Advertisements

ପୁଣି ‘ସାର୍ସ’ ଭାଇରସ୍ ଆତଙ୍କ, ଗଲାଣି ୬ ମୁଣ୍ଡ

ନୂଆଦିଲ୍ଲୀ(ଓଟି): ଏକଦା ବିଶ୍ଵର ୨୫ଟି ଦେଶକୁ ବ୍ୟାପୀ ଯାଇଥିବା ମାରାତ୍ମକ ଭାଇରସ୍‌ ଏସଏଆରଏସ୍ (ସାର୍ସ) ବହୁଲୋକଙ୍କ ପ୍ରାଣ ନାଶ କରିଥିଲା। ୨୦୦୨ରେ ଏହି ଭାଇରସ୍‌ ଯୋଗୁ ୮୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ସମ୍ପ୍ରତି  ୧୭ବର୍ଷ ପରେ ପୁଣି ଏହି ଆତଙ୍କ ଏସିଆ … Read More

Advertisements

ଯୁକ୍ତଦୁଇ: ଏବର୍ଷ ଲାଗୁହବନି ୩୩% କଣ୍ଟ!

ଭୁବନେଶ୍ଵର(ଓଟି): କଣ୍ଟ ଲଗାଇଥିଲେ। ହେଲେ ସେଥିରୁ ଓହରିଲେ। ଯୁକ୍ତଦୁଇ ଦ୍ଵିତୀୟବର୍ଷକୁ ଯିବାକୁ ହେଲେ ପ୍ରଥମବର୍ଷ ଅତିକମ୍‌ରେ ୩୩% ମାର୍କ ରଖିବାକୁ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ତେବେ ଏହାକୁ ନେଇ ଦେଖାଦେଲା ଛାତ୍ର ଅଶାନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ … Read More

୨୪ରେ ଆସିବେ ବ୍ରାଜିଲ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସକୁ ମଝିରେ ଆଉ ୪ ଦିନ ରହିଲା। ଆସନ୍ତା ରବିବାର ସାରା ଦେଶରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ/ଗଣତନ୍ତ୍ର ଦିବସ ବା ରିପବ୍ଲିକ୍‌ ଡେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ରାଜଧାନୀ ଦିଲ୍ଲୀରେ ଯବାନଙ୍କ ସମେତ ବିଭିନ୍ନ ସୁରକ୍ଷାବଳ … Read More

ଶରଣାର୍ଥୀଙ୍କ ଦୁଃଖ ଅନୁଭବ କରିଛି…

ଭୁବନେଶ୍ୱର(ଓଟି): ସିଏଏକୁ ମୁଁ ଠିକ୍‌ରେ ବୁଝିପାରିଛି। ଶରଣାର୍ଥୀଙ୍କ ଦୁଃଖ କଣ ଅନୁଭବ କରିପାରିଛି। କାରଣ ମୋ ବାପା ହେଉଛନ୍ତି ବାଂଲାଦେଶର। ଆଜି ମୋ ବାପା ବଞ୍ଚିଥିଲେ ଖୁବ୍ ଖୁସି ହୋଇଥାନ୍ତେ। ତେବେ କେତେକ ଲୋକେ ଏହାକୁ କାହିଁକି ବିରୋଧ କରୁଛନ୍ତି ତାହା … Read More

ଦାନରେ ଶ୍ରଦ୍ଧାଳୁ ଦେଲେ ୩୫ କେଜି ସୁନା

ମୁମ୍ବାଇ(ଓଟି): ଧନୀ ଓ ଦୟାବାନ ବ୍ୟକ୍ତିମାନେ ବିଭିନ୍ନ ସମୟରେ ଦାନଧର୍ମ କରୁଥିବା ଆମେ ଶୁଣି ଆସିଛେ। ବିଭିନ୍ନ ଧର୍ମାନୁଷ୍ଠାନ ଓ ଅସହାୟଙ୍କୁ ଲୋକେ ଦାନ କରିଥାନ୍ତି। ତେବେ ଜଣେ ସାଧାରଣ ଭାବେ କେତେ ମୂଲ୍ୟ ଦାନ କରିପାରେ? ଜଣଙ୍କ ଭାବନାଠାରୁ ନିହାତି … Read More

ଫେବୃୟାରୀ୧୪ରୁ ୩୧ ଦିନିଆ ବିଧାନସଭା ବଜେଟ୍‌ ଅଧିବେଶନ

ଭୁବନେଶ୍ୱର, (ଓଟି) : ଫେବୃୟାରୀ ୧୪ରୁ ବସିବ ଓଡ଼ିଶା ବିଧାନସଭାର ବଜେଟ୍‌ ଅଧିବେଶନ। ପ୍ରାଥମିକ ସୂଚନା ଅନୁସାରେ ଏହି ଅଧିବେଶନ ୩୧ ଦିନ ଧରି ଚାଲିବାକୁ ସ୍ଥିର ହୋଇଛି। ଏପ୍ରିଲ୍‌ ୯ ତାରିଖରେ ବିଧାନସଭାରେ ବଜେଟ୍‌ ସହ ବିଭିନ୍ନ ପ୍ରସଙ୍ଗ ବାବଦରେ … Read More

ବରଗଡ଼ରେ ଖୋଲିବ କ୍ୟାନ୍ସର ହସ୍‌ପିଟାଲ୍‌

ଭୁବନେଶ୍ଵର, (ଓଟି): ସର୍ବାଧିକ କ୍ୟାନ୍ସର ପଅଭାବିତ ଜିଲ୍ଲା ଭାବରେ ପରିଚିତ ବରଗଡ଼ରେ କ୍ୟାନ୍ସର ଚିକିତ୍ସା ପାଇଁ ସ୍ଵତନ୍ତ୍ର ହସ୍‌ପିଟାଲ୍‌ ଖୋଲାଯିବ। ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି ହସ୍‌ପିଟାଲ୍‌ ଖୋଲିବ ବୋଲିମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମ୍ମିନଳୀରେ ପ୍ରକାଶ କରିଛନ୍ତି। ମୁଖ୍ୟ … Read More