Advertisements

ରେଳଯାତ୍ରାରେ କୁହୁଡ଼ି ବାଧକ: ମାଲବାହୀକୁ ଧକ୍କା ଦେଲା ଲୋକମାନ୍ୟ, ପାଇଲଟ ନିଲମ୍ବିତ

ଭୁବନେଶ୍ଵର, (ଓଟି): ସକାଳର ଘନ କୁହୁଡ଼ିରେ ଦୁର୍ଘଟଣାଗ୍ରସ୍ତ ହୋଇଛି ମୁମ୍ବାଇ ଯାଉଥିବା ଲୋକମାନ୍ୟ ତିଲକ୍‌ ଏକ୍ସପ୍ରେସ୍। ଏଥିରେ ୧୧ଜଣ ଯାତ୍ରୀ ଆହତ ହୋଇଥିବା ରେଳବାଇ ପକ୍ଷରୁ କୁହାଯାଇଛି। ତେବେ ଏସ୍‌ସିବିକୁ ଆସିଥିବା ଏହି ଆତଙ୍କ ସଂଖୃା ୩୦ ବୋଲି ଜଣାପଡ଼ିଛି। ସେଥିରୁ … Read More

Advertisements

“ହଟିନି ଆତଙ୍କବାଦ, ସରିନାହିଁ ଯୁଦ୍ଧ”

ନୂଆଦିଲ୍ଲୀ: କମିନାହିଁ ଆତଙ୍କ। ଅର୍ଥାତ୍ ଆତଙ୍କବାଦ ହଟିନାହିଁ; ତେଣୁ ଆମ ଲଢେଇ ସରିନାହିଁ। ଆତଙ୍କବାଦୀଙ୍କୁ ମୂଳୋତ୍ପାଟନ କରିବାକୁ ଆମକୁ ଆବଶ୍ୟକସ୍ଥଳେ ଯୁଦ୍ଧ କରିବାକୁ ହେବ। ଏଭଳି ସୂଚନା ଦେଇଛନ୍ତି ପ୍ରତିରକ୍ଷା କର୍ମଚାରୀ ମୁଖ୍ୟ ତଥା ସିଡିଏସ୍ ଜେନେରାଲ ବିପିନ ରାୱତ।ଦେଶର ପ୍ରଥମ … Read More

‘ଦୟା ଆବେଦନ’ ଖାରଜ କଲେ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ: ନିର୍ଭୟା ‘ଦୋଷୀ’ ମୁକେଶର ଦୟା ଆବେଦନକୁ ଖାରଜ କରିଦେଇଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର୍ (ଏଲଜି)। ଏଥିସହ ପିଟିସନକୁ ଗୃହ ମନ୍ତ୍ରଣାଳୟକୁ ପଠାଇ ଦିଆଯାଇଛି। ଫଳରେ ଆଉମାତ୍ର ବାକି ରହିଲା ରାଷ୍ଟ୍ରପତିଙ୍କ ନିଷ୍ପତ୍ତି। ଦୋଷୀ ମୁକେଶର ଦୟା ଆବେଦନକୁ ପ୍ରଥମେ ଦିଲ୍ଲୀ ସରକାର ଖାରଜ … Read More

ବାଜି ମାରିଲେ ମହାନ୍ତି, ବିଜେପି ରାଜ୍ୟ ସଭାପତି ଭାବେ ନିର୍ବାଚିତ

ଭୁବନେଶ୍ୱର(ଓଟି): କିଏ କେତେ ଭାବୁଥିଲେ, ପୁଣି କିଏ କେତେ ଆଶା ବାନ୍ଧିଥିଲେ। ହେଲେ ଶେଷରେ ମହାନ୍ତି ବାବୁ ବାଜି ମାରିନେଲେ। ହଁ ଆପଣ ଠିକ୍ ଅନୁମାନ କରିଛନ୍ତି। ଆମେ ରାଜ୍ୟ ବିଜେପି କଥା ହିଁ କହୁଛୁ। ବରିଷ୍ଠ ବିଜେପି ନେତା ସମୀର ମହାନ୍ତି … Read More