞ୍ଚଳର ଗାଁଲୋକେ ଜଣେ ମହିଳା ଗର୍ଭ ଯନ୍ତ୍ରଣା ଭୋଗୁଥିବା ଖବର ଦେଇଥିଲେ। କିନ୍ତୁ ସମ୍ପୃକ୍ତ ଅଞ୍ଚଳରେ … Read More