Advertisements

ଶହେ କୋଟି ଡଲାର ନିବେଶ କରିବ ଆମାଜନ୍‌

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ଇ-ଣିଜ୍ୟ କମ୍ପାନୀ ଆମାଜନ୍ ଭାରତରେ ୧୦୦ କୋଟି ଡଲାର ବା ପ୍ରାୟ ୭ ହଜାର କୋଟି ନିବେଶ କରିବ। କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ (ଏସ୍‌ଏମ୍‌ବି) କ୍ଷେତ୍ରରେ ଉକ୍ତ ଅର୍ଥ ନିବେଶ କରିବାକୁ କମ୍ପାନୀ ଘୋଷଣା କରିଛି। … Read More

Advertisements

ସର୍ବଭାରତୀୟ ମହାପର୍ବ ମକର ସଂକ୍ରାନ୍ତି ଓ ଜଗତର ନାଥ ବଡ ଠାକୁରଙ୍କ ରୀତିନୀତି

ଭୁବନେଶ୍ୱର(ଓଟି): ବାରମାସ ତେର ପର୍ବ… ଏହି ପରମ୍ପରା ଲାଗି ଶ୍ରୀଜଗନ୍ନାଥ ସଂସ୍କୃତି ମହାନ। ବାସ୍ତବରେ ବର୍ଷ ସାରା କିନ୍ତୁ ‍‌୧୩ ନୁହେଁ ତତୋଧିକ ପର୍ବପର୍ବାଣୀ ଆଉ ଯାନିଯାତରା ହେଉଛି। ସେହିକ୍ରମରେ ଆସନ୍ତୁ ସଂକ୍ଷିପ୍ତରେ ଜାଣିବା ମକର ସଂକ୍ରାନ୍ତି ଅବସରରେ ଶ୍ରୀକ୍ଷେତ୍ରେ ବିରାଜିତ … Read More

ସଂକ୍ରାନ୍ତିରେ ପ୍ରବାସୀ ଶ୍ରମିକଙ୍କୁ ନବୀନ ଭେଟି

ଭୁବନେଶ୍ୱର(ଓଟି): ପ୍ରବାସୀ ଶ୍ରମିକଙ୍କୁ ସଂକ୍ରାନ୍ତିରେ ମିଳିଛି ନବୀନ ଭେଟି। ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ସ୍ଥିତି ଓ ଜୀବନଜୀବିକାର ସ୍ୱଚ୍ଛଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ବଲାଙ୍ଗିର, ବରଗଡ଼, … Read More

ଓଡ଼ିଆଙ୍କୁ ଗର୍ବ: ଦେବବ୍ରତ ହେଲେ ଆର୍‌ବିଆଇ ଡିଜି

ନୂଆଦିଲ୍ଲୀ: ପୁଣି ଓଡ଼ିଶା ପାଇଁ ଗୌରବ ଆସିଛି । ଭାରତୀୟ ରିଜର୍ଭ ବ୍ୟାଙ୍କରେ ଜଣେ ଓଡ଼ିଆ ଅଧିକାରୀ ଡେପୁଟି ଗଭର୍ଣ୍ଣର ହୋଇଛନ୍ତି । ସେ ହେଉଛନ୍ତି ଆର୍‌ବିଆଇରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ମାଇକେଲ ଦେବବ୍ରତ ପାତ୍ର । ସେ କଟକର … Read More

ଜଳ ସଂକଟରୁ ବଳିପଡୁଛନ୍ତି ଓଟ

    ନୂଆଦିଲ୍ଲୀ(ଓଟି): ସମ୍ପ୍ରତି ଅଷ୍ଟ୍ରେଲିଆରେ ଦେଖାଦେଇଛି ଜଳ ସଙ୍କଟ। ତେବେ ଏଥିଲାଗି ବଳି ପଡୁଛନ୍ତି ଓଟ। ବଳି କହିଲେ ବୁଝିଲେ ତ! ସେ ସରକାର ଜାଣିଶୁଣି ଶହଶହ ଓଟଙ୍କୁ ମାରିଚାଲିଛନ୍ତି… ହଁ, ସତ ଏଇ ଅଭାବନୀୟ ଘଟଣା…  ଜଳ ସଂକଟରୁ … Read More