ନାଗରିକତ୍ଵ ବିବାଦ: ଦୋଛକିରେ ନବୀନ ସରକାର

ପ୍ରଥମେ ସମର୍ଥନ କରି ତା’ ପରେ ପରିଣାମକୁ ସହ୍ୟ ନକରିବାର ଆଉ ଏକ ସଙ୍କଟଜନକ ମୁହୁର୍ତ୍ତ ଏବେ ଓଡ଼ିଶା ସରକାରଙ୍କ ପାଖରେ ଉଭା ହୋଇଛି । ରାଜନୀତିକ ଦୃଷ୍ଟିକୋଣରୁ ଏହା ବିମୁଦ୍ରାକରଣଠାରୁ ବି ଅଧିକ ଗୁରୁତ୍ଵପୂଣ୍ଣ। ଅବଶ୍ୟ ଏହା ଠିକ୍‌ ଯେ, ଓଡ଼ିଶାର ରାଜନୀତି କେବେ ଧର୍ମ ବା ସମ୍ପ୍ରଦାୟଭିତ୍ତିକ ହୋଇ ନାହିଁ, କିନ୍ତୁ ୨୦୦୮ରୁ ଓଡ଼ିଶାର ରାଜନୀତିରେ ଅଙ୍କୁରିତ ହୋଇଥିବା ସାମ୍ପ୍ରଦାୟିକ ଅସୂୟା ଭାବ ୨୦୨୪ରେ ଯେ ଏକ ନୂଆ ସମୀକରଣ ଆଡ଼କୁ ନମୁହାଁଇବ ତାହା କିଏ କହିବ?

ବଦଳିଲା ଠିକଣା: ଆଚାର୍ଯ୍ୟ ବିହାରରୁ ଏଜି ଛକ ହେଲା ଲୋକସେବା ମାର୍ଗ, ଅଭିମନ୍ୟୁଙ୍କୁ ଅଣଦେଖା

ଭୁବନେଶ୍ଵର, (ଓଟି): ରାଜ୍ୟ ସଚିବାଳୟର ନାମ ବଦଳିଲା ପରେ ରାଜ୍ୟ ସରକାର ଏବେ ଆଚାର୍ଯ୍ୟ ବିହାରରୁ ଏଜି ଛକ ଯାଏ ରାସ୍ତାର ନାମକରଣ ବଦଳାଇଛନ୍ତି। ୫ ଡିସେମ୍ବରରେ ପ୍ରକାଶିତ ଏକ ବିଜ୍ଞପ୍ତିରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଏହି ମାର୍ରଗ ନାମକୁ … Read More

ବିଜୁ ପକା ଘର ନିର୍ମାଣରେ ବାଧକ ସାଜିଛନ୍ତି ଅସାମାଜିକ

କେନ୍ଦ୍ରାପଡ଼ା, (ପ୍ରଦୀପ୍ତ କୁମାର ଜେନା): କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜୁ ପକା ଘର ବଣ୍ଟନରେ ବାଧକ ସାଜିଛନ୍ତି ଅସାମାଜିକ ଲୋକ । ଫଳରେ ପ୍ରକୃତ ହିତାଧିକାରୀଙ୍କୁ ‘ବାରଦୁଆର’ ବୁଲିବାକୁ ପଡ଼ୁଛି । କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ କେରଡ଼ାଗଡ଼ ପଂଚାୟତର କେରଡ଼ାଗଡ଼ … Read More

ନାଗରିକତା ସଂଶୋଧନ ବିଲ୍‌: ୫ ରାଜ୍ୟର ବିରୋଧ

ଭୁବନେଶ୍ଵର, (ଓଡ଼ିଶଶ ଟାଇମ୍‌): ସଂସଦର ଉଭୟ ଗୃହରେ ପାରିତ ହୋଇଥିବା ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଦେଶର ଉତ୍ତର ପୂର୍ବାଞ୍ଚଳରେ ଅପ୍ରୀତୀକର ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ହିଂସା ସାଙ୍ଗକୁ ବିରୋଧ ପ୍ରଦର୍ଶନ ଜାରି ରହିଛି। ସେଠାରେ ଏହି ବିଲ୍‌କୁ … Read More

ଟାଟା ଷ୍ଟିଲ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ : ୨୦ ଜଣ ଯିବେ ଇସ୍ରୋ 

ଭୁବନେଶ୍ୱର, (ଓଟି):    ଟାଟା ଷ୍ଟିଲ ଦ୍ଵାରା ଆୟୋଜିତ  ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ) ୨୦୧୯-୨୦ର ୨୦ ଜଣ ବିଜେତା    ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଏକ ପ୍ରମୁଖ ସୁବିଧା ପରିଦର୍ଶନ କରିବା ଏବଂ ମହାକାଶ ବିଜ୍ଞାନର … Read More

ଆସାମରେ ଉାତ୍ତେଜନା: ଓଡ଼ିଶାରୁ ଟ୍ରେନ୍‌ଯାତ୍ରା ବିଳମ୍ବିତ

ଭୁବନେଶ୍ଵର, (ଓଟି): ପୁରୀରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଟେଅନ୍‌ସବୁ ବିଳମ୍ବ ହେବ। ୧୨୮୩୮ ପୁରୀ-ହାଓଡ଼ା ଏବଂ ୧୮୪୧୦ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌, ୦୮୪୦୩ ପୁରୀ -ସାନ୍ତ୍ରାଗାଚ୍ଛି ଏକ୍ସପ୍ରେସ୍‌ ୩ ଘଣ୍ଟା ୧୫ ମିନିଟ୍‌ ବିଳମ୍ବରେ ଛାଡ଼ିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ର୍ର୍ଠିକ୍‌ … Read More

ପକ୍କାଘର ମାମଲା: ‘ମିଛ କହୁଛି ବିଜେପି’

ଭୁବନେଶ୍ଵର, (ଓଟି): ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି ଯେଉଁ ତଥ୍ୟ ଦେଉଛି ତାହା ସମ୍ପୂର୍ଣ୍ଣ ମିଛ । ବିଜେପି ମୁଖପାତ୍ରମାନେ ଏଭଳି ମିଥ୍ୟା ପ୍ରଚାରରୁ ବିରତ ରହିବା ସହିତ ଗଣମାଧ୍ୟମକୁ ସୂଚନା ଦେବା ପୂର୍ବରୁ ଅନ୍ତତଃ ଥରୁଟିଏ କେନ୍ଦ୍ର ସରକାରଙ୍କ ୱେବ୍‌ସାଇଟ୍‍ … Read More

ବିଜେପିର ଅଭିଯୋଗ: କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର, (ଓଟି): ପୁଣିଥରେ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରୁଥିବା ଅଭିଯୋଗ କରିଛି ବିଜେପି। ବିଜୁ ପକ୍କା ଘର ଯୋଜନା ଆବଣ୍ଟନର ତଥ୍ୟକୁ ଉଲ୍ଲେଖ କରି ବିଜେପି ଉପସଭାପତି ସମୀର ମହାନ୍ତି ଏହି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ରାଜ୍ୟ … Read More

ବଦଳିଲେ ଯୋଜନା ବୋର୍ଡ଼ ଅଧ୍ୟକ୍ଷ: ପ୍ରଫୁଲ୍ଲ ମଲ୍ଲିକଙ୍କୁ ବାଦ୍‌

ଭୁବନେଶ୍ଵର, (ଓଟି): ଜିଲ୍ଲାସ୍ତରରେ ସରକାରୀ ଉନ୍ନୟନ ପ୍ରକଳ୍ପକୁ ବ୍ୟାପକ କରିବା ତଥା ଜିଲ୍ଲା ସ୍ତରୀୟ ବିକାଶ ପାଇଁ ଆବଶ୍ୟକ ଯୋଜନା ପ୍ରସ୍ତୁତି କରି ତାହାକୁ ସରକାରଙ୍କ ଦ୍ଵାରା ତ୍ଵରାନ୍ବିତ କରିବା ଲାଗି ଗଠିତ ଯୋଜନା ବୋର୍ଡ଼ଗୁଡ଼ିକରେ ସରକାର ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି। … Read More

ଘଣ୍ଟ ଘୋଡ଼ାଉଛନ୍ତି ନବୀନ: ମହିଳା ବିରୋଧୀ ମାମଲା ଅଭିଯୁକ୍ତଙ୍କୁ ଶରଣ ଦେବାରେ ଆଗୁଆ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲଗାତାର ଲୋକଙ୍କ ପ୍ରଥମ ପସନ୍ଦ ଉପଭୋଗ କରୁଥିବା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳାଙ୍କ ଉପରେ ଅତ୍ୟାଚାର ତଥା ହିଂସା ଓ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ଶରଣ ଦେବାରେ ଆଗୁଆ ରହିଛନ୍ତି। ପଡ଼ୋଶୀ ରାଜ୍ୟଗୁଡ଼ିକୁ … Read More