Advertisements

ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ  କାର୍ଯ୍ୟ ପାଇଁ ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ସମ୍ମାନ ପ୍ରଦାନ

ନୂଆଦିଲ୍ଲୀ, (ଓଟି): ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସ ପିଏଲ) ର ସାମାଜିକ ଉତ୍ତରଦାୟିତ୍ୱ ଶାଖା ଜେଏସ ପିଏଲ ଫାଉଣ୍ଡେସନ ପକ୍ଷରୁ ସାରା ଦେଶରେ ସାମାଜିକ କ୍ଷେତ୍ରରେ ଉଚ୍ଚକୋଟୀର ପାରଦର୍ଶିତା ପାଇଁ  ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଙ୍କୁ ରାଷ୍ଟ୍ରୀୟ … Read More

Advertisements

ବାରବାଟୀ ଷ୍ଟାଡିୟମ୍‌କୁ ବାହାରିଲେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ଦଳ

ଭୁବନେଶ୍ଵର, (ଓଟି): ଭାରତ ଓ ଓ୍ବେଷ୍ଟ ଇଣ୍ଡିଜ୍‌ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଏକ ଦିବସୀୟ ମ୍ୟାଚ୍‌ ପାଇଁ ଉଭୟ ଦଳର ଖେଳାଳିମାନେ ଭୁବନେଶ୍ଵରରୁ ଗସ୍ତ ଆରମ୍ଭ କରିଛନ୍ତି। ଆସନ୍ତା ୪୦ ମିନିଟ୍‌ ମଧ୍ୟରେ ସେମାନେ ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିବେ ବୋଲି … Read More

ଭାରତ ବନାମ ଓ୍ବେଷ୍ଟ ଇଣ୍ଡିଜ୍‌: କ୍ରିକେଟ୍‌ ପ୍ରେମୀଙ୍କ ଲାଗି ସ୍ଵତନ୍ତ୍ର ମୋ ବସ୍‌ ସେବା

ଭୁବନେଶ୍ୱର, (ଓଟି): ଭାରତ-ୱେଷ୍ଟ ଇଣ୍ଡିଜ୍‍ କ୍ରିକେଟ୍ ମ୍ୟାଚ୍‍କୁ ଆଖିରେ ରଖି ତଥା ପ୍ରେମୀମାନଙ୍କ ସୁବିଧା ପାଇଁ କ୍ୟାପିଟାଲ୍‍ ରିଜିଅନ୍‍ ଅର୍ବାନ୍‍ ଟ୍ର।ନ୍ସପୋଟ; ( କ୍ରୁଟ୍‍) ପକ୍ଷରୁ ସ୍ୱତନ୍ତ୍ର ମୋ ବସ୍‍ ଚଳାଚଳ ଘୋଷଣା କରାଯାଇଛି । ଏହି ସ୍ୱତନ୍ତ୍ର ମୋ ବସ … Read More

ଆଜି ଭାରତ ବନାମ ଓ୍ବେଷ୍ଟ ଇଣ୍ଡିଜ୍‌: କେଉଁଠି, କେତେବେଳେ, କେଉଁ ପ୍ଲାଟ୍‌ଫର୍ମରେ ଦେଖିହେବ ମ୍ୟାଚ୍‌

ଭୁବନେଶ୍ଵର, (ଓଟି): ଭାରତ ବନାମ ଓ୍ବେଷ୍ଟଇଣ୍ଡିଜ୍‌ ଏକ ଦିବସୀୟ କ୍ରିକେଟ୍‌ ଶୃଙ୍ଖଳାର ଆଜି ତୃତୀୟ ତଥା ଫାଇନାଲ୍‌ ମ୍ୟାଚ୍‌। ଏହି ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଯେହେତୁ ପ୍ରଥମ ଦୁଇଟି ମ୍ୟାଚ୍ ଭିତରୁ ଉଭୟ … Read More

କ୍ରୀସମାସ୍‌ରେ ବର୍ଷା, ଶନିବାର ରାତିଠୁ ଗରମ

ଭୁବନେଶ୍ୱର, (ଓଟି): : ଚଳିତବର୍ଷ ଓଡ଼ିଶାବାସୀ ଭିଜା ବର୍ଷାରେ ପାଳିବେ ଖ୍ରୀଷ୍ଟମାସ୍ । ଆସନ୍ତା ଡିସେମ୍ବର ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ପୂର୍ବାଂଚଳ ଆଡକୁ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ଗତି … Read More

କ୍ରୀସ୍‌ମାସ ଓ ନୂଆବର୍ଷ: ପ୍ଲାନେଟାରିୟମ୍‌ରେ ସ୍ଵତନ୍ତ୍ର ଶୋ’

ଭୁବନେଶ୍ଵର, (ଓଟି) : ବର୍ଷ ଶେଷ ଉତ୍ସବରେ ସାମିଲ୍‌ ହୋଇଛି ଭୁବନେଶ୍ଵରସ୍ଥିତ ପଠାଣିସାମନ୍ତ ପ୍ଲାନେଟାରିୟମ୍‌। ଯଦି ଆପଣ ଏହି ଅବସରରେ କିଛି ଜ୍ଞାନ ଆହରଣ କରିବାକୁ ଚାହୁଁଛନ୍ତି ତେବେ ଏହା ଏକ ଉତ୍ତମ ସୁଯୋଗ ହୋଇପାରେ। କାରଣ ପ୍ଲାନେଟୋରିୟମ୍‌ରେ ରବିବାରଠାରୁ ପ୍ରତି … Read More